March 12, 2025

Odia Express

Here, There and Everywhere

ପ୍ରସିଦ୍ଧ ଅଭିନେତା ସୁନୀଲ ସେଠିଙ୍କ ପତ୍ନୀ ଆଜିବି ଦେଖାଯାଉଛନ୍ତି ଏତେ ସୁନ୍ଦର – ଦେଖିଲେ ଆପଣ ମଧ୍ୟ ବଡ ବଡ ହିରୋଇନ ଙ୍କୁ ଭୁଲିଯିବେ…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସଙ୍ଗାମାନେ ଆପଣ ସମସ୍ତେ ଧଡ଼କନ ଫିଲ୍ମତ ଦେଖିଥିବେ ।ଏହି ଫିଲ୍ମକୁ ଦର୍ଶକ ଅନେକ ଭଲ ପାଇବା ଦେଇଥିଲେ।ଏହି ଫିଲ୍ମରେ ଅନେକ ପ୍ରସିଦ୍ଧ କଳାକାର କାମ କରିଥିଲେ।ଏହି ଫିଲ୍ମରେ ଅକ୍ଷୟ କୁମାର, ସୁନୀଲ ସେଠି ଓ ଶିଳ୍ପା ସେଠି କାମ କରିଥିଲେ।ଏହି ଫିଲ୍ମରେ ସୁନୀଲ ସେଠି ଖଳନାୟକ ରୋଲରେ ଥିଲେ।ସେ ଦେବ ନାମରେ ଏକ ଗରିବ ପରିବାରରୁ ଥେ।ସୁନୀଲ ସେଠି ବଲିଉଡର ଜଣେ ଜଣାଶୁଣା ଅଭିନେତା ଅଟନ୍ତି ସେ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ଖୁସି କରିଛନ୍ତି।ଆପଣ ସମସ୍ତେ ସୁନୀଲ ସେଠୀଙ୍କ ବିଷୟରେ ତ ଜାଣିଛନ୍ତି ।କଣ ଆପଣ ତାଙ୍କ ପତ୍ନୀ ଙ୍କ ବିଷୟରେ ଜାଣିଛନ୍ତି।ଆହି ଆମେ କହୁବୁ ସୁନୀଲ ସେଠୀଙ୍କ ପତ୍ନୀଙ୍କ ବିଷୟରେ।

ସୁନୀଲ ସେଠୀଙ୍କ ଜନ୍ମ ୧୧ ଅଗଷ୍ଟ ୧୯୬୮କୁ କର୍ଣ୍ଣାଟକରେ ହୋଇଥିଲା।ସେ ସେହିଠାରେ ହିଁ ପ୍ରଥମେ ପାଠ ପଢ଼ା ଆରମ୍ଭ କରିଥିଲେ।ତାଙ୍କୁ ଛୋଟ ବେଳୁ ଅଭିନୟ କରିବାର ବହୁତ ଇଛା ଥିଲା।ସେ ନିଜ କ୍ୟାରିଅର ର ଆରମ୍ଭ ୧୯୯୨କୁ ଫିଲ୍ମ ବଲବାନ ରୁ ଆରମ୍ଭ କରିଥିଲେ।ଏହି ଫିଲ୍ମରେ ସେ ଅର୍ଜୁନର ରୋଲ କରିଥିଲେ।ଏହି ଫିଲ୍ମ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା।ଏହି ଫିଲ୍ମ ପରେ ତାଙ୍କୁ ଅନେକ ଫିଲ୍ମରେ କାମ କରିବାକୁ ମିଳିଲା।ସେଠି ମଧ୍ୟରୁ ମୋହରା, ବର୍ଡର,ଦିଲବାଲେ, ଓ କ୍ରୋଧ ଭଳି ଫିଲ୍ମ ସାମିଲ ଅଛି।ସେ ଅନେକ ହାସ୍ୟ ଫିଲ୍ମବି କରିଛନ୍ତି ଯାହା ମଧ୍ୟରେ ହେରାଫେରି, ଓ ଫେର ହେରା ଫେରି ଭଳି ଫିଲ୍ମ ସାମିଲ ଅଛି।ଏହି ଫିଲ୍ମରେବି ଲୋକ ତାଙ୍କୁ ଅନେକ ଭଲ ପାଇବା ଦେଇଥିଲେ।

ତାଙ୍କୁ ୨୦୦୧ରେ ଫିଲ୍ମ ଢଡ଼କନ ପାଇଁ ଫିଲ୍ମ ଫେୟାର ପୁରସ୍କାରରେ ସଂମାନିତ ବି କରାଯାଇଥିଲା।ଅଭିନୟ ଛଡା ସେ ନିର୍ଦେଶକ ବି କରିଛନ୍ତି।ଆଜି ସମସ୍ତେ ତାଙ୍କୁ ଜାଣିଛନ୍ତି।ସେ ନିଜ ଅଭିନୟ ଛଡା ନିଜ ସୁନ୍ଦର ଚେହେରା ପାଇଁ ମଧ୍ୟ ପ୍ରସିଦ୍ଧ ଅଟନ୍ତି।ତାଙ୍କ ପତ୍ନୀଙ୍କ ନାମ ମାନା ସେଠି ଅଟେ ସେ ତାଙ୍କୁ ୧୯୯୧ରେ ବିବାହ କରିଥିଲେ।ସେ ତାଙ୍କୁ ଭଲ ପାଇଁ ବାହା ହୋଇଥିଲେ।ସେ ମନାଙ୍କୁ ପ୍ରଥମ ଥର ମୁମ୍ବାଇର ଏକ ଦୋକାନରେ ଦେଖିଥିଲେ।ସେ ପ୍ରଥମ ଦେଖାରେ ତାଙ୍କୁ ଭଲ ପାଇଯାଇଥିଲେ।

ଏହା ପରେ ସୁନୀଲ ମନାଙ୍କ ଭଉଣୀ ଙ୍କ ସହ କଥା ହୋଇ ମାନଙ୍କ ସହ ସାକ୍ଷାତ କରିଥିଲେ।ଏହା ପରେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଇଲେ ୯ ବର୍ଷ ଭଲ ପାଇବା ପରେ ବର୍ଷ ୧୯୯୧ରେ ଦୁହେଁ ବିବାହ କରିଥିଲେ।ଆଜି ସେମାନଙ୍କ ଦୁଇଟି ପିଲା ଅଛନ୍ତି।ଯେଉଁଥିରେ ଝିଅ ଏଥିଲଆ ସେଠି ଆଜି ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିସାରିଲେଣି ଓ ପୁଅ ଆହାନ ନିଜ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି।ସୁନୀଲ ଓ ମାନାଙ୍କ ଯୋଡି ବଲିଉଡରେ ସବୁଠୁ ସୁନ୍ଦର ଯୋଡି ମଧ୍ୟରେ ଗଣାଯାଏ।

Leave a Reply

Your email address will not be published. Required fields are marked *