March 11, 2025

Odia Express

Here, There and Everywhere

କଣ ହେବ ଯଦି ଭାରତର ସମୁଦ୍ର ମାନଙ୍କ ଭିତରୁ ଯଦି ଗୋଟେ ନୂଆ ଜମି ବାହାରି ଆସେ ?ପଢନ୍ତୁ ଏହି ସ୍ଥାନ କାହାର ହେବ…

ଆମେ ସମସ୍ତେ ଭାରତୀୟ ଅଟୁ ବା ଭାରତରେ ବାସିନ୍ଦା ଅଟୁ। ଯାହା ୩ ପଟୁ ସମୁଦ୍ର ଦ୍ୱାରା ଘେରି ରହିଥାଏ।କହିବାକୁ ଗଲେ ୩୨,୮୭,୨୬୩ ଲକ୍ଷ୍ୟ ଵର୍ଗ ଏକକ ଭୁଭାଗରେ ସମୁଦ୍ର ଦ୍ୱାରା ଘେରି ରହିଥିବା କାରଣରୁ ଓ ହିମାଳୟ ଦ୍ୱରା ଏସିଆ ଭୁଭାଗରୁ ଅଲଗା ହେବା କାରଣରୁ ଏହାକୁ ଉପମହାଦେଶର ମାନ୍ୟତା ମିଳିଛି।ଭାରତର ଏ ତିନି ପଟରୁ ଵହୁଥିବା ଏ ବାୟୁ ପାଇଁ ଭାରତରେ ପାଖା ପାଖି ସବୁବେଳେ ବର୍ଷାର ସମ୍ଭାବନା ରହିଥାଏ।ଭାରତରେ ବଢୁଥିବା ଜନସଂଖ୍ୟାକୁ ଦେଖିଲେ ଆଗକୁ ଯାଇଁ ଭୁଭାଗ ଓ ସମ୍ପଦକୁ ନେଇ ଅସୁବିଧା ହୋଇପାରେ।ଏବେ ଆମେ କଳ୍ପନା କରିବାକି ଏବେ ଭାରତର କୌଣସି ଏକ ତଟରେ ବଡ଼ ଓ ସୁନ୍ଦର ଦ୍ବୀପ ବହାରିକି ଆସିବ ତ ଭାରତର ପରିସ୍ଥିତି କିପରି ହେବ।ସମୁଦ୍ରରେ ଯେକୌଣସି ଦ୍ବିପର ନିର୍ମାଣ କିପରି ହୋଇଥାଏ।ସାଧାରଣତଃ ଏହା ବହୁତ ପ୍ରକାରର ସମ୍ଭବ,ଯେମିତିକି ସମୁଦ୍ର ପତନ ଠାରୁ ତଳେ କୌଣସି ଆଗ୍ନେୟଉଦ୍ଗିରଣ କାରଣରୁ ଏହି ଦ୍ବୀପ ମାନ ସୃଷ୍ଟି ହୋଇଥାଏ।

ବଙ୍ଗାଳ ଖାଡିରେ ଆଣ୍ଡାମାନ ନିକୋବର ପାଖରେ ବାରେନ ଦ୍ବୀପ ପାଖରେ ଗୋଟେ ଆଗ୍ନେୟ ଗିରି ଅଛି।ତାର ନାମ ହେଲା ବାରେନ ଆଗେୟଗିରି ବୋଲି କୁହାଯାଏ।ଯେତେବେଳେ ସମୁଦ୍ରର ସ୍ତର ଗ୍ଲେସିଆର ଜମିବା କାରଣରୁ ଏହା କମିଯାଏ ଓ ଦ୍ଵିପ ଉପରକୁ ଉଠିକି ଆସେ।ସମୁଦ୍ରର ଯେକୌଣସି ଦ୍ବୀପ ଚାରି ଆଡେ ମୁଙ୍ଗା ଓ କୋରେଲ ଦ୍ବୀପ ବଢିବା କାରଣରୁ।ଯଦି କୌଣସି କାରଣରୁ ଆଉ ଏକ ଭୁଭାଗ ଆସି ଭାରତରେ ଯୋଡି ହେଲା।

ଏହା ଦ୍ୱାରା କଣ ହେବନା ଭାରତର ଭୁଭାଗ ବୃଦ୍ଧି ଘଟିବ ଓ ଭାରତର ସମୃଦ୍ଧିକୁ ବଢେ଼ଇବ।କହିବାକୁ ଗଲେ କୌଣସି ଦେଶର ଆର୍ଥିକ ସ୍ଥିତି ତାର ଭୂମିର କ୍ଷେତ୍ରଫଳ ଉପରେ ନିର୍ଭରଶୀଳ ନୁହେଁ।ଭାରତ ସହିତ ଏ ଭୂମି ଯୋଡି ହେବା ଦ୍ୱାରା ଭାରତ ପାଖରେ ଉପାଦାନ ବଢିବ ଓ ଭାରତର ଜନସଂଖ୍ୟା ଆସି ଏଠାରେ ବାସକରିବେ।ଏଠାରେ ଭାରତ ଚିନ,ଥାଇଲାଣ୍ଡ,ମାଲେସିଆ,ସିଙ୍ଗାପୁର,ଇଣ୍ଡୋନେସିଆ ଓ ଜାପାନ ଭଳି ଦେଶମାନଙ୍କ ଶହ ବାଣିଜ୍ୟ ପାଇଁ ନୂଆ ବନ୍ଦର ସ୍ଥାପନ କରିବେ।ମୁମ୍ଭାଇ ଭଳି ଗୋଟେ ବଡ଼ ସହର ସ୍ଥାପନ ହେବ ଯାହା ପୂର୍ବ ଏସିଆ ସହ ବ୍ୟାପାର ପାଇଁ ଆମକୁ ସାହାର୍ଯ୍ୟ କରିବ।

ଭାରତୀୟ ପୂର୍ବରେ ଥିବା ରାଜ୍ୟ ଓଡିଶା,ବିହାର,ଛତିଶଗଡ଼ ଥିବା ରାଜ୍ୟ ଗୋଟେ ନୂଆ ଅର୍ଥନୈତିକ ସହର ଦୃଷ୍ଟି କୋଣରୁ ବୃଦ୍ଧି ପାଇ ପାରିବେ। ଭାରତର ସମୁଦ୍ର ତଟର ବହୁତ ବଢିଯିବ।ଯାହା ସମୁଦ୍ର ତଟ ଓ ଖେତ ସମ୍ବନ୍ଧୀୟ ବ୍ୟାପାରକୁ ବୃଦ୍ଧି କରିବାରେ ସାହାର୍ଯ୍ୟ କରିବ।ଯେତେବେଳେ ଏତେବଡ଼ ଭୁଭାଗ ବାହାରକୁ ଆସିବ ସେପଟେ ବହୁତ ସମୁଦ୍ର ତଟି ଅଂଚଳକୁ ବୁଡ଼େଇ ଦେବ।ଆପଣ ଦେଖିଥିବେ ସମୁଦ୍ର ତଟ ଅଞ୍ଚଳ ଯେମିତି ଓଡିଶା ଭଳି ସ୍ଥାନରେ ପ୍ରତି ଅକ୍ଟୋବର ଓ ସେପ୍ଟେମ୍ବର ମାସରେ ବହୁତ ବଡ଼ ଆକାରରେ ବାତ୍ୟା ଆସିଥାଏ।

ଯେତେବେଳେ ସମୁଦ୍ର ପୂର୍ବ ତଟ କ୍ଷେତ୍ରରେ କମ ଆସିବ ଆଉ ଭାରତରେ ଥିବା ବହୁତ ନଦୀ ମାନଙ୍କର ଲମ୍ବାଇ ବଢି ଚାଲିବ ଯାହା ବଙ୍ଗାଳ ଘାଟରେ ପଡେ ସେଗୁଡିକ ଆସି ଏବେ ସେ ଭୁଭାଗ ଦେଇ ଜୀଵ ଓ ତାପରର ଏ ନଦୀ ଗୁଡିକର ଲମ୍ବା ପଣ ବଢିବ।ଭାରତର ନିଜସ୍ୱ ଦ୍ବୀପ ଭାରତର ମୁଖ୍ୟ ଭୁଭାଗ ଠାରୁ ପାଖରେ ରହିବ।ଏହି କାରଣରୁ ଭାରତ ଚିନ ଭଳି ଦେଶ ମାନଙ୍କ ସହ ଯୁଦ୍ଧ ସମୟରେ ସେ ଅଧିକ ବଳ ସାଳି ରହିବ।

Leave a Reply

Your email address will not be published. Required fields are marked *