June 22, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା କଞ୍ଚା କଦଳୀ ଦ୍ୱାରା ଆମକୁ କେଉଁ କେଉଁ ଫାଇଦା ସବୁ ହୋଇଥାଏ..

1 min read

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ,ସବୁ ଔଷଧ ମାନନଙ୍କ ଠାରୁ ବହୁତ କାର୍ଯ୍ୟକାରୀ ଅଟେ କଞ୍ଚା କଦଳୀ।କଣ ଆପଣମାନେ ଜାଣିଛନ୍ତିକି କଞ୍ଚା କଦଳୀ ଔଷଧ ମାନଙ୍କର ଚୋପା ଅଟେ।ପାଚିଲା କଦଳିତ ସମସ୍ତେ ଖାନ୍ତି କିନ୍ତୁ ଆଜି ଆମେ ଏଠି ଜାଣିବାକୁ ଯାଉଛେକି କଞ୍ଚା କଦଳିରୁ ମିଳୁଥିବା ଲାଭ ବିଷୟରେ।ବଡ଼ରୁ ବୁଢା ପର୍ଯ୍ୟନ୍ତ ସବୁ ଲୋକ ଭିନ୍ନ ଭିନ୍ନ ଉଆୟରେ ବହୁତ ମଜା ନେଇ ଖାନ୍ତି।ସେମିତି କଞ୍ଚା କଦଳୀକୁ ବାର ବାର ଘରକୁ ଆଣନ୍ତି ଓ ତାକୁ ଖାଇଯାନ୍ତି କିନ୍ତୁତାଦ୍ୱାର ହେଉଥିବା ଏତେ ଲାଭ କାରୀ ଗୁଣ ବିଷୟରେ ସେ ଜାଣିବାଣୁ ଚାହାନ୍ତି ନାହିଁ।କଞ୍ଚା କଦଳିରେ ଭରପୁରଆତ୍ରରେ ପୋତାସୀୟମ ଭରିରହିଥାଏ ଯାହାଦ୍ୱାରା ଆମର ରୋଗପ୍ରତିରୋଧ ଶକ୍ତି ବଢିଥାଏ ଜାହାଫଳରେ ଆମେ ରୋଗରେ ପଡିନଥାଉ।ଜାହାଫଳରେ ଆମେ ଦିନସାରାବି ସନ୍ଦରୁସ୍ତ ଅନୁଭବ କରନ୍ତି।

ଏଥିରେ ଭିଟାମିନ ବି୬ ଓ ସି ବିଭୁତମାତ୍ରାରେ ମିଳିଥାଏ ଯାହା ଆମ ଶରିରର କୋସିକା ମାନଙ୍କୁ ପୋଷଣ ଦେଇଥାଏ।ଆଜିକାଲି ଜୀବନ ବହୁତ ଵ୍ୟସ୍ତ ଜୀବନଶୈଳୀ ହୋଇଗଲାଣି ଯେଉଁଥିପାଇଁ ଆପଣ ମାନଙ୍କୁ ନିଜର ଶରୀରର ଯତ୍ନ ନବାକୁ କେହି ମିଳନ୍ତିନି।ଆଜି ଆମେ ଜାଣିବାକି ଆପଣ ସବୁଦିନ ଗୋଟେ କଞ୍ଚା କଦଳୀ ଖାଇବା ଦ୍ୱାରା ଆପଣ କେତେ ରୋଗରୁ ରକ୍ଷା ପାଇଁ ପାରିବେ।

ଆସନ୍ତୁ ଜାଣିବା କଞ୍ଚା କଦଳୀରୁ ହେଉଥିବା ଆମକୁ ଲାଭ ବିଷୟରେ,ଓଜନ କମେଇବା ପାଇଁ,ଆଜିକାଲି ସମସ୍ତ ଲୋକ ମୋଟାଲନ ପାଇଁ ବହୁତ ଅସୁବିଧାରେ ଓ ଚିନ୍ତାରେ ଅଛନ୍ତି କି ଯଦି ମୋଟାପଣ ବଢେ ଆମକୁ ବହୁତ ରୋଗ ଘେରି ନବ।ଏହିସବୁରୁ ରକ୍ଷା ପାଇବା ପାଇଁ କଞ୍ଚା କଦଳୀ ଖାଇବା ବହୁତ ଲାଭ ଜନକ ହୋଇଥାଏ।ଏଥିରେ ଫାଇବରର ମାତ୍ରା ଅଧିକ ଥିବା କାରଣରୁ ଶରିରରେ ଅନ୍ୟାଵଶ୍ୟକ ମୋଟା ସେଲକୁ କମେଇ ଥାଏ।

ମଧୁମେହ ରୋଗୀ ମାନଙ୍କ ପାଇଁ ଏହା ସାକ୍ଷାତ ବରଦାନ ଅଟେ।କଞ୍ଚା କଦଳୀ ଖାଇବା ଦ୍ୱାରା ଦିଏବେଟିଶ ରୋଗୀଙ୍କୁ ବହୁତ ଲାଭ ମିଳିଥାଏ।ଯଦି କାହାକୁ ନୂଆ ନୂଆ ଭାବରେ ମଧୁମେହ ରୋଗ ହୋଇଥାଏ ତାହେଲେ ଆପଣ ସବୁଦିନ ନିୟମିତ କଞ୍ଚା କଦଳୀ ଖାଇ ଆପଣ ନିଜ ମଧୁମେହ ରୋଗ ଓ ରକ୍ତଚାପକୁ ନିୟନ୍ତ୍ରଣରେ ଆଣି ପାରିବେ।ତାପରେ ଆସିବ କବ୍ଜ ବା କୋଷ୍ଠକାଠିନ୍ୟ ଏହାର ମୁଖ୍ୟ କାରଣ ହେଉଛି ଆମର ପାଚନ ତନ୍ତ୍ର ସଠିକ ଭାବରେ କାମ ନକରିବା।

ଆମେ ଯଦି କଞ୍ଚା କଦଳିର ସବୁଦିନ ସେବଣ ଦ୍ୱାରା ଆମର ଶରୀର ବିଷମୁକ୍ତ ରହିଥାଏ।ଯେଉଁଥିପାଇଁ ଆମକୁ କୋଷ୍ଟକାଠିନ୍ୟର ଅସୁବିଧା ଜମା ହୋଇନଥାଏ।ଏହା ଦ୍ୱାରା ଆମ ଅନ୍ତ ନଳୀ ଭଲ ଭାବରେ ସଫା ହୋଇଯାଇଥାଏ।ବ୍ରଣ ମଧ୍ୟ କଞ୍ଚା କଦଳୀ ଖାଇବା ଦ୍ୱାରା ସଫା ହୋଇଯାଇଥାଏ।ଆମକୁ ସବୁଦିନ ୮-୧୦ ଗିଲାସ ପାଣିପିବା ସହ ସବୁଦିନ କଞ୍ଚା କଦଳିର ସେବନ କରିବା ଉଚିତ।

ଆମ ଶରୀରରେ ରକ୍ତକୁ ବଢ଼େଇଥାଏ।କଞ୍ଚା କଦଳୀ ପୋତାସୀୟମର ଭଣ୍ଡାର ହୋଇଥାଏ,ଏହାକୁ ଖାଇବା ଦ୍ୱାରା ଆମ ମାଂସ ପେଷି ଓ ନର୍ଭସ ସିଷ୍ଟମ ଭଲ ଭାବରେ କାର୍ଯ୍ୟ କରିଥାନ୍ତି।ଏହାକୁ ସେବନ କରିବା ଦ୍ୱାରା ଆମ ହାଡ଼ ଆଦି ମଜବୁତ ହୋଇଥାଏ।କଞ୍ଚା କଦଳିକୁ ଖାଇବା ଦ୍ୱାରା ଆମକୁ ଭୋକ ଜଲଦି ଲାଗିନଥାଏ।କଞ୍ଚା କଦଳୀ ଖାଇବା ଦ୍ୱାରା ସେମିତିରେ ବହୁତ ବଡ଼ରୁ ବଡ଼ ରୋଗ ଭଲ ହୁଏ ଓ କ୍ୟାନ୍ସର ଭଳି ସମସ୍ୟାରୁ ରକ୍ଷା ମିଳିଥାଏ।

କଞ୍ଚା କଦଳୀ ଆମକୁ ପେଟ ସମସ୍ୟାରୁ ବଞ୍ଚେଇଥାଏ,ଏମାନଙ୍କର ପାଚନ ତନ୍ତ୍ର ସଠିକ ଭାବରେ କାର୍ଯ୍ୟ କରିଥାଏ।ଏ ପାଚକ ରସକୁ ସଠିକ ଭାବରେ ହଜମ କରିବାରେ ସାହାଯ୍ୟ କରିଥାଏ।କଞ୍ଚା କଦଳିକୁ ସେବନ କରି ଆପଣଙ୍କ ଜୀବନରେ ଯେଉଁଥିବା ବହୁତ ରୋଗରୁ ରକ୍ଷା ପାଇ ପାରିବା ଓ ସୁରକ୍ଷିତ ରହି ପାରିବା।ଆପଣଙ୍କୁ କେବେବି ଆପଣଙ୍କ ଜୀବନରେ ଏ ରୋଗର ସାମ୍ନା କରିବାକୁ ପଡିବ ନାହିଁ।

Leave a Reply

Your email address will not be published. Required fields are marked *