March 12, 2025

Odia Express

Here, There and Everywhere

ଗରିବ ମାଳିର ପୁଅ ହେଲା ସବୁଠାରୁ ବଡ଼ ଫୁଟ ବଲ ଖେଳାଳି – ଜାଣିରଖନ୍ତୁ କ୍ରିଷ୍ଟିଆନା ରୋନାଲଡୋ ଙ୍କ ବିଷୟରେ ଏହି ବିଶେଷ କଥା…

1 min read

ଆସନ୍ତୁ ସାଙ୍ଗମାନେ ଆମେ ଆପନମାନଙ୍କୁ ସ୍ୱାଗତ ଜଣାଉଛୁ।ଆମେ ଆଜି କହିବାକୁ ଯାଉଛୁ କି ଏଠି ଆଜି ଆମେ କହିବାକୁ ଯାଉଛୁ ସେ ସବୁ କଷ୍ଟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିଷୟରେ ଯେଉଁମାନେ ନାମ ଅର୍ଜନ କରିବାକୁ ଚାହିଁଛନ୍ତି।ଆସନ୍ତୁ ଜାଣିବା କିପରି ଗୋଟେ ଗରିବ ମାଳିର ପୁଅ କିପରି ସବୁଠାରୁ ମହଙ୍ଗା ଫୁଟବଲ ପ୍ଲେୟାର ହୋଇଗଲାଦୁନିଆର ସବୁଠାରୁ ଭଲ ଫୁଟ ବଲ ଖେଳାଳି ନାମ ହେଉଛି କ୍ରିଷ୍ଟିଆନା ରୋନାଲଡୋ।ଆପଣଙ୍କ ଭିତରୁ ପ୍ରାୟ କେହି ବୋଧେ ଏହାଙ୍କୁ ଜାଣି ନଥିବେ।ଫୁଟବଲ ଖେଳୁଥିବା ବା ଦେଖୁଥିବା ଲୋକ ରୋନାଲଡୋଙ୍କୁ ଭଗବାନ ବୋଲି ମାନନ୍ତି।ସେ ଫୁଟବଲ ଖେଳି ବର୍ଷୀୟ ୭୦୦ କୋଟି ଟଙ୍କାରୁ ଅଧିକ ରୋଜ ଗାର କରନ୍ତି।ସେ ପିଲା ବେଳେ ବହୁତ ଗରିବ ଥିଲେ।

ରୋନାଲଡୋଙ୍କର ଜନ୍ମ ୫ ଫେବୃଆରୀ ୧୯୮୫ ରେ ହୋଇଥିଲା,ସେ ପର୍ତ୍ତୁଗାଲ ର ଆନଚଲ ରେ ଜନ୍ମ ହୋଇଥିଲେ।ତାଙ୍କର ଭଲନାମ କ୍ରିଷ୍ଟିଆନ ରୋନାଲଡୋ ଡ଼ସ ସାନ୍ତସ ଅଟେ।ତାଙ୍କର ପିତା ଆମେରିକାର ଆକ୍ଟର ଓ ପରେ ପ୍ରେସିଡେଣ୍ଟ ହୋଇଥିଲେ।ତାଙ୍କ ପିତା ରୋନାଲ ରିଗନ ଙ୍କ ବହୁତ ବଡ଼ ଫ୍ୟାନ ଥିଲେ ତେନୁ ତାଙ୍କ ପୁଅର ନାମ ରୋନାଲଡୋ ରଖିଲେ।ସେ ୟୁଏନ୍ଟିସ ତରଫରୁ ଫୁଟବଲ ଖେଳନ୍ତି।ତାଙ୍କର ଆମଦାନୀ ଏତେ କି ସେ ମହଙ୍ଗା ଗାଡ଼ିରେ ବୁଲନ୍ତି।ତାଙ୍କ ପିତା ପୂର୍ତ୍ତଗାଲ ନଗର ନିଗମରେ ମାଳିର କାମ କରୁଥିଲେ।ତାଙ୍କର ପ୍ରତିଭା ଓ ଖେଳ ପାଇଁ ନିଷ୍ଠା ଦେଖି ତାଙ୍କୁ ଏଣ୍ଡୋରୀନା ଖେଳ ଅନୁଷ୍ଠାନରେ ବାଛି ନିଆ ଗଲା।

ତାଙ୍କ ମାଙ୍କ ନାମ ମାରିଆ ଥିଲା।ସେ ତାଙ୍କୁ କ୍ରାଏ ବେବି ଡାକନ୍ତି କାରଣ ରୋନାଲଡୋ ପଡିଆ ମଝିରେ କାନ୍ଦନ୍ତି ବୋଲି।ଆଲବର୍ଟଙ୍କ ପାଇଁ ରୋନାଲଡୋ ଆଜି ଏ ମୁକମ ରେ ଅଛି କାରଣ ଚୟନ ସମୟରେ ଆଲବର୍ଟ ପାଖରେ ଚାନ୍ସ ଥାଇ ମଧ୍ୟ ସେ ରୋନାଲଡୋକୁ ଗୋଲ କରିବାକୁ ଦେଲେ।ତାଙ୍କର ଭଲ ଖେଳ ଦେଖି ବଡ଼ ଅଧିକାରି ମାନେ ତାଙ୍କୁ ୧୫ ପାଉଣ୍ଡର କିଣି ନେଲେ।ସେ ୧୨ ବର୍ଷ ବୟସରେ ନିଜ ସମସ୍ତ ପରିବାରକୁ ଛାଡି ପର୍ତ୍ତୁଗାଲର ରାଜଧାନୀରେ ରହିବାକୁ ଆସିଲେ

ସେ ୧୫ ବର୍ଷ ହେବା ପରେ ତାଙ୍କର ହୃଦୟରେ କୌଣସି ରୋଗ ଚାଲିଥିଲା ଯାହା ସେ ଡକ୍ଟର ପାଖକୁ ଗଲା ପରେ ଡକ୍ଟର କହିଲେ ଆପଣ ଦୌଡା ଦୌଡ଼ି ଭଳି ଖେଳ କୁଦ ବେସି କରିବନି।ସେ ଅପରେସନ ପରେ ଭଲ ହୋଇଗଲେ।ଏହାପରେ ମଦ ପିବା ଅଭ୍ୟାସ କାରଣରୁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଗଲା।ତାଙ୍କ ବାପା ଏକା ରୋଜଗାରୀ ଥିଲେ ଓ ତାଙ୍କ ତେଣୁ ତାଙ୍କ ମା ଅନ୍ୟ ଘରକୁ ଯାଇ କାମ କରି ପରିବାର ଚଳେଇଲେ।ସେ ତାଙ୍କର ପ୍ରଥମ କ୍ଳବ ମ୍ୟାଚ ୧୭ ବର୍ଷ ବଯସରେ ଖେଳିଲେ।

୨୦୦୩ ରେ ୧୮ ବର୍ଷ ବୟସରେ ତାଙ୍କୁ ମେନଚେଷ୍ଟର ୟୁନାଇଟେଡ଼ ୧୭ ମିଲିୟନ ଆମେରିକ ଡ଼ଲାରରେ କିଣିନେଲେ।ଏହା ସହିତ ରୋନାଲଡୋ ସବୁଠାରୁ ଦାମୀକିଆ କମ ବର୍ଷୀୟ ଫୁଟ ଵଲ ଖେଳାଳି ହୋଇସାରି ଥିଲେ।ସେ ଜର୍ସି ୨୮ ର ଆବେଦନ ଜରିଥିଲେ ତାଙ୍କୁ ୭ ମିଳିଲା।ସେ ସେଠାରେ ମିଶିବା ପରେ ସେ ଏଫଏ କପର ଜିତିବାରୁ ଆରମ୍ଭ କଲେ।୩ ଟି ପ୍ରିମିଅର ଲିଗ ଟାଇଟଲ ଗୋଟେ ଚାମ୍ପିୟାନ ଲିଗ ଟାଇଟେଲ ଆଉ ଗୋଟେ ଫିପା ୱାର୍ଲଡ଼ କପ ଜିତିଲେ।୨୦୦୯ ରେ ରୋନାଲଡୋଙ୍କୁ ରିଏଲ ମ୍ୟାଦ୍ରିଡ଼ ୧୩୨ ମିଲିୟନ ଡ଼ଲାର ଦେଇ ନିଜ ଟିମ ରେ ସାମିଲ କରିଥିଲେ।ତାଙ୍କର କଣ୍ଟ୍ରାକ୍ଟ ୨୦୦୯ ରୁ ୨୦୧୫ ପର୍ଯ୍ୟନ୍ତ ଥିଲା।

ଏହା ପରେ ତାଙ୍କ ଗେମର ଲେବଲ ଓ ଶହରତ ବଢି ଚାଲିଲା।ସେ ରିଏଲ ମେଦ୍ରିଟ ରେ ରହି ୧୫ ଟା ଟ୍ରଫି ଜିତିଲେ।ଯେଉଁଥିରେ ଦୁଇଟି ଲାଲ ଇଗା ଟାଇଟଲ ଓ ୪ ଚାମ୍ପିୟାନ ଲିଗ ଟାଇଟେଲ ଜିତି ଥିଲେ।୨୦୧୮ରେ ଇଟାଲୀର ଫୁଟବଲ କ୍ଲବ ଜୁବେନଟସ ୧୦୦ ମିଲିୟନ ପାଉଣ୍ଡର କିଣି ନେଲେ।୩୦ ବର୍ଷୀୟ ଖେଳାଳିଙ୍କ ପାଇଁ ଏହା ଏ ପର୍ଯ୍ୟନ୍ତ ସବୁଠାରୁ ଦାମିକା ଚୁକ୍ତିନାମା ଥିଲା।୨୦୧୫ ରେ ପର୍ତ୍ତୁଗୀ ତାଙ୍କୁ ବେଷ୍ଟ ପର୍ତ୍ତୁଗୀ ଅଫ ଅଲଟାଇମର ଖିତାଵ ଦେଇ ଥିଲା।୨୦୧୬-୨୦୧୭ ରେ ଦୁନିଆର ସବୁଠାରୁ ଶିଘ୍ର ଆଥଲିଟ ଥିଲେ।ସେ ମାତ୍ର ଏମିତି ଗୋଟେ ପ୍ଲେୟାର ଯିଏ ୫ ଟି ଚାମ୍ପିୟାନ ଲିଗ ଟାଇତେଲ ଜିତିଥିଲେ।ସେ ନିଜ ପଇସାକୁ ସାମାଜିକ କଲ୍ୟାଣ ପାଇଁ ମଧ୍ୟ ଖର୍ଚ୍ଚ କରନ୍ତି।ସେ ୨୦୧୨ରେ ନିଜ ସୁନା ଜୋତା ବିକିଲେ ଓ ସେ ବିକ୍ରିରୁ ମିଳିଥିବା ୧୩ କୋଟି ଟଙ୍କା ରେ ଗିଯାରେ ବିଦ୍ୟାଳୟ ବନେଇବା ପାଇଁ ଦାନ କରିଦେଲେ।

Leave a Reply

Your email address will not be published. Required fields are marked *