March 8, 2025

Odia Express

Here, There and Everywhere

ଏହାକୁ ଖାଇବା ପରେ ଭୁଲ ରେ ମଧ୍ୟ କ୍ଷୀର ପିୟନ୍ତୁ ନାହିଁ – ନଚେତ କ୍ଷୀର ଆପଣଙ୍କ ପାଇଁ ବିଷ ହେଇଯାଇପାରେ…

1 min read

କ୍ଷୀର ଆମ ଶରୀର ପାଇଁ ବହୁତ ଭଲ ବୋଲି ଆମେ ମାନିଥାଉ ଓ କ୍ଷୀର ପାନ କରିବା ଦ୍ୱାରା ଆମକୁ କେତେକ ବହୁତ ଲାଭ ଜନକ ଫାଇଦା ହୋଇଥାଏ।ଏହା ଦ୍ୱାରା ଆମକୁ କ୍ୟାଲସିୟମ ଓ ଭିଟାମିନ ମଧ୍ୟ ମିଳିଥାଏ କିନ୍ତୁ କ୍ଷୀରକୁ ଅନ୍ୟ କେତେକ ଖାଦ୍ୟ ସହ ସେବନ କରିବା ଦ୍ୱାରା ଆମକୁ ବହୁତ କ୍ଷ୍ୟତି ହୋଇଥାଏ।ସରଳ ଭାଷାରେ କହିବାକୁ ଗଲେ ଏହି ଜିନିଷ ସେବନ ପରେ କ୍ଷୀର ଖାଇଲେ ଏହା ଆପମ ଶରୀର ପାଇଁ ମାନେ ବିଷ ବୋଲି ମାନିଥାଉ।ତ ଆସନ୍ତୁ ଜାଣିବା ଏ ଖିଆ ଯାଉଥିବା ଜିନିଷ ବିଷୟରେ:-

୧.ପିଆଜ:- ପିଆଜ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାଇ ହୋଇଥାଏ କିନ୍ତୁ ପିଆଜ ଖାଇ ସାରିବା ପରେ କ୍ଷୀରର ସେବନ କରନ୍ତୁ ନାହିଁ କାରଣ ଆମକୁ କୁଣ୍ଡିଆ,ଦାଗ, କୁଣ୍ଡେଇ କାଣ୍ଡେଇ,ଏକ୍ସିମା,ସୋରାଇସିମ ଭଳି ଚର୍ମ ରୋଗ ହୋଇ ପାରେ।

୨.ମାଛ:- ଆମ ଶରୀର ପାଇଁ ମାଛ ଖାଇବା ଦ୍ୱାରା ବହୁତ ଲାଭ ହୋଇଥାଏ।ଏମିତି ମାନି ଥାଉକି ମାଛ ଖାଇବା ଦ୍ୱାରା ଆମ ଚର୍ମରେ ବିଭିନ୍ନ ପ୍ରକାରର ଲାଭ ମିଳିଥାଏ କିନ୍ତୁ ମାଛ ଖାଇବା ତୁରନ୍ତ ପରେ କ୍ଷୀରର ସେବନ କରାଯାଏ ତ ଆମ ଚର୍ମରେ ଧଳା ଦାଗ ଆସିବାକୁ ଲାଗେ।ସେଥିପାଇଁ ମାଛ ଖାଇବା ପରେ କ୍ଷୀର ସେବନ କରିବେ ନାହିଁ।

୩.ବିରି ଡାଲି:- ଆମେ ଯଦି ବିରି ଡାଲି ଓ କ୍ଷୀର କଥା କହିବାତ ଦୁଇ ଜଣ ଜାଙ୍କ ଦୁଇଜଣ ଅପେକ୍ଷା ବହୁତ ଭଲ ଅଲଗା ଅଲଗା ଅଟନ୍ତି।ଏହି କାରଣ ଅଛିକି ବିରି ଡାଲିର ସେବନ କରିବା ପରେବି କ୍ଷୀରର ସେବନ କରିବା ଦ୍ୱାରା ଆମ ଶରୀରର ଅଧିକ କ୍ଷ୍ୟତି ହୋଇଥାଏ।ଅସ୍ତବ୍ୟସ୍ତ ଲାଗିବା,ବାନ୍ତି ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

୪.ଦହି:- କ୍ଷୀର ଓ ଦହି ଦୁଇଟି ଜାଙ୍କ ଆମ ଶରୀର ପାଇଁ ଲାଭ ଦାୟକ ହୋଇଥାଏ।ଦୁଇଟିର ନିଜର ନିଜର ଅଲଗା ଅଲଗା ଲାଭ ହୋଇଥାଏ।ବହୁତ ଲୋକ ଏହିଭୁଲ ଚିନ୍ତାରେ ରୁହନ୍ତିକି ଦହି ତ ଖୀରରୁ ତିଆରି ତ ଦହି ଖାଇବା ପରେ କ୍ଷୀର ପିବାରେ କୌଣସି ଅସୁବିଧା ନାହିଁ କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ।କାରଣ ଦୁହେଁଦୁହିଁଙ୍କ ଠାରୁ ବହୁତ ଭିନ୍ନ ଅଟେ,ଏହି ଦୁଇଟି ଜିନିଷର ଏକା ସାଙ୍ଗରେ ସେବନ କରିବା ଦ୍ୱାରା ପେଟ ଦରଜ ବା ହଜମ ପ୍ରକ୍ରିଆରେ ଅସୁବିଧା ବା ବାନ୍ତି ଭଳି ସମସ୍ୟାରେ ସାମ୍ନା କରିବାକୁ ପଡିଥାଏ।

Leave a Reply

Your email address will not be published. Required fields are marked *