ଏହା ହେଲା ଆଜିର ସବୁଠାରୁ ଖତରନାକ୍ ଜୋକ୍ସ, ହସି ହସି ଗଡିବେ ଆପଣ..

ଆଜି କାଳି ଏହି ଷ୍ଟ୍ରେସ୍ ଭରା ଜୀବନରେ ମଣିଷ ଯେପରି ହସିବା ଭୁଲି ଯାଇଛି । ସେ କାମରୁ ଏତେ ମସଗୁଲ୍ ହୋଇଯାଇଛି କି ନିଜ ପାଈଁ ସମୟ ବାହାର କରିପାରୁନି , କିନ୍ତୁ ନିଜେ ଏତେ ଦୋଷ ଦେବା ଭୁଲ୍ ଅଟେ ,ଯଦି ଆପଣ ଏମିତି କରିବେ ତେବେ ସେହି ଦିନ ଆଉ ଦୁର ନାହିଁ ଯାହା ଦ୍ୱାରା ନାନା ପ୍ରକାରର ରୋଗ ଆପଣଙ୍କୁ ମାଡିବସିବ , ଏଥିପାଇଁ ସୁସ୍ଥ୍ୟ ରହିବାର ମନ୍ତ୍ର କି ନିଜ ପାଈଁ ଟିକିଏ ସମୟ ବାହାର କରିବା ଓ ମନକୁ ପ୍ରଶନ୍ନ ରଖିବା , ଯଦି ଆପଣଙ୍କ ମନ ପ୍ରସନ୍ନ ରହିବ ତେବେ ଆପଣ ଯାଇ ସୁସ୍ଥ୍ୟ ରହିବେ , ଏବେ ଏହା ପ୍ରଶ୍ନ ଅଛି କି ମନ ଖୁସ୍ କରିବାପାଇଁ କଣ କରାଯାଇପାରିବ ଏହା ଶୁଣିବାପାଇଁ ଆପଣଙ୍କୁ ବହୁତ ଅସୁବିଧା ଲାଗୁଥିବ କିନ୍ତୁ ବହୁତ ସହଜ ଅଟେ ,ଯଦି ଆପଣ ଦିନ ସାରା ବିଜି ସମୟରୁ ୧୫ ମିନିଟ୍ ସମୟ ବାହାର କରି ଇଣ୍ଟରନେଟ୍ ରୁ ଭାଇରାଲ୍ ଜୋକ୍ସ ପଢିବେ ତେବେ ଆପଣଙ୍କ ଦିନସାରା ଥକାନ୍ ବି ଦୁର ହୋଇଯିବ , ମନ ବି ପ୍ରସନ୍ନ ରହିବ , ଆସନ୍ତୁ ସେହି ଜୋକ୍ସ ବିଷୟରେ ଜାଣିବା ଯାହା ସୋସିଆଲ୍ ମିଡୀଆରେ ଏବେ ବହୁତ ଭାଇରାଲ୍ ହେବାରେ ଲାଗିଛି ।
୧) ବାବା ଫ୍ୟାସନ୍ ଟିଭି ଦେଖୁଥିଲେ , ଏକ ବ୍ୟକ୍ତି ଦେଖିନେଲା ,ଓ କହିଲା ବାବା ଆପଣ ବି ! ବାବା କହିଲେ ଭଗବାନଙ୍କ ରାଣ, ଏହି କନ୍ୟାମାନଙ୍କୁ ମୁଁ ଘୃଣା ନଜରରେ ଦେଖୁଛି ,
୨) ଦୁଇଟି ମୁଷା ଗଛରେ ବସିଥିଲେ , ତଳେ ଏକ ହାତି ଯାଉଥିଲା , ଗୋଟେ ମୁଷା ହାତି ଉପରେ ପଡିଗଲା , ତେବେ ଅଲଗା ମୁଷା କହିଲା , ମାଡିବସିଥା ଶଳାଙ୍କୁ ମୁଁ ବି ଆସୁଛି ।
୩) ପେଟ୍ରୋଲ୍ ଶଳା ଏବେ ସେତେବେଳେ ଶସ୍ତା ହେବ , ଯେବେ ଏଥିରୁ ଚାଇନା ବାଲା ବାହାରିବେ ।
୪)ଭାରତରେ ସ୍ତ୍ରୀଙ୍କ ଦ୍ୱାରା ସ୍ୱାମୀଙ୍କୁ ଅଧିକା ଖୁଆଉଥିବା ବ୍ୟଞ୍ଜନ – ଖାଅ ମୋର ରାଣ ।
୫) ଆମେ ତ ଏମିତି ଉଦାସରେ ବସି ବସି ପାଣିରେ ପଥର ମାରୁଥିଲେ, ଅଚାନକ ଏକ ବେଙ୍ଗ ବାହାରିଲା ଓ କହିଲା ପାଣିରେ ତ ଆସେ ତୋର ଉଦାସି ବାହାର କରିଦେବି ଶଳା , ତୋର ଗାର୍ଲଫ୍ରେଣ୍ତ ଚକ୍କରରେ ତୁ ମୋର ଗାର୍ଲଫ୍ରେଣ୍ତର ମୁଣ୍ତ ଫଟାଇଦେଲୁ ।
୬) ଚାରୋଟି ଜିନିଷ ମଣିଷ କେବେ ଖୁସି ରଖିବ ନାହିଁ , ମୋବାଇଲ୍ ,ଟିଭି, ଓ ସ୍ତ୍ରୀ , କାରଣ ବହୁତଥର ଏମାନଙ୍କ ଲାଟେଷ୍ଟ ମଡେଲ୍ ଅନ୍ୟଙ୍କ ପାଖରେ ଥାଏ ।