June 22, 2025

Odia Express

Here, There and Everywhere

ଏହି ଦିଗଜ୍ ଅଭିନେତାମାନେ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ନାଁ କରିଥିଲେ ଉଜ୍ଜଳ, ନମ୍ବର ୫ ଙ୍କୁ ତ ଲୋକେ କରୁଛନ୍ତି ପୂଜା…

ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଜଣେରୁ ବଳି ଜଣେ ଭଲ ଅଭିନେତା ମହଜୁଦ୍ ଅଛନ୍ତି , ଯିଏକି ନିଜ ପରିଶ୍ରମ ଓ ନିଜ ଉନ୍ନତ ଅଭିନୟ ଦ୍ସାରା ଲୋକଙ୍କ ହୃଦୟରେ ରାଜ୍ କରିଛନ୍ତି , କିନ୍ତୁ ଯଦି ଆମେ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର କଥା କହିବା ତେବେ ଏହି ଇଣ୍ତଷ୍ଟ୍ରିରେ ଅଭିନେତା ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରିର ଅଭିନେତାଙ୍କୁ ପଛରେ ପକାଇଦେଇଛନ୍ତି , ସାଉଥ୍ ଫିଲ୍ମର ଏହି ଅଭିନେତାମାଣେ ନିଜ ଅଭିନୟର ଯାଦୁ ଦେଖାଇ ସାରା ଦୁନିଆଁରେ ଚର୍ଚ୍ଚିତ ହୋଇଛନ୍ତି , ବର୍ତ୍ତମାନ ସମୟରେ ସାଉଥ୍ ଫିଲ୍ମରେ ଏମିତି ବହୁତ ଅଭିନେତା ଅଛନ୍ତି ଯାହାଙ୍କୁ ଲୋକେ ବହୁତ ପସନ୍ଦ କରୁଛନ୍ତି , ଏହି ଅଭିନେତାଙ୍କ ମଧ୍ୟରେ ଏବେ ବହୁତ ଅଭିନେତା ଅଛନ୍ତି ଯିଏକି ବହୁତ ସୁପରହିଟ୍ ଫିଲ୍ମ ଦେଇଛନ୍ତି , ଲୋକେ ପ୍ରଥମେ ତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି , ଆଜି ଆମେ ଏହି ଲେଖ ମାଧ୍ୟମରେ ସାଉଥ୍ ଫିଲ୍ମ ଈଣ୍ତଷ୍ଟ୍ରିର ସେହି ଅଭିନେତାଙ୍କ ବିଷୟରେ ବିଷୟରେ କହିବୁ , ଆସନ୍ତୁ ଜାଣିବା ।

୧) ଜୁନିୟର୍ ଏନ୍ ଟିଆର୍ : ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଲୋକପ୍ରିୟ ଅଭିନେତା ଜୁନିୟର୍ ଏନ୍ ଟିଆର୍ ସାଉଥ୍ ସିନେମାର ଜଣାଶୁଣା ଅଭିନେତା ଅଟନ୍ତି , ତାଙ୍କ ବାପାଙ୍କ ନାଁ ନନ୍ଦମୁରୀ ହରିକୃଷ୍ଣ ଅଟେ , ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଜୁନିୟର୍ ଏନ୍ ଟିଆର୍ ଙ୍କ ଷ୍ଟାଇଲ୍ ଓ ଆକ୍ସନ୍ ବିଲ୍ କୁଲ୍ ଅଲଗା ଅଟେ,  ଅଭିନେତା ଜୁନିୟର୍ ଏନ୍ ଟିଆର୍ ଙ୍କ ପ୍ରଶଂସକ ସାଉଥ୍ ରେ ନୁହେଁ ପୁରା ଦୁନିଆଁ ସାରା ମହଜୁଦ୍ ଅଛନ୍ତି ।

୨) ପ୍ରଭାସ୍ : ଆପଣମାନେ ସମସ୍ତେ ବାହୁବଳୀ ଫିଲ୍ମରେ ଅଭିନେତା ପ୍ରଭାସଙ୍କ ଅଭିନୟ ଦେଖିଥିବେ । ଏହି ଫିଲ୍ମ ପୁରା ଦୁନିଆଁରେ ଧୁମ୍ ମଚାଇଦେଇଥିଲା , ବର୍ତ୍ତମାନ ସମୟରେ ଅଭିନେତା ପ୍ରଭାସଙ୍କୁ କେଉଁ ପରିଚୟର ଆବଶ୍ୟକତା ପଡିବ ନାହିଁ , ଅଭିନେତା ପ୍ରଭାସ ବଲୁଡ୍ ରେ ବହୁତ ସାରା ଫିଲ୍ମ କରିବାକୁ ମନା କରିସାରିଛନ୍ତି, ବଲିଉଡ୍ ଇଣ୍ତଷ୍ଟ୍ରିରୁ ନେଇକରି ସାଉଥ୍ ଫିଲ୍ମ ଈଣ୍ତଷ୍ଟ୍ରି ପର୍ଯ୍ୟନ୍ତ ଅଭିନେତା ପ୍ରଭାସଙ୍କ ପ୍ରସଂସକ କମ୍ ଦେଖାଯାଇନାହାନ୍ତି , ତାଙ୍କର ଫ୍ୟାନ୍ସ କୋଟିଏ ଉପରେ ଅଛନ୍ତି , ଅଭିନେତା ପ୍ରଭାସ ବଲିଉଡ୍ ଫିଲ୍ମ ସାହୋରେ ନଜର ଆସିଛନ୍ତି ।

୩) ରାମ ଚରଣ : ଆପଣ ସମସ୍ତେ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ମେଗାଷ୍ଟାର୍ ନାଁରେ ଚିରଞ୍ଜିବୀଙ୍କୁ ତ ଜାଣିଥିବେ , ତାଙ୍କ ପୁଅ ଅଭିନେତା ରାମଚରଣ ଅଟନ୍ତି , ନିଜ ପିତାଙ୍କର ଅନୁଶାସନ ଦ୍ୱାରା ସେ ଏବେ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଜଣେ ଜଣାଶୁଣା ଓ ଲୋକପ୍ରିୟ ଅଭିନେତା ହୋଇସାରିଛନ୍ତି , ତାଙ୍କର ଫ୍ୟାନ୍ସଙ୍କ ଗଣନା ଏବେ ଲକ୍ଷାଧିକ ଓ କୋଟିଏ ଉପରେ ଅଛି ।

୪) ଆଲୁ ଅର୍ଜୁନ୍ : ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଆଲ୍ଲୁ ଅର୍ଜୁନଙ୍କୁ କେଉଁ ପରିଚୟର ଆବଶ୍ୟକତା ପଡିବ ନାହିଁ , ତାଙ୍କର କୌଣସି ଫିଲ୍ମ ଏ ପର୍ଯ୍ୟନ୍ତ ଫ୍ଲପ୍ ହୋଇନାହିଁ , ଆଲ୍ଲୁ ଅର୍ଜୁନ ଜଣେ ଡାନ୍ସର୍ ହିସାବରେ ନିଜର ଅଲଗା ପରିଚୟ ସୃଷ୍ଟି କରିସାରିଛନ୍ତି , ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଅଭିନେତା ଆଲ୍ଲୁ ଅର୍ଜୁନଙ୍କ ନାଁ ବହୁତ ଲୋକପ୍ରିୟ ଅଛି ।

୫) ରଜନୀ କାନ୍ତ : ଅଭିନେତା ରଜନୀକାନ୍ତ କେବଳ ସାଉଥି ଫିଲ୍ମ ଇଣ୍ତଷ୍ଟ୍ରିର ନୁହେଁ ବରଂ ପୁରା ଭାରତୀୟ ସିନେମାରେ ଜଣେ ସଫଳ ଓ ଉନ୍ନତ ଅଭିନେତା ବା ଦିଗଜ୍ଜ ଅଭିନେତାରେ ସାମିଲ୍ ଅଛନ୍ତି , ଅଧିକାଂଶ ଫିଲ୍ମ ତାଙ୍କର ଆକ୍ସନ୍ ସହ ଯୋଡି ହୋଇଥାଏ, ସେ ବଲିଉଡ୍ ରେ ବହୁତ ସାରା ଫିଲ୍ମରେ କାମ କରିଛନ୍ତି , ସେ ନିଜ ଆକ୍ସନ୍ ବଳରେ ଲୋକଙ୍କର୍ ହୃଦୟରେ ଜାଗା ପାଇଛନ୍ତି , ଏଇ ବିଷୟରେସମସ୍ତେ ଜାଣିଥିବେ କି ଅଭିନେତା ରଜନୀ କାନ୍ତ ଙ୍କ ଫ୍ୟାନ୍ସ ତାଙ୍କର ପୁଜା କରୁଛନ୍ତି , ଏହି ଭାରତୀୟ ଫିଲ୍ମ ଇଣ୍ତଷ୍ଟ୍ରିର ସବୁଠାରୁ ମହଙ୍ଗା ଅଭିନେତାରେ ସାମିଲ୍ ଅଛନ୍ତି , ଅଭିନେତା ରଜନୀକାନ୍ତଙ୍କ ଆସିଥିବା ରୋବୋଟ୍ ୨,୦ ଲୋକଙ୍କ ଦ୍ୱାରା ବହୁତ ପ୍ରଶଂସା କରାଯାଇଥିଲା ।

Leave a Reply

Your email address will not be published. Required fields are marked *