March 8, 2025

Odia Express

Here, There and Everywhere

ମଥାରେ ସିନ୍ଦୁର ଲଗେଇବା ପଛରେ ବୈଜ୍ଞାନିକ କାରଣକୁ ଜାଣିକରି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ…

ଆଜିକାଲି ସିନ୍ଦୁରକୁ ନେଇ କିଛି ବୁଦ୍ଧିଜୀବୀ ବର୍ଗର ଲୋକମାନେ ଆପତ୍ତି କରୁଛନ୍ତି। ଏହି ଲୋକମାନେ କୁହନ୍ତିକି ସିନ୍ଦୁର ଲଗେଇବା ପଛୁଆତାର ପ୍ରତୀକ ଅଟେ। କହିବାକୁ ଗଲେ ସେ ଲୋକମାନେ ଏମିତି କେଉଁ କାରଣରୁ ମାନିଥାନ୍ତି ସେ କହିବାକୁ ପ୍ରସ୍ତୁତ ନଥାନ୍ତି ବା ତାଙ୍କୁ ଜଣା ନଥାଏ।ଆମେବି ଏ ଯୁକ୍ତିରେ ପଡ଼ିବାକୁ ଚାହୁଁନୁ କିନ୍ତୁ ସେମାନଙ୍କର ଏକଥା ଶୁଣି ଆପଣଙ୍କ ମନରେ ଏହି କଥା ନିଶ୍ଚିନ୍ତ ଆସିଥିବା କି କାହିଁକି ସ୍ତ୍ରୀ ଲୋକମାନେ ନିଜ ମଥାରେ କାହିଁକି ସିନ୍ଦୁର ଲଗାନ୍ତି?ହିନ୍ଦୁ ଧର୍ମରେ ସିନ୍ଦୁର କୁ ସୁହାଗ ସ୍ତ୍ରୀର ବୋଲି ଆମେ ମାନିଥାଉ। ସେଥିପାଇଁ ବାହାଘର ପରେ ସବୁ ହିନ୍ଦୁ ସ୍ତ୍ରୀ ନିଜ ମଥାରେ ନିଶ୍ଚିନ୍ତ ସିନ୍ଦୁର ଲଗେଇ ଥାଆନ୍ତି। କହିବାକୁ ଗଲେ ନୁତନ ଯୁଗ ସହିତ ଚାଲୁଥିବା ସ୍ତ୍ରୀ ଲୋକ ସିନ୍ଦୁର ଜାଗାରେ ଲିକୁଇଡ଼ ବା ପେନ୍ସିଲର ସିନ୍ଦୁର ଲଗେଇବାକୁ ବେଶି ପସନ୍ଦ କରନ୍ତି।ଏହା ଏକ ଏମିତି ପ୍ରକାରର ରାସାୟନିକ ସିନ୍ଦୁର ହୋଇଥାଏ ଯାହା ଧାର୍ମିକ ଶହ ବୈଜ୍ଞାନିକ କାରଣରୁ ମଧ୍ୟ ହାନିକାରକ ହୋଇଥାଏ।

ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେକି ସ୍ତ୍ରୀ ଲୋକଙ୍କ ସିନ୍ଦୁର ଲଗେଇବା ପଛରେ ଗୋଟେ ବୈଜ୍ଞାନିକ କାରଣ ଅଛି।ସନାତନ ଧର୍ମରେ ଥିବା ପାଖାପାଖି ସବୁ ପରମ୍ପରା ପଛରେ କିଛିନା କିଛି ବୈଜ୍ଞାନିକ କାରଣ ନିଶ୍ଚିନ୍ତ ଅଛି।ଆମର ସବୁ ପୂର୍ବ ପୁରୁଷ ଓ ଋଶି ମୁନି ମାନେ ବହୁତ କିଛି ପରିକ୍ଷା ନିରୀକ୍ଷା ପରେ ସିନ୍ଦୁର ଲାଗେଇବାର ପରମ୍ପରା ଆରମ୍ଭ କଲେ। ଏହି ପରମ୍ପରା ଅନୁଯାୟୀ ମହିଳାଙ୍କ ଚାହିଦା ଅନୁସାରେ ପୁରୁଷଙ୍କ କପାଳରେ ବା ମଥାରେ ଟୀକା ବା ତିଳକ ଲଗେଇବା ବାଧ୍ୟତାମୂଳକ ହୋଇଗଲା।ଆସନ୍ତୁ ଜାଣିବା ସିନ୍ଦୁର ଲଗେଇବା ପଛରେ ବୈଜ୍ଞାନିକ କାରଣକୁ।

ମହିଳାମାନେ ମଥାରେ ସିନ୍ଦୁର କାହିଁକି ଲଗାନ୍ତି ? – ସିନ୍ଦୁର ସବୁବେଳେ ମସ୍ତିସ୍କର ମଧ୍ୟ ଭାଗରେ ଲଗାଯାଏ।ଆମ ଶରୀର ଯାହା ଉର୍ଯାର ଗୋଟେ ଅଂଶ ଅଟେ,ଆମ ଶରୀରରେ ୭ ଟି ଚକ୍ର ଅଛି।ଏହି ସାତଟି ଚକ୍ରରୁ ଦୁଇଟି ଚକ୍ର ଯାହା ଆଜ୍ଞା ଚକ୍ର ଓ ସାହାସର ଚକ୍ର ଯାଇଁ ମସ୍ତିସ୍କର ମଧ୍ୟ ଭାଗରେ ମିଳନ ହୋଇଛି।ଏହି ଦୁଇଟି ଚକ୍ର ମଧ୍ୟରେ ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ୍ଣ ଗ୍ରନ୍ଥି ଅଛି ଯାହାକୁ ବ୍ରହ୍ମଚନ୍ଦ୍ର କୁହାଯାଏ।ମହିଳାମାନେ ଏହି ବ୍ରହ୍ମଚନ୍ଦ୍ର ଉପରେ ସିନ୍ଦୁର ଲଗାନ୍ତି।

ବହୁତ ଅନୁସନ୍ଧାନ ପରେ ବୈଜ୍ଞାନିକମାନେ ବିଶ୍ୱାସ କରିଛନ୍ତି ଯେ ଯେତେବେଳେ ଝିଅମାନେ ବିବାହପରେ ଶାଶୂଘରକୁ ଯାଆନ୍ତି,ସେତେବେଳେ ହଠାତ ତାଙ୍କ ଉପରେ ଅନେକ ଦାୟିତ୍ୱ ରହିଥାଏ ଯାହା ତାଙ୍କ ମସ୍ତିସ୍କ ଉପରେ ସିଧାସଳଖ ପ୍ରଭାବ ପକେଇଥାଏ।ଯେଉଁ କାରଣରୁ ସେମାନଙ୍କୁ ବାହାଘର ପରେ ମୁଣ୍ଡ ବିନ୍ଧା ଓ ଅନିଦ୍ରା ଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ବାସ୍ତବରେ ସିନ୍ଦୁରରେ ପାରଦ ଭଳି ଧାତୁ ଥାଏ,ଏହି ଧାତୁ ବ୍ରହ୍ମଗ୍ରନ୍ଥି ପାଇଁ ଅଟିନ୍ତ ପ୍ରଭାବ ସାଳି ବୋଲି ବିବେଚନା କରାଯାଏ।ଏହି ଧାତୁ ମହିଳାଙ୍କ ମସ୍ତିସ୍କର ଚିନ୍ତା ଓ କଷ୍ଟକୁ ଦୁର କରିବା ପାଇଁ ମହତ୍ତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।ଏହି କାରଣ ହୋଇଥାଏ କି ସିନ୍ଦୁରର ବାରମ୍ବାର ପ୍ରୟୋଗ କାରଣରୁ ମହିଳାମାନଙ୍କ ମସ୍ତିସ୍କ ଚେତନା ଅବସ୍ଥାରେ ଥାଏ।ସିନ୍ଦୁର ଲଗେଇବା ଦ୍ୱାରା କେବଳ ମହିଳା ନୁହେଁ ପୁରୁଷ ମାନଙ୍କ ଶକ୍ତିରେ ମଧ୍ୟ ବୃଦ୍ଧି ଘଟିଛି।ଏହାର ଉଦାହରଣ ଦେଖିବାର ଅଛିତ ଆପଣ ଗୋଟେ ତିଳକ ଲଗେଇଥିବା ପୁରୁଷ ଓ ବିନା ତିଳକ ଲଗେଇଥିବା ପୁରୁଷକୁ ଦେଖି ପାରିବେ।ଆପଣ ସ୍ପଷ୍ଟ ରୂପରେ ଅନ୍ତର ଦେଖି ପାରିବେ।

ତେବେ କହିବାକୁ ଗଲେ ବର୍ତ୍ତମାନ ଯୁଗରେ ବ୍ୟଭିଚାର ଚାଲିଛି।ଏପରି ପରିସ୍ଥିତିରେ ଆପଣ ବିଶୁଦ୍ଧ ଓ ପ୍ରକୃତ ଧାତୁ ପଆଇବା ପ୍ରାୟ ଅସମ୍ଭବ କିନ୍ତୁ ଏମିତି ନାହିଁକି ଆପଣଙ୍କୁ ଆଦୌ ମିଳିବ ନାହିଁ।ସେଥିପାଇଁ କୌଣସି ପରମ୍ପରାକୁ କେବଳ ଠକିବା,ତାକୁ ଅନ୍ଧବିଶ୍ୱାସ ଓ ପଛୁଆ ବୋଲି କହି ଏହାକୁ ପରିହାସର କରିବା ପୂର୍ବରୁ ଏହାର ପଛରେ ଲୁଚିଥିବା ବୈଜ୍ଞାନିକ କାରଣକୁ ନିଶ୍ଚିନ୍ତ ଜାଣିନେବା ଆଵଶ୍ୟକ।

Leave a Reply

Your email address will not be published. Required fields are marked *