ମାତ୍ର ସାତ ଦିନ ବା ଗୋଟେ ମାସ ପର୍ଯ୍ୟନ୍ତ ଏହାର ସେବନ କରନ୍ତୁ ଆପଣଙ୍କ ମଧୁମେହ ରୁ ସମ୍ପୂର୍ଣ୍ଣ ଭାବେ ସୁଧୁରିଯିବ
1 min read
ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କ ସ୍ୱାଗତ ଜଣାଉଛୁ,ଆଜି ଆମେ ଏଠି ଆପଣଙ୍କୁ କହିବାକୁ ଯାଉଛୁକି ମଧୁମେହ ରୋଗର ପ୍ରତିକାର।ସାଙ୍ଗମାନେ ଆପଣଙ୍କ ମଧୁମେହର ପରିମାଣ ୩୮୦ ହେଉ ବା ୪୮୦ ଆପଣ ଏହି ଉପାୟକୁ ଆପଣେଇବା ପରେ ମାତ୍ର କିଛି ଦିନରେ ଆପଣ ନିଜ ମଧୁମେହକୁ ମୂଳରୁ ଭଲ କରି ପାରିବେ।ମଧୁମେହ ୩୦ ବର୍ଷ ବା ୩୫ ବର୍ଷ ପୁରୁଣା ହେଉ ଏହି ଔଷଧି ଆପଣଙ୍କୁ ୭ ଦିନରେ ଭଲ ଭାବରେ ଠିକ କରିଦେବ।
ସାଙ୍ଗମାନେ ଆଜି କାଲି ସବୁ ଘରେ ମଧୁମେହ ରୋଗର ପାଦୃଭାଵ ଦେଖାଯାଏ ଓ ଏହାର କାରଣ ଦିନ ଚର୍ଯ୍ୟାରେ ପରିବର୍ତ୍ତନ ଓ ଖାଦ୍ୟ ପେୟର ସଠିକ ସ୍ତର ଓ ରୁପ।ଆଉ ତାପରେ ଆମେ ଏତେ ମାତ୍ରରେ ବିଶାକ୍ତ ପଦାର୍ଥର ସେବନ କରିଥାଉ ଯାହା ଦ୍ୱାରା ଆମ ଶରୀରରେ ପେଟ ଭିତରର ବହୁତ ରୋଗର ସମସ୍ୟା ଦେଖାଯାଇଥାଏ।ଆମକୁ ରୋଗ ହେବାର ସବୁଠାରୁ ବଡ଼ କାରଣ ହେଲା ଆମର ରୋଗ ପ୍ରତିରୋଧ ଶକ୍ତି ଦୁର୍ବଳ ହେବା ଯଦି ଆପଣଙ୍କ ରୋଗ ପ୍ରତି ରୋଧ ଶକ୍ତି ଦୁର୍ବଳ ଥାଏ ତାହେଲେ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ।
ସାଙ୍ଗମାନେ ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଉପାୟ ଆଣିଛୁ ତାହା ନା କେବଳ ଆପଣଙ୍କ ମଧୁମେହ କମେଇବ ଆପଣଙ୍କ ରୋଗପ୍ରତିରୋଧ ଶକ୍ତି ବଢ଼େଇବ।ଆସନ୍ତୁ ଜାଣିବା ସେ ଉପାୟ ବନେଇବା ପାଇଁ ଆମକୁ କେଉଁ କେଉଁ ସବୁ ଜିନିଷର ଦରକାର ପଡିବ।ଏଠାରେ ବ୍ୟବହୃତ ଔଷଧି ଆପଣଙ୍କୁ ଶହଜରେ ବଜାରରେ ମିଳିଯିବ।ଏହି ଉପାୟକୁ ବନେଇବା ପାଇଁ ଆମକୁ ଦରକାର ମେଥିଦାନା,ହଳଦୀ ଓ ଡାଲଚିନି ଏ ତିନୋଟି ଜିନିଷରୁ ଗୋଟେ ପ୍ରକାରର କାଢ଼ା ବନେଇବେ।
ଯେମିତି ଆପ ଜାଣିଥିବେ ମେଥିଦାନ ଖାଦ୍ୟରେ ତାର ସ୍ବାଦକୁ ବଢ଼େଇଥାଏ।ମେଥିଦାନ ଖାଦ୍ୟକୁ ଯେତିକି ସ୍ବାଦିଷ୍ଟ ବନେଇଥାଏ ଏହା ଶରୀର ପାଇଁ ସେତେ ଲାଭ ଦାୟକ ହୋଇଥାଏ।ମେଥିଦାନା ଦିଅର ୫୦ ପ୍ରକାର ରୋଗକୁ ଭଲ କରାଯାଇ ପାରିବ।ଏଥିରେ ଆଇରନ,ମ୍ୟାଗନେ-ସିୟମ,ଜୀଙ୍କ,ଫସଫରସ,ସଲଫର,ଭିଟାମିନ-ବି୬ ଭଳି ତତ୍ୱ ମିଳିଥାଏ।ଏହା ପେଟ ସଫା ରଖିବା ସହ ସମସ୍ତ ପ୍ରକାରର ପେଟ ସମସ୍ୟାକୁ ଭଲ କରିଥାଏ।ଏହା ରକ୍ତଚାପ ପାଇଁ ବହୁତ ଲାଭ ଦାଇ ହୋଇଥାଏ।
ଏହାକୁ ବନେଇବା ପାଇଁ ଗୋଟେ ପ୍ୟାନକୁ ଗ୍ୟାସରେ ବସେଇ ଦିଅନ୍ତୁ,ସେଥିରେ ଗୋଟେ ଗିଲାସ ପାଣି ମିସେଇବେ।ପାଣି ଗରମ ହେବା ଭିତରେ ଗୋଟେ ବଡ଼ ଚାମୁଚ ମେଥିଦାନା ସେଥିରେ ପକାନ୍ତୁ।ତାପରେ ପକେଇବେ ହଳଦୀର ଗୋଟେ ଚାମୁଚ,ଯଦି ପାରିବେ ଆପଣ କଞ୍ଚା ହଳଦି ପକେଇ ପାରିବେ।ଆପଣ ଜାଣିଥିବେ ହଳଦୀ କେତେ ଲାଭ ଦାଇ ଜିନିଷ।ଏହା ଭିତରେ ବିଭିନ୍ନ ବିଭିନ୍ନ ପ୍ରକାର ଔଷଧିଅ ଗୁଣରର ଭରି ରହିଥିବାରୁ ଏହାକୁ ରୋଗପ୍ରତିରୋଧକ ମଧ୍ୟ କୁହାଯାଏ।
ଏହା ଆମକୁ କ୍ୟାନ୍ସର ସମେତ ସମ୍ସସ୍ତ ପ୍ରକାରର ରୋଗରୁ ବଞ୍ଚେଇବା ସହ ଆମକୁ ସୁନ୍ଦରତା ପ୍ରଦାନ କରିଥାଏ।ଏଥିରେ ବହୁତ ଅଳ୍ପରୁ ଅଳ୍ପ ମାତ୍ରାରେ ଡାଲଚିନ ପକେଇବା।ଆପଣ ଏହାକୁ ପିଜେଇବା ଦ୍ୱାରା ରହାର ଔଷଧୀଅ ଗୁଣ ବହୁତ ମାତ୍ରାରେ ବଢି ଚାଲିଥାଏ।ଏହା ଆମ ଖାଦ୍ୟରେ ସ୍ୱାଦ ବଢ଼େଇବା ସହିତ ଆମ ଶରୀରକୁ ବହୁତ ସୁସ୍ଥ ରଖିଥାଏ।ଶରୀର ସହିତ ସୁନ୍ଦରତା ବଢ଼େଇ ରଖିଥାଏ।ଆପଣ ତାକୁ ଫୁଟେ ଫୁଟେଇ ଅଧା କରିବାର ଅଛି।
ଆପଣ ଖାଲି ପେଟରେ ସକାଳୁ ନଖାଇ ନପିଇ କୀଛି ଏହାକୁ ସେବନ କରିବାର ଅଛି ଓ ଏହାର ସେବନର ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କୁ କିଛି ଖାଇବା ପିବାର ଆଵଶ୍ୟକତା ନାହିଁ।ଆପଣ ଏହାର ପ୍ରୟୋଗ ଗୋଟେ ମାସ ପର୍ଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କୁ ବହୁତ ଆରାମ ମିଳିବ ଓ ମଧୁମେହ ରୋଗରୁ ଆରାମ ମିଳିବ।ଆପଣଙ୍କ ରୋଗ ପ୍ରତିରୋଧ ଶକ୍ତି ବଢିଯିବ।ତାସହିତ ଆପଣ ନିଜ ଖାଦ୍ୟପେୟରେ ପରିବର୍ତ୍ତନ ଆଣିବେ ଯେମିତି ଆପଣ ମିଶ୍ରିତ ଅଟା ଖାଇବାର ଅଛି ଓ ତେଲ ଜାତୀୟ କୌଣସି ଖାଦ୍ୟର ସେବନ କରିବେ ନାହିଁ।ଆପଣ ଅଧଘଣ୍ଟା ସକାଳୁ ଓ ସନ୍ଧ୍ୟାରେ ଦୋୖଡିବେ।