March 8, 2025

Odia Express

Here, There and Everywhere

ପକେଟରେ କେତେ ଟଙ୍କା ନେଇ ଘରୁ ବାହାରିଥାନ୍ତି ମୁକେଶ ଅମ୍ବାନୀ ,ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

1 min read

ନୂଆଦିଲ୍ଲୀ-ଅମ୍ବାନୀ ପରିବାରର ଗଣତି କେବଳ ଆମ ଦେଶରେ ନୁହେଁ ପୁରା ଏସିଆରେ କରାଯାଏ।ସୋସିଆଲ ମିଡିଆରେ ସବୁବେଳେ ତାଙ୍କର ଓ ତାଙ୍କ ପରିବାରର ରୟାଲ ଲାଇଫ ବିଷୟରେ ଚର୍ଚ୍ଚା ହୋଇଥାଏ।ସେ ଓ ତାଙ୍କ ପରିବାର କେତେ ଖର୍ଚ୍ଚ କରନ୍ତି ଏହି କଥା ରୁ ଅନୁମାନ କରିପାରୁଥିବେ କି କିଛି ଦିନ ତଳେ ଖବରକାଗଜରେ ଆସିଥିଲା କି ତାଙ୍କ ପତ୍ନୀ ନିତା ଅମ୍ବାନୀଙ୍କର ଏକ କପ ଚାହାର ମୂଲ୍ୟ ଏକ ଲକ୍ଷ ଟଙ୍କା।ଓ ତାଙ୍କ ପୁଅଙ୍କ ଖର୍ଚ୍ଚ ବି କମ ନୁହେଁ।କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ମୁକେଶ ଅମ୍ବାନୀ ଯେବେ କୌଣସି ସ୍ଥାନକୁ ଯାଇଥାନ୍ତି ତାଙ୍କ ସାଙ୍ଗରେ କେତେ ଟଙ୍କା ନେଇଥାନ୍ତି ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କିଛି ଦିନ ତଳେ ଏକ ଇଣ୍ଟରଭିଉରେ ଅମ୍ବାନୀ କହିଛନ୍ତି ସେ ଯେବେ ବାହାରକୁ ଯାଇଥାନ୍ତି ସେ ସାଙ୍ଗରେ ଏକ ଟଙ୍କା ବି ନେଇ ନଥାନ୍ତି।ଆପଣ ଭାବୁଥିବେ କି ସେ ବୋଧେ ସାଥିରେ କ୍ରେଡିଟ କାର୍ଡ଼ ବା ଡେଭିଡ କାର୍ଡ଼ ନେଉଥିବେ।

କିନ୍ତୁ ଆପଣଙ୍କୁ କହିରଖିବୁ ମୁକେଶ ଅମ୍ବାନୀ ଜେବେବି ଘରୁ ବହାରିଥାନ୍ତି ସାଥିରେ କୌଣସି ପଇସା କି କ୍ରେଡିଟ କାର୍ଡ଼ ବା ଡେଭିଡ କାର୍ଡ଼ ନେଇକି ଯାଇ ନଥାନ୍ତି।ସେ କହିଛନ୍ତି ପଇସା ମୋ ପାଇଁ ଅଧିକ ଗୁରୁତ୍ୱ ନୁହେଁ।ପଇସା କେବଳ ଏକ ସମାଧାନ ଅଟେ।ଯାହା କମ୍ପାନୀ ପାଇଁ ବାଜି ଲଗାଇଥାଏ।ଏହା ଦ୍ଵାରା ସଂମାନ ମିଳିଥାଏ।ସେ ଏହା ମଧ୍ୟ କହିଛନ୍ତି ସେ ଛୋଟ ବେଳୁ କେବେବି ନିଜ ପାଖରେ ପଇସା ରଖି ନାହାନ୍ତି।

ମୁକେଶ ଅମ୍ବାନୀ ଯେଉଁଠି ପାଖରେ ଏକ ଟଙ୍କା ବି ରଖିନଥାନ୍ତି।ସେପଟେ ତାଙ୍କ ପତ୍ନୀ ନିତା ଅମ୍ବାନୀଙ୍କ ଖର୍ଚ୍ଚ ଚର୍ଚ୍ଚା ପ୍ରତିଦିନ ସୋସିଆଲ ମିଡିଆରେ ହୋଇଥାଏ।ନିତା ଅମ୍ବାନୀ ପ୍ରତିଦିନ ନିଜ ଖର୍ଚ୍ଚ ପାଇଁ ଚର୍ଚ୍ଚାରେ ରହିଥାନ୍ତି।କିଛି ଦିନ ତଳେ ନିତା ଅମ୍ବାନୀ ଏକ ଶାଢ଼ୀ ପିନ୍ଦିଥିଲେ ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କା ଅଟେ।

ଏହି ଶାଢ଼ୀ ଏତେ ମହଙ୍ଗା ଥୁବାରୁ ଏହାକୁ ପିନ୍ଦିବା ପରେ ନିତା ଅମ୍ବାନୀଙ୍କ ନାମ ଗିରିସ ବୁକ ଅଫ ରେକର୍ଡରେ ସାମିଲ ହୋଇଯାଇଥିଲା।ନିତା ଅମ୍ବାନୀଙ୍କ ଦିନର ଆରମ୍ଭ ୩ ଲକ୍ଷ ଟଙ୍କାର ଚାହାରୁ ହୋଇଥାଏ।କହିରଖିବୁକି ପୁରା ଅମ୍ବାନୀ ପରିବାର ନିଜ ଦିନର ଆରମ୍ଭ ଜାପାନୀ କମ୍ପାନୀ ସୁନା କପରେ ଚାହା ପିଇକି ଆରମ୍ଭ କରିଥାନ୍ତି।ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କା ଅଟେ।ମୁକେଶ ଅମ୍ବାନୀ ଦେଶର ସବୁଠୁ ଦାମୀ ଘର ମଧ୍ୟରୁ ଗୋଟେ ଏଣ୍ଟିଲିଆରେ ରହିଥାନ୍ତି।ଏହି ଘରରେ ୬୦୦ ଚାକର ,୧୬୮ କାର ଓ ଛାତରେ ୩ ଟି ହେଲିପ୍ୟାଡ଼ ଅଛି।

Leave a Reply

Your email address will not be published. Required fields are marked *