June 25, 2025

Odia Express

Here, There and Everywhere

ନିଦରେ ଚାଲୁଥିବା ଲୋକ ହୋଇଥାନ୍ତି ବହୁଗୁଣ ପ୍ରତିଭାର ଅଧିକାରୀ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ…

ନିଦରେ ଚାଲୁଥିବା ରୋଗ ଯାହାକୁ ହୋଇଥାଉ ନା କାହିକିଁ ଲୋକେ କିନ୍ତୁ ତାଙ୍କ ଉପରେ ପରିହାସ କରିଥାନ୍ତି , କିନ୍ତୁ ଆପଣ ଏହି କଥାକୁ ଅଜଣା ଥିବେ କି ଯେଉଁ ଲୋକଙ୍କୁ ନିଦରେ ଚାଲିବାର ରୋଗ ହୋଇଥାଏ ସେମାନେ ପ୍ରକୃତରେ ଅନ୍ୟ ମାନଙ୍କ ଠାରୁ ବହୁଗୁଣ ପ୍ରତିଭାର ଅଧିକାରୀ ହୋଇଥାନ୍ତି , ଏକ ଗବେଷଣାରୁ ସାମ୍ନାକୁ ଆସିଛି କି ନିଦରେ ଚାଳୁଥିବା ଲୋକଙ୍କର ମସ୍ତିଷ୍କ ଅନ୍ୟ ମାନଙ୍କର ମୁକାବଲାରେ ଅଧିକା କ୍ଷିପ୍ର ଓ ଅଲଗା ହୋଇଥାଏ , ଏହାକୁ ନେଇ ତାଙ୍କ ପ୍ରକୃତି ଓ ଚାଲିଚଳଣ ବି ଅଲଗା ପ୍ରକାରର ହୋଇଥାଏ ।ଯେବେ ବୈଜ୍ଞାନିକ ମାନେ ଏହି ଜିନିଷ ଉପରେ ଗବେଷଣା କରିଥିଲେ ତେବେ ବୈଜ୍ଞାନିକମାଣେ ଦୁହେଁ ପ୍ରକାରର ଲୋକଙ୍କର ଏକ ପ୍ରକାରର କାର୍ଯ୍ୟ ଦିଆଯାଇଥିଲା ତେବେ ଫଳାଫଳ ଏହା ଆସିଥିଲା ଯାହାକୁ ଶୁଣି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ।

ଏକ କାର୍ଯ୍ୟରୁ ଜଣାଗଲା କି ନିଦରେ ଚାଲୁଥିବା ଲୋକ ସାମାନ୍ୟ ଲୋକଙ୍କର ନିଦରେ ଶୋଉଥିବା ଲୋକଙ୍କୁ ଓଲଟା ଗଣିବା କୁହାଯାଇଥିଲା ଯାହା ଫଳାଫଳ ଆସିଥିଲା ତାହା ହେଲା କି ନିଦରେ ଚାଲୁଥିବା ଲୋକଙ୍କୁ ରୋଗ ଅଛି ସେମାନଙ୍କୁ ଓଲଟା ଗଣନା କରିବାରେ କୌଣସି ଅସୁବିଧା ହୋଇନଥିଲା । ଯେବେ କି ସାଧାରଣ ଭାବେ ଶୋଉଥିବା ଲୋକଙ୍କୁ ବହୁତ ଅସୁବିଧା ଆସିଥିଲା ଯାହାକି ଓଲଟା ଗଣନା କରୁଥିବା ସମୟରେ ।

ଆହୁରି ବି ବହୁତ ପ୍ରକାରର ନୁଆ ନୁଆ କାର୍ଯ୍ୟରେ ଦୁହେଁ ପ୍ରକାରର ଲୋକଙ୍କୁ ନେଇକରି ଗବେଷଣାରେ ଏହା ଫଳାଫଳ ଆସିଲା କି ଯେଉଁ ଲୋକ ନିଦରେ ଚାଲନ୍ତି ସେମାନଙ୍କୁ ଅନେକ ପ୍ରକାର କାର୍ଯ୍ୟ କରୁଥିବା ସମୟରେ କୌଣସି ଅସୁବିଧା ହୋଇନଥିଲା , ଯେବେ କି ନର୍ମାଲ୍ ନିଦରେ ଶୋଉଥିବା ଲୋକଙ୍କୁ ବହୁତ ପ୍ରକାରର ଅସୁବିଧା ସାମ୍ନା କରିବାକୁ ପଡିଥିଲା ,

ଏହି ସବୁ କାର୍ଯ୍ୟର ଆଧାରରେ ବୈଜ୍ଞାନିକମାନେ ଏହା ପ୍ରମାଣିତ କରିଲେ କି ଯେଉଁ ଲୋକ ନିଦରେ ଚାଲନ୍ତି ସେମାନଙ୍କୁ ବହୁ କାର୍ଯ୍ୟ କରିବାରେ କୌଣସି ଅସୁବିଧା ସାମ୍ନା କରିବାକୁ ପଡିନଥିଲା । ଓ ଯେଉଁ ଲୋକଙ୍କର ମସ୍ତିଷ୍କ ବହୁତ କ୍ଷିପ୍ର ଚାଲୁଛି ଓ ସେମାନେ ଯେଉଁ କାର୍ଯ୍ୟ କରୁଛନ୍ତି ତେବେ ଏହି କାର୍ଯ୍ୟ କରିବାକୁ ଦିଆଯାଏ ତ ସେମାନେ ବହୁତ କ୍ଷିପ୍ର ଭାବନ୍ତି , ଓ ସାଧାରଣ ଲୋକଙ୍କର ତୁଳନାରେ ଅଧିକା କଳ୍ପନାତ୍ମକ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *