March 12, 2025

Odia Express

Here, There and Everywhere

କଣ ଆପଣ ଦେଖିପାରୁଛନ୍ତି ଝିଅର ଫଟୋ ପଛରେ ଲୁଚିଥିବା ଏହି ଭୟଙ୍କର ରହସ୍ୟକୁ ? ନହେଲେ ଜାଣନ୍ତୁ..

ଦୁନିଆରେ ଅନେକ ଏପରି ଅଦ୍ଭୁତ ଜିନିଷ କିମ୍ବା ଘଟଣା ହୋଇଚାଲେ, ଯାହା ମନୁଷ୍ୟକୁ ବିସ୍ମିତ କରିଥାଏ। ମନୁଷ୍ୟ ସବୁବେଳେ ରହସ୍ୟ ଏବଂ ରୋମାଞ୍ଚର ପ୍ରିୟ ହୋଇଥାଏ । ଯେଉଁଠାରେ ମଧ୍ୟ ରହସ୍ୟ ଏବଂ ରୋମାଞ୍ଚ କଥା ଆସେ, ବ୍ୟକ୍ତିଙ୍କର ଛାତିର ସ୍ପନ୍ଦନ ବଢିଯାଇଥାଏ । ଏହି ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ସେମାନେ ହୋଇଥାନ୍ତି ଯେଉଁମାନେ ନିଜକୁ ସବୁଠାରୁ ଅଧିକ ବୁଦ୍ଧିମାନ ଭାବନ୍ତି। ଯଦିଓ ଆମେ ଏହା କହୁ ନାହୁଁ ଯେ ଲୋକମାନେ ବୁଦ୍ଧିମାନ ହୋଇନଥାନ୍ତି ।

କରିଦେଇଥାଏ ବୁଦ୍ଧିକୁ ଶୂନ୍ୟ – କିନ୍ତୁ କେବେକେବେ କିଛି ଏଭଳି ପ୍ରଶ୍ନ କିମ୍ବା ଏପରି ସମୟ ଆସେ , ଯେବେ ବଡ ବଡ ବୁଦ୍ଧିମାନ ଲୋକଙ୍କର ବୁଦ୍ଧିମାନୀ ଗାୟବ ହୋଇଯାଏ। କିଛି ଏମାନଙ୍କ ମଧ୍ୟରୁ ବୁଦ୍ଧିମାନ ହୋଇଥାନ୍ତି ଯେଉଁମାନେ ଏହି ପ୍ରଶ୍ନର ଉତ୍ତର ପାଇଯାଇଥାନ୍ତି। ଆଜି ଆମେ ଆପଣଙ୍କ ସମ୍ମୁଖରେ ଏକ ଏପରି ହିଁ କୌତୁହଳ ନେଇ ଆସିଛୁ , ଯାହା ଆପଣଙ୍କ ବୁଦ୍ଧିର ଆଲୋକ ଲିଭେଇ ଦେବ ।  ନିଶ୍ଚିତ ଏହାର ଉତ୍ତର ଆପଣ ଶୀଘ୍ର ଦେଇପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଏକ ସୁନ୍ଦର ଝିଅର ଫଟୋ ଦେଖେଇବୁ , ଏହି ଝିଅର ଫଟୋରେ ଭୟାନକ ରହସ୍ୟ ଲୁଚି ରହିଛି ।

ଜାଣନ୍ତୁ ଫଟୋରେ ଦିଆଯାଇଥିବା ରହସ୍ୟ ବିଷୟରେ:

– ଦିଆଯାଇଥିବା ଝିଅର ଫଟୋକୁ ଧ୍ୟାନରେ ଦେଖନ୍ତୁ । ଆପଣଙ୍କୁ ଜଣେଇଦେବୁ ଯେ ଏହି ଫଟୋରେ ଝିଅ ସାଧାରଣ ଝିଅଙ୍କ ଭଳି ଦେଖାଯାଉଛି।

– ଆପଣ ଫଟୋରେ ଦେଖିପାରିବେ ଯେ ଏହି ଝିଅ ମଧ୍ୟ ସାଧାରଣ ଝିଅଙ୍କ ଭଳି କ୍ୟାମେରା ଆଗରେ ଷ୍ଟାଇଲିସ ଶୈଳୀରେ ପୋଜ ଦେବାର ଦେଖାଯାଉଛି ।

– କିନ୍ତୁ ମହାଶୟ ଯେବେ ଆପଣ ଝିଅର ଫଟୋ କୁ ଧ୍ୟାନର ସହ ଦେଖିବେ ତ ଏଥିରେ ଆପଣଙ୍କୁ କିଛି ଚମକପ୍ରଦ ରହସ୍ୟ ବିଷୟରେ ଜଣାପଡିବ ।

– ଏହି ଫଟୋ ଅଧିକତର ଲୋକଙ୍କ ଆଖି ଆଗରେ ରହିଛି, କିନ୍ତୁ ଅନେକ ଲୋକ ଏହି ଫଟୋରେ ଲୁଚିଠିବା ରହସ୍ୟକୁ ଖୋଜି ପାରିନାହାନ୍ତି ।

– ଆପଣଙ୍କୁ ଜଣେଇଦେବୁ ଯେ ଏବେ ଏହି ସୁନ୍ଦର ଝିଅର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

– ଏହି ଫଟୋରେ ଲୁଚିଠିବା ରହସ୍ୟ ବିଷୟରେ ବହୁତ କମ ଲୋକ କହି ପାରନ୍ତି।

– ଆପଣଙ୍କୁ ଜଣେଇଦେବୁ ଯେ ଏବେ ସୋସିଆଲ ମିଡିଆରେ ଲୋକମାନେ ଏହି ଫଟୋକୁ ନେଇ କ୍ରେଜି ହୋଇ ଯାଉଛନ୍ତି ।

– ହଁ ଆଜ୍ଞା ଆପଣ ନିଜର ବୁଦ୍ଧିର ଘୋଡାକୁ ଦଉଡେଇବା ବନ୍ଦ କରନ୍ତୁ ଆମେ କୌଣସି ଭୂତପ୍ରେତର କଥା କହୁ ନାହୁଁ ଯେ ଏହି ଫଟୋର ପଛରେ ଆପଣଙ୍କୁ ଏକ ଆତ୍ମା ଦେଖାଦେବ ।

– ଯେବେ ଆପଣ ଝିଅର ଫଟୋକୁ ବହୁତ ଧ୍ୟାନର ସହିତ ଦେଖିବେ ତ ଆପଣଙ୍କୁ ଏହି ଫଟୋରେ ଲୁଚିଠିବା ରହସ୍ୟ ବିଷୟରେ ମନକୁମନ ଜଣା ପଡିଯିବ ।

– ପ୍ରକୃତରେ ଆପଣ ଯେବେ ଝିଅର ଫଟୋକୁ ଧ୍ୟାନର ସହିତ ଦେଖିବେ ତ ଆପଣଙ୍କୁ ଝିଅର 6ଆଙ୍ଗୁଳି ଦେଖାଯିବ। ଝିଅ ନିଜର ପଞ୍ଚମ ଆଙ୍ଗୁଳିକୁ ନିଜର ମୁହଁରେ ପୁରେଇଛି ଏବଂ ତାହାର ବୃଦ୍ଧାଙ୍ଗୁଷ୍ଠୀ ସେହି ଆଙ୍ଗୁଳି ପଛରେ ଅଛି ।

– କଣ ହୋଇଗଲେ ନା ଆପଣ ଆଶ୍ଚର୍ଯ୍ୟ ଏହି ସୁନ୍ଦରୀ ଝିଅର ଫଟୋକୁ ଦେଖି ।

Leave a Reply

Your email address will not be published. Required fields are marked *