March 10, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା M ଓ R ନାମକ ଥିବା ଲୋକମାନେ କିପରି ହୋଇଥାନ୍ତି – ଜାଣିରଖନ୍ତୁ ଏମାନଙ୍କ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ…

1 min read

ନମସ୍କାର ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆଜି ଆମେ ଆପଙ୍କୁ କହିବୁକି ଏମ ନାଁ ଓ ଆର ନାଁ ଧାରୀ ଲୋକମାନଙ୍କର ଯୋଡି କିପରି ହୋଇଥାଏ।ତାଙ୍କ ଭିତରେ ସମ୍ପର୍କ କିପରି ରହିବ କୌଣସି ଅସୁବିଧା ହେବକି ନାହିଁ ଓ ଠିକ ବୁଝାବନା ରହିବକି ନାହିଁ ଅସୁବିଧା ଆସିବିକି ନାହିଁ ଯଦି ଆସିଲା ଏହାର ସମାଧାନ କଣ ରହୁଛି ସେ ବିଷୟରେ ଆମେ କଥା ହେବା।ଆଜି ଆମେ ଏଠି ସେ ବିଷୟରେ ୭ଟି ପଏଣ୍ଟ ମାଧ୍ୟମରେ ବୁଝିବା।

୧.ପ୍ରଥମେ ଆସିବ ବ୍ୟକ୍ତିତ୍ୱ,M ନାଁ ଧାରୀ ଲୋକଙ୍କ ଭିତରେ ଉର୍ଯା ବହୁତ ଅଧିକ ହୋଇଥାଏ।M ନାମକ ବ୍ୟକ୍ତିଙ୍କୁ ଅଙ୍କ ଚାରି ସଦୃଶ ଆମେ ମାନିଥାଉ ଯେମିତିକି ସାହାସ,ବୁଦ୍ଧି,ପରିଶ୍ରମର ପ୍ରତିନିଧିତ୍ୱ କରନ୍ତି।ଏମାନେ ବହୁତ ବୁଝିଲା ସୁଝିଲା ଓ ବିଶ୍ୱସ୍ତ ଲୋକ ଅଟନ୍ତି।ସେଇଠି R ନାମ ଧାରୀ ବ୍ୟକ୍ତି ଏମାନଙ୍କର ବହୁତ ଅଲଗା ଉର୍ଯା ଓ ପ୍ରଭାବ ରହିଥାଏ,ଏମାନଙ୍କର ସ୍ଵଭାଵ ଓ ବ୍ୟକ୍ତିତ୍ୱ ବହୁତ ଅଲଗା ହୋଇଥାଏ ଏମାନେ ବହୁତ ସୌଖିନ ଲୋକ ହେଇଥାନ୍ତି।ବ୍ୟକ୍ତିତ୍ୱ କ୍ଷେତ୍ରରେ ଦୁଇଜଣ ବହୁତ ସମାନ ଅଟନ୍ତି ଓ ତାଙ୍କୁ ଏଥିରେ କୌଣସି ଅସୁବିଧା ହୋଇନଥିବ।

୨.ଦ୍ଵିତୀୟରେ ଆସିବ ସ୍ଵଭାଵ, M ନାମକ ବ୍ୟକ୍ତିଙ୍କ ସ୍ଵଭାଵ ବହୁତ ଭଲ ହୋଇଥାଏ କିନ୍ତୁ ଯେତେବେଳେ ସେ ରାଗନ୍ତି ସେ କାହାର ସୁଣନ୍ତିନି।ଏମାନଙ୍କ ସ୍ୱଭାବରେ ବହୁତ ମାତ୍ରରେ ବିଶ୍ୱାସ ପଣ ଥାଏ ଏମାନେ ଇମାନ୍ଦାରି ଶହ କେବେବି ବୁଝାବଣା କରିନଥାନ୍ତି।ସେହିଠାରେ R ନାକମ ଲୋକ ବହୁତ ସୌଖିନ ପୁର୍ଣ୍ଣ ହୋଇଥାନ୍ତି।ଏମାନେ ବହୁତ ଉଦାର ହୃଦୟ ବିଶିଷ୍ଟ ଲୋକ ଅଟନ୍ତି।କହିବାକୁ ଗଲେ ଦୁଇଜଣ ବହୁତ ଭଲ ସ୍ୱଭାବର ହୋଇଥାନ୍ତ ଯାହାଫଳରେ ଆମକୁ ସେଥିପାଇଁ କୌଣସି ଅସୁବିଧା ହୋଇନଥାଏ।

୩.ତୃତୀୟରେ ଆସିନ ଆର୍ଥିକ ଅଵସ୍ଥା,M ମାନେ ନିଜ ସଚୋଟ ପଣିଆ ଓ କଷ୍ଟ ପରିଶ୍ରମରେ ନିଜ ବଳରେ ବହୁତ ପଇସା ରୋଜଗାର କରନ୍ତି।ଏମାନଙ୍କର ସ୍ୱପ୍ନ ଥାଏକି ଏମାନଙ୍କର ଗୋଟେ ସନ୍ତୁଳିତ ଜୀବନ ଥାଉ।ସେହିଠାରେ R ନାମକ ଲୋକ ବୁଦ୍ଧି ମତାରେ ବହୁତ ଆଗରେ ଥାଆନ୍ତି ଏମାନେ ସାଂସ୍କୃତିକ କ୍ଷେତ୍ରରେ ବହୁତ ରୁଚି ରଖନ୍ତି।ଏମାନଙ୍କ ଭିତରେ ସମୟ ସମୟରେ ଏମିତି କିଛି କଳା ଥାଏ ଯେଉଁଥିପାଇଁ ଏମାନେ ପଇସା ରୋଜଗାର କରିନିଆନ୍ତି।ଦୁଇ ଜଣ ହିଁ ବହୁତ ଭଲ ପଇସା ରୋଜଗାର କରନ୍ତି।

୪.ଚାରିରେ ଆସିବ ବ୍ୟବହାର,M ନାମକ ଲୋକ ବହୁତ ଉଦାର ହୃଦୟ ବିଶିଷ୍ଟ ଅଟନ୍ତି ସେଠି R ନାମକ ଲୋକବି ବହୁତ ଉଦାର ହୃଦୟ ବିଶିଷ୍ଟ ଅଟନ୍ତି।ଏମାନେ କୌଣସି ଭୋକିଲାକୁ ଦେଖିଲେ ଖାଦ୍ୟ ଦେବେ ଓ କିଏ ମାଗିଲେ ତୁରନ୍ତ ପଇସା ମଧ୍ୟ ଦେବେ।ଏହି ଉଦାରତା ପାଇଁ ଏମାନଙ୍କର ବହୁତ ସାଙ୍ଗ ଓ ବହୁତ ସାଥି ଥାଆନ୍ତି।ବ୍ୟବହାର ପାଇଁ ଏମାଙ୍କୁ କେବେ କୌଣସି ଅସୁବିଧା ଆସିନଥାଏ।

୫.ପାଞ୍ଚରେ ଆସିବ ଜୀବନ,M ନାମ ବିଶିଷ୍ଟ ଲୋକ ଜୀବନକୁ ଗୋଟେ ଅଲଗା ନଜରରେ ଦେଖନ୍ତି ଏମାନେ ଭାଵନ୍ତି ଆମ ଆଖ ପାଖରେ ଥିବା ଲୋକ ଭଗବାନଙ୍କ ଅବତାର ଅଟନ୍ତି ଓ ଏମାନଙ୍କୁ ଭଲ ଭାବରେ ରଖିବା ଓ ଚଲେଇବା ଏମାନଙ୍କ ପ୍ରମୁଖ କର୍ତ୍ତବ୍ୟ ଅଟେ।ସେଠି R ନାମକ ଲୋକ ଭାଵନ୍ତି ମୁଁ ଜୀବନରେ ପଇସା ରୋଜଗାର ପାଇଁ ଆସିଛନ୍ତି ଓ ଜୀବନକୁ ବଞ୍ଚିବାକୁ ଆସିଛନ୍ତି।ଜୀବନରେ ସେଖିବାକୁ ଗଲେ ଏମାନଙ୍କୁ ବେସି କିଛି ଅସୁବିଧା ଆସିନଥାଏ।

୬.ଛଅରେ ଆସିବ ଧାର୍ମିକ,M ଓ R ନାମକ ଦୁଇଜଣ ଜାଙ୍କ ଧାର୍ମିକ ସ୍ୱଭାବର ଅଟନ୍ତି ଓ ଏମାନେ ଭଗବାନଙ୍କ ଉପରେ ଯଥେଷ୍ଟ ଭରସା ରଖନ୍ତି କେହି କହିଥାଏତ ସେଠାକୁ ଯାଇଥାନ୍ତି ସେ ମନ୍ଦିର ବା ଯେକୌଣସି ଧାର୍ମିକ ସ୍ଥାନ ହେଉ।ଧାର୍ମିକ କ୍ଷେତ୍ରରେବି ଏମାନଙ୍କୁ କୌଣସି ଅସୁବିଧା ଆସିନଥାଏ।

୭.ସାତରେ ଆସିବ ନକାରାତ୍ମକ ଭାବ,M ନାମକ ବ୍ୟକ୍ତିଙ୍କ ନକାରାତ୍ମକ ଭାବ ଥାଏକି ଯଦି ଅନ୍ୟକେହି ନିଜ ମର୍ଯ୍ୟାଦା ଲଙ୍ଘନ କ୍ରେ ସେ ନିଜର ହିତାହିତ ଜ୍ଞାନ ହରେଇ ବସନ୍ତି ଓ ନଭାବି ନଚିନ୍ତି କିଛିବି କାମ କରିବାକୁ ପ୍ରସ୍ତୁତ ହୋଇଯାନ୍ତି।ସେଠି R ନାମକ କ୍ଷେତ୍ରରେ ସେ ବହୁତ ଶିଘ୍ର ରାଗି ଯାଆନ୍ତି ଓ ନିଜ ସ୍ୱାର୍ଥ କଥା ବହୁତ ଶିଘ୍ର କରନ୍ତି ଓ ସେ ନିଜର ସ୍ବାର୍ଥ ହାସଲ କଥା ଶିଘ୍ର କହିଦିଅନ୍ତି।ଏହିଠାରେ ଦୁହେଁ ଦୁହିଁଙ୍କୁ ବୁଝିବାକୁ ପଡିବ ନ ହେଲେ ଏଠାରେ ବହୁତ ବଡ଼ ଅସୁବିଧା ହେବାକୁ ପଡି ପାରେ।

ସେଥିପାଇଁ ଏଠି ଦୁହେଁ ଦୁହିଁଙ୍କୁ ବୁଝିବାର ଅଛି ଆଉ ଅଲଗା ଦେଖିବାକୁ ଗଲେ ସେ ନିଜ ଜୀବନ ବହୁତ ଖୁସିରେ ବଞ୍ଚି ପାରିବେ।

Leave a Reply

Your email address will not be published. Required fields are marked *