March 8, 2025

Odia Express

Here, There and Everywhere

କାହିଁକି ବଙ୍ଗଳାଦେଶରେ ତିନୋଟି ରେଳଟ୍ରାକ ଥାଏ ? କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ଆପଣ ମାନେ ଦେଖିଥିବେ ସବୁଠି ଦୁଇଟି ରେଳ ଟ୍ରାକ ଥାଏ।କିନ୍ତୁ କଣ ଆପଣ ଜାଣିଛନ୍ତି ବଙ୍ଗଳାଦେଶରେ ତିନୋଟି ରେଳ ଟ୍ରାକ ଥାଏ।ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବୁ କଣ ପାଇଁ ବଙ୍ଗଳାଦେଶରେ ତିନୋଟି ରେଳ ଲାଇନ ଥାଏ।ସାଙ୍ଗମାନେ ବଙ୍ଗଳାଦେଶରେ ରେଳ ଯାହାକୁ ମିନିଷ୍ଟ୍ରୀ ଅଫ ବଙ୍ଗଳାଦେଶ ରେଳ ସଂସ୍ଥା ଚଳାଇଥାଏ।ଯେଉଁଠି ମୋଟ ଟ୍ରାକ ୨୮୮୫ କିମି ଲମ୍ବା ଅଟେ।ଯାହାକୁ ୧୮୮୩ କିମି ଗେଜ କରାଯାଇଛି।୬୮୨କିମି ବ୍ରର୍ଡ ଗେଜ କରାଯାଇଛି।୩୬୩ କିମି ଡବଲ ବ୍ରର୍ଡ କରାଯାଇଛି।

ଧୀରେ ଧୀରେ ରେଳର ବିସ୍ତାର ହେଉଛି।କିନ୍ତୁ ଯେବେ ମିଟର ଗେଜ ରୁ ବ୍ରର୍ଡ କରାଗଲା ସେବେ ରେଳ ସେବା ଏତେ ଦୂର ବ୍ୟାପିଥିବା ମିଟର ଗେଜ କୁ ବନ୍ଦ କରିବାକୁ ଚାହୁନଥିଲା।ଯଦି ଏହାକୁ ପରିବର୍ତ୍ତନ କରାଯାଇଥାନ୍ତି ଏହା ସହିତ ଅନେକ ଜିନିଷକୁ ପରିବର୍ତ୍ତନ କରିବାକୁ ପଡ଼ିଥାନ୍ତା।ଏଥିପାଇଁ ବଙ୍ଗଳାଦେଶ ଡବଲ ଟ୍ରାକ ବିସ୍ତାର କଲା।ଏହା ଦୁଇଟି ଅଲଗା ଅଲଗା ଗେଜ ରେଳ ଟ୍ରାକ କୁ ଚଳାଇବା ପାଇଁ ସକ୍ଷମ ହୋଇଥାଏ।ଏହାକୁ କେବେ କେବେ ମିକ୍ସ ଗେଜ କୁହାଯାଏ।ଏକ ଡବଲ ଟ୍ରାକ ଗେଜରେ ତୁନୋଟି ଗେଜ ଥାଏ ଯେଉଁଠାରେ ଦୁଇଟି ମେନ ଗେଜ ଥାଏ ଓ ଅନ୍ୟ ଟି କମନ ଥାଏ।

ତୃତୀୟଟି ଦୁଇଟି ଯାକ ପାଇଁ କାମରେ ଆସିଥାଏ।ବେଳେ ବେଳେ ୪ ରେଳ ରେ ବି ଦୁଇଟି ବାହାର ଓ ଦୁଇଟି ଭିତର ଗେଜ ବ୍ୟବହାର କରାଯାଇଥାଏ।ଏହା ଭାବିନେନି ଜି ଯେଉଁ କମନ ଟା ଅଛି ସେ ବିଜୁଳି ଯୋଗାଇବା ପାଇଁ ଥିବା ବୋଲି।ଏପରି ସ୍ଥାନରେ ପ୍ଲାଟଫୋର୍ମ ଉଚ୍ଚତା ବହୁତ କମ ହୋଇଥାଏ କାରଣ ସେଠାରେ ଦୁଇଟି ଗେଜ ଟ୍ରେନ କୁ ଅଟକାଯାଇଥାଏ।ସାଙ୍ଗମାନେ ବଙ୍ଗଳାଦେଶ ଛଡା ଅନ୍ୟ ବି କିଛି ଦେଶ ଅଛି ଯେଉଁଠି ଏପରି ଟ୍ରାକ ବ୍ୟବହାର ହୋଇଥାଏ।ଯଦି ଏହା ଆପଣଙ୍କୁ ଭଲ ଲାଗିଛି ଏହାକୁ ଲାଇକ ,ସେୟାର କରନ୍ତୁ ଓ ନିଜ ମତ କମେଣ୍ଟରେ ଲେଖିପାରିବେ ଧନ୍ୟବାଦ।

Leave a Reply

Your email address will not be published. Required fields are marked *