March 12, 2025

Odia Express

Here, There and Everywhere

ବବି ଦେୱଲଙ୍କ ହ୍ୟାଣ୍ତସମ୍ ପୁଅଙ୍କୁ ଦେଖି ଝିଅମାନେ ହେଲେ ପାଗଳ, ଫିଲ୍ମରେ ଆସିଲେ ଦେଖାଇବେ ନିଜ ଜଲୱା – ତାଙ୍କ ଆଗେ ବଡ ବଡ ଷ୍ଟାର ମଧ୍ୟ ଫିକା ପଡିଯିବେ…

1 min read

ବବି ଦେଓଲ ଧର୍ମେନ୍ଦ୍ରଙ୍କ ଛୋଟ ପୁଅ ଅଟନ୍ତି , ସେମିତି ବବି ଏହି ଫିଲ୍ମ ଇଣ୍ତଷ୍ଟ୍ରିରେ ବହୁତ ବର୍ଷରୁ ଅଛନ୍ତି , କିନ୍ତୁ ତାଙ୍କୁ ସେତେ ଖାସ୍ ସଫଳତା ମିଳିପାରିନାହିଁ , କିଛି ଜଣାଶୁଣା ଫିଲ୍ମକୁ ଛାଡିଦେଲେ ତାଙ୍କର କୌଣସି ବି ଫିଲ୍ମ ହିଟ୍ ହୋଇନାହିଁ , ଏବେ ସେ ଫିଲ୍ମ ରେସ୍ -୩ ରେ ନଜର ଆସିଥିଲେ  ଯେଉଁଠି ସେ ଏହି ଫିଲ୍ମରେ ଅଭିନୟ କରିଥିଲେ ଏହି ଫିଲ୍ମ ୧୦୦ କୋଟି କ୍ଲବ୍ ରେ ସାମିଲ୍ ତ ହୋଇଗଲା କିନ୍ତୁ ଏତେ ସଫଳତା ପାଇନଥିଲା । କ୍ରିଟିକ୍ସ ବି ଏହି ଫିଲ୍ମ ବିଷୟରେ ଆଲୋଚନା କଲେ , କହିଦେବୁ କି ବବି ଦେଓଲଙ୍କ ବିବାହ ତାନ୍ୟା ଆହୁଜାଙ୍କୁ ୩୦ ମେ ୧୯୯୬ ରେ ହୋଇଥିଲା , ବିବାହ ପରେ ଦୁଇଟି ଛୁଆ ହୋଇଥିଲେ ଯାହାଙ୍କ ନାଁ ଆର୍ୟମାନ୍ ଦେଓଲ ଓ ଧରମ୍ ଦେଓଲ୍ ଅଟେ,  ଆୟର୍ମାନ୍ ବବିଙ୍କ ବଡ ପୁଅ ଅଟନ୍ତି , ଓ ଧରମ୍ ତାଙ୍କ ଛୋଟ ପୁଅ , ବବି ଦେଓଲଙ୍କ ଛୁଆଙ୍କ ବିଷୟରେ ମିଡିଆରେ ବେଶୀ ଚର୍ଚ୍ଚା ନାହିଁ , କାରଣ ସେମାନେ ଷ୍ଟାର୍ କିଡସ୍ ହିସାବରେ ଲାଇମ୍ ଲାଇଟ୍ ରୁ ଦୁରେଇ ରହିଛନ୍ତି , ବବି ନିଜ ଛୁଆଙ୍କୁ ମିଡିଆ ଠାରୁ ଦୁରେଇ ରଖିଛନ୍ତି ।

ଯେମିତି ଆପଣ ଜାଣିଛନ୍ତି କି ଆଜିକାଲି ଷ୍ଟାର୍ କିଡସ୍ ଙ୍କ ଜମାନା ଅଟେ,  ନୁଆ ଜେନେରେସନ୍ ଫେମସ୍ ଷ୍ଟାର୍ କିଡସ୍ ଯେପରି ସୁହାନା ଖାନ୍ , ସାରା ଅଲ୍ଲୀ ଖାନ୍ , ଖୁସି ଓ ଜାହ୍ନବୀ କପୁର୍ ଙ୍କୁ ସମସ୍ତେ ଜାଣିଛନ୍ତି , ଆସିବା ଦିନରୁ ବହୁତ ଖବର ତାଙ୍କ ବିଷୟରେ ଚର୍ଚ୍ଚା ହୁଏ , କିନ୍ତୁ କିଛି ଷ୍ଟାର୍ କିଡ୍ସ ଏପରି ଅଛନ୍ତି ଯିଏ ଏତେ ଫେମସ୍ ହେଲା ପରେ ବି ନିଜ ଛୁଆଙ୍କୁ ଲାଇମ୍ ଲାଇଟ୍ ରୁ ଦୁରେଇ ରହିବାକୁ ଇଚ୍ଛା କରନ୍ତି , ଏମିତି ଏକ ଷ୍ଟାର୍ କିଡସ୍ ଅଛନ୍ତି ବବି ଦେଓଲ ଙ୍କ ପୁଅ ଆୟର୍ମାନ୍ ଦେଓଲ୍ କିଛି ଦିନ ପୁର୍ବରୁ ପ୍ରଥମ ଅଭିନେତ୍ରୀ ଭାଗ୍ୟଶ୍ରିଙ୍କ ପୁଅ ଫଟୋ ବହୁତ ଭାଇରାଲ୍ ହୋଇଥିଲା,  ତାହା ପରେ ଅକ୍ଷୟ ଓ ଟ୍ୱିଙ୍କଲ୍ ଙ୍କ ପୁଅଙ୍କ ଫଟୋ ବି ଭାଇରାଲ୍ ହେଲା , ଏବେ ବବି ଦେଓଲଙ୍କ ପୁଅ ଆୟର୍ମାନଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି ,

ପ୍ରଥମଥର ଆୟର୍ମାନ୍ ନିଜ ବାବା ବବି ଦେଓଲଙ୍କ ସହ ପବ୍ଲିକ୍ ଅପିରିଏନ୍ସ ଦେଇଥିଲେ,  ୨୧ ବର୍ଷୀୟ ଆୟର୍ମାନ୍ ନିଜ ବାପା ଙ୍କ ସହ ବିନା କୌଣସି ଚିନ୍ତାରେ ଆଇଫା ୨୦୧୮ ଆୱାର୍ଡ ଶୋରେ ପହଞ୍ଚିଥିଲେ,  ଏହି ସମୟରେ ଯିଏ ବି ଦେଖିଲା ସେ ଚକିତ ହୋଇଗଲା,  ଆୟର୍ମାନ୍ ଦେଖିବାକୁ ବହୁତ ହ୍ୟାଣ୍ତସମ୍ ଅଟନ୍ତି , ଏକ ଇଣ୍ଟରଭ୍ୟୁରେ ବବି କହିଲେ କି ସେ ନିଜ ଛୁଆଙ୍କୁ ଲାଇମ୍ ଲାଇଟ୍ ରୁ ଦୁରେଇ ରଖିବାକୁ ଚାହୁଁଛନ୍ତି ,

ବବିଙ୍କ ଅନୁସାରେ କେଉଁ ବି ପ୍ରାଇଭେସି ବହୁତ ମାଇନା ରଖେ କିନ୍ତୁ ପେପର ବାଜି କଲଚର୍ କାରଣରୁ ପ୍ରାୟ ସବୁ ଶେଷ ହେବାକୁ ବସିଲାଣି , ମୋର ପୁଅ ଏବେ ପାଠ ପଢୁଛି , ମୋତେ ଏହା ବି ଜଣା ନାହିଁ କି ତାହାର ବଲିଉଡ୍ ରେ ଆସିବାର ମନ ଅଛି କି ନାହିଁ , ଯଦି ତାହାର ମନ ଏହି ଫିଲଡ୍ ରେ ଆସିବାର ଥାନ୍ତା ତେବେ ସେ ମିଡିଆର ଲାଇମ୍ ଲାଇଟ୍ କୁ ନିଶ୍ଚିତ ବ୍ୟବହାର କରିଥାନ୍ତେ , କହିଦେବୁ କି ବବି ଏବେ ନିଜ ସ୍ତ୍ରୀ ତାନ୍ୟାଙ୍କୁ ବି ଲାଇମ୍ ଲାଇଟ୍ ରୁ ଦୁରେଇ ରଖିବାକୁ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *