ଫୋଟୋ ଦେଖି କୁହନ୍ତୁ ଗାଡି କେଉଁ ନମ୍ବର ରେ ଠିଆ ହେଇଚି – କେବଳ ବୁଦ୍ଧିମାନ ଲୋକ ଏହାର ଜବାବ ଦେଇ ପାରିବେ… ଜଲ୍ଦି କମେନ୍ଟ କରନ୍ତୁ
1 min read
ଆସନ୍ତୁ ଜାଣିବା ଏମିତି ପାଞ୍ଚଟି ପ୍ରଶ୍ନ ଯଦି ଆପଣ ନିଶ୍ଚିନ୍ତ ବୁଦ୍ଧିମାନ ହେଇଥିବେ ତାହେଲେ ଆପଣ ନିଶ୍ଚିନ୍ତ ଏହାର ଉତ୍ତର ଦେଇ ପାରିବେ।ଆସନ୍ତୁ ଜାଣିବା ପ୍ରଥମ ପ୍ରଶ୍ନ:-ଗୋଟିଏ ଦିନ ରାମ କାମ ଖୋଜିବା ପାଇଁ ଘରର ବାହାରକୁ ଯାଇଥିଲେ,ସେ ରାସ୍ତାରେ ଗଲାବେଳେ ତାକୁ ଆଲାଦିନର ଚିରାଗ ମିଳିଲା ସେ ଚିରାଗକୁ ଛୁଇଁବା ଦ୍ୱାରା ତଅଭିତରୁ ଜିନ ବାହାରକୁ ଆସିଥାଏ,ସେ ଜିନ ରାମକୁ କହିଲା ହେ ମୋର ପ୍ରଭୁ ଆପଣ ଯାହା ମାଗିବାର ଅଛି ଆପଣ ମାଗନ୍ତୁ କିନ୍ତୁ କେବଳ ଆପଣ ଥରେ ମାଗି ପାରିବେ।କାରଣ ସେ କେବଳ ତାର ଗୋଟେ ଇଛା ପୂର୍ଣ୍ଣ କରି ପାରିବେ।ରାମ ଘରକୁ ଯାଏ ଓ ତା ମାକୁ କହିଲା ମା ଆପଣଙ୍କୁ କଣ ଦରକାର,ତା ମା ତାକୁ କହିଲା ପୁଅ ମୁଁ ଅନ୍ଧ ମୋର ଆଖି ଦରକାର।
ତାପରେ ସେ ତା ସ୍ତ୍ରୀକୁ ପଚାରିଲା,ତାପରେ ତା ସ୍ତ୍ରୀ କହିଲା ମୁଁ ଛୁଆ ଜନ୍ମ କରି ପାରିବିନି ମୋର ଛୁଆ ଦରକାର।ତାପରେ ତା ବାପା ତାକୁ କହିଲେ ପୁଅ ଆମେ ବହୁତ ଗରିବ ଅଟୁ ମତେ ଧନ ସମ୍ପତି ଦରକାର।ଏବେ ଆପଣ କୁହନ୍ତୁ ରାମ ଏମିତି କଣ ମାଗିବ କି ସେ ତିନିଜଣଙ୍କ ଇଛା ପୁର୍ଣ୍ଣ ହୋଇଯିବ ?
ଉତ୍ତର:- ରାମ ସେ ଜୀନକୁ ମାଗିବେ କି ମୋ ମା ମୋ ପିଲାଛୁଆଙ୍କୁ ଟଙ୍କାରେ ଖେଳୁ ଥିବାର ଦେଖିବାକୁ ଚାହୁଁଛନ୍ତି।ଯାହାଦ୍ୱାରା ସେ ତିନିଜଣଙ୍କ ଇଛା ପୁର୍ଣ୍ଣ ହୋଇଯିବ।
ଆସନ୍ତୁ ଜାଣିବା ଦ୍ୱିତୀୟ ପ୍ରଶ୍ନ:-ଯଦି ଆପଣ କୋଇଣସି କାରର ଭିତରେ ବସିଛନ୍ତି ଆଉ କେହି ସେ କାରକୁ ବାହାରୁ ତାଲା ପକେଇଦେଵ ଆପଣଙ୍କ ପାଖରେ ଦୁଇଟି କଦଳୀ ଅଛି ତାବ୍ୟତୀତ ଆପଣଙ୍କ ପାଖରେ ଆଉ କିଛି ନାହିଁ ତ ଆପଣ କୁହନ୍ତୁ କାରର ବାହାରକୁ କିପରି ଆସିବେ ?
ଉତ୍ତର:-ଏହାର ଉତ୍ତର ହେଲା,ଆପଣ କବାଟ ଖୋଲି ବାହାରକୁ ଆସିବେ କାରଣ କୌଣସିବି କାରକୁ ବିନା ଚାବିରେ ଭିତର ପଟରୁ ଖୋଲି ହେବ।
ଆସନ୍ତୁ ଜାଣିବା ତୃତୀୟ ପ୍ରଶ୍ନ:-ଏମିତି କେଉଁ ପ୍ରଶ୍ନ ଅଟେ ଯାହାର ଉତ୍ତର ପ୍ରତ୍ୟକ ସମୟରେ ବଦଳି ଥାଏ ?
ଉତ୍ତର:-ଏହାର ଉତ୍ତର ହେଲା,ସେ ପ୍ରଶ୍ନଟି ହେଉଛି ଟାଇମ କେତେ ହେଇଛି ବା ସମୟ କେତେ ହେଇଛି।
ଆସନ୍ତୁ ଜାଣିବା ଚତୁର୍ଥ ପ୍ରଶ୍ନ:-ଯଦି ଆକାଶ ର ମା ରବିର ମା ଝିଅ ଅଟେ,ତ ଆକାଶ ରବିର କଣ ହେବ ?
ଉତ୍ତର:- ଏହାର ଉତ୍ତର ହେଲା,ଆକାଶ ରବୀର ଭଣଜା ହେବ।
ଆସନ୍ତୁ ଜାଣିବା ପଞ୍ଚମ ପ୍ରଶ୍ନ:-ଗୋଟେ ପାର୍କୀଙ୍ଗରେ ୬ ଟି ଧାଡି ଅଛି ସେ ସବୁ ଧାଡିରେ ଭିନ୍ନ ଭିନ୍ନ ନମ୍ବର୍ ଲେଖା ହୋଇଛି,ପ୍ରଥମ ଧାଡିରେ ଅଛି 16 ନମ୍ବର,ଦ୍ୱିତୀୟ ଧାଡିରେ ଅଛି 09 ନମ୍ବର୍,ତୃତୀୟ ଧାଡିରେ ଅଛି 68 ନମ୍ବର,ଚତୁର୍ଥ ଧାଡିରେ ଅଛି 88 ନମ୍ବର ଓ ପଞ୍ଚମ ଧାଡିରେ କାର ଥୁଆ ହୋଇଛି ଓ ଛଅ ନମ୍ବର୍ ଧାଡିରେ 98 ନମ୍ବର୍ ଅଛି।ତାହେଲେ ଆପଣ କୁହନ୍ତୁ କାର କେଉଁ ନମ୍ବର୍ ଉପରେ ପାର୍କ ହୋଇଛି ?
ଉତ୍ତର:- ଏହାର ଉତ୍ତର ହେଲା,ଆପଣ ସେ ପାର୍କଙ୍ଗ କୁ ଗୋଟେ ପଟୁ ଦେଖିବେ ଆପଣ ଗୋଟେ ପଟରେ ଠିଆ ହେଲେ ଆପଣ ମାନଙ୍କୁ ଏ ନମ୍ବର୍ ଦେଖାଯିବ ଓ ତାକୁ ଓଲଟା ଦେଖିଲେ ଆପଣ ଦେଖିବେକି ପ୍ରଥମ ଲାଇନରେ 86,ଦ୍ୱିତୀୟ ଲାଇନରେ ଗାଡି ଥୁଆ ହେଇଛି,ତୃତୀୟ ଲାଇନରେ 88,ଚତୁର୍ଥ ଲାଇନରେ 89,ପଞ୍ଚମ ଲାଇନରେ 90,ଛଅ ନମ୍ବରରେ ଦେଖିବେ 91 ଅଛି।ସେହି ହିସାବରେ କାର ଥୁଆ ହୋଇଥିବା ଜାଗାରେ ଲେଖା ଯାଇଥିବା ସଂଖ୍ୟା ହେଉଛି 87 ନମ୍ବର୍ ଅଟେ।