March 8, 2025

Odia Express

Here, There and Everywhere

ତେଲୁଗୁ ଫିଲ୍ମ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ସମୁଦାୟ କେତେ ସମ୍ପତି ଆପଣ ଜାଣିଛନ୍ତି କି ? ଏବେ ଜାଣିରଖନ୍ତୁ କେତେ ଶହ କୋଟିର ମାଲିକ ସେ..

ସାଙ୍ଗମାନେ ଏମିତି କିଛି ସମୟ ଥିଲା ଦକ୍ଷିଣଭାରତର ଚଳଚିତ୍ର ଦକ୍ଷିଣ ଭାରତ ଛଡା ଅନ୍ୟ କୌଣସି ସ୍ଥାନରେ ଦେଖା ଯାଉ ନଥିଲା।କଥାରେ ଅଛି ନା ସମସ୍ତଙ୍କ ସମୟ ଆସେ,ଏହାହିଁ ଦକ୍ଷିଣଭାରତର ଚଳଚିତ୍ର ସହିତ ହେଲା।ଆଜିକାଲି ଦକ୍ଷିଣଭାରତର ଚଳଚିତ୍ର ନା କେବଳ ଭାରତରେ କହିବାକୁ ଗଲେ ସମ୍ପୂର୍ଣ୍ଣ ଦେଶରେ ବହୁତ ପ୍ରସିଦ୍ଧ ହୋଇଚାଲିଛି।ଏହା ସବୁ କେବଳ ସମ୍ଭବ ପର ହୋଇପାରିଛି କେବଳ ଦକ୍ଷିଣର ପ୍ରତିଭାଷାଳି ଅଭିନେତାଙ୍କ ପାଇଁ।ଆଜି ଆମେ ଏଠି କଥା ହେବା ଅଲୁ ଅର୍ଜୁନଙ୍କ ବିଷୟରେ।

ସାଙ୍ଗମାନେ ଅଲୁ ଅର୍ଜୁନଙ୍କ ଡାକ ନାମ ବନି ଓ ଷ୍ଟାଇଲିସ ଷ୍ଟାର ଅଟେ ଓ ୟାଙ୍କର ଜନ୍ମ ୮ ଅପ୍ରେଲ ୧୯୮୨ ରେ ଚେନ୍ନାଇ ଠାରେ ହୋଇଥିଲା ଓ କହିବାକୁ ଗଲେ ବର୍ତ୍ତମାନ ତାଙ୍କର ବୟସ ହେଇଯାଇଛି ୩୮ ବର୍ଷ।ସେ ନିଜର ବିଦ୍ୟାଳୟ ସେଣ୍ଟ. ପ୍ୟାଟ୍ରିକ ବିଦ୍ୟାଳୟ,ଚେନ୍ନାଇ ଠାରେ କରିଥିଲେ ଓ ତାପରେ ସେ ଏମ.ଏସ.ଆର କଲେଜ,ହାଇଦ୍ରାବାଦରେ ବି.ବି.ଏ କଲେ।ଅଲୁ ଅର୍ଜୁନଙ୍କୁ ପିଲାବେଳୁହିଁ ଅଭିନେତା ହେବାର ବହୁତ ବଡ଼ ସୌକ ଥିଲା।

ଅଲୁ ଅର୍ଜୁନ ନିଜ ପେଶାରୁ ଜଣେ ଅଭିନେତା,ନିର୍ଦ୍ଦେଶକ,ମଡେଲ ଓ ପରିଚାଳକ ଅଟନ୍ତି।ସେ ନିଜର ବୃତ୍ତିର ଆରମ୍ଭ ୧୯୮୫ ରେ ଛୁଆ ଅଭିନେତା ଭାବେ ଆରମ୍ଭ କରିଥିଲେ ସେ ଚଳଚିତ୍ର ନାମ ଥିଲା ବିଜେତା।ତାପରେ ସେ ଡ଼ାଡି ନାମକ ଚଳଚିତ୍ରରେ ନାଚୁଥିବାର ଦେଖାଯାଇଥିଲା ଯାହା ୨୦୦୧ ରେ ଆସିଥିଲା।ସେ ୨୦୦୩ ରେ ପ୍ରକାଶିତ ଚଳଚିତ୍ର ଗଙ୍ଗୋତ୍ରୀ ଚଳଚିତ୍ରରେ ମୁଖ୍ୟ ଅଭିନେତା ଭାବେ ଦେଖାଯାଇଥିଲେ।ତାଙ୍କୁ ଏ ଚଳଚିତ୍ର ପାଇଁ ସର୍ବୋତ୍ତମ ପୁରୁଷ ଡେବ୍ୟୁ ଭାବେ ପୁରସ୍କୃତ କରାଗଲା।

ତାପରେ ୨୦୦୪ ରେ ଆରିୟା ନାମକ ଚଳଚିତ୍ର କଲେ।ତାଙ୍କର ଗୋଟେ ଚଳଚିତ୍ର ଆସିଥିଲା ବନି ଏହି ଚଳଚିତ୍ର ସମ୍ପୂର୍ଣ୍ଣ ଭାରତରେ ତାଙ୍କୁ ପ୍ରସିଦ୍ଧ କରିଥିଲା।ତାଙ୍କର ବହୁତ ପ୍ରସିଦ୍ଧ ଚଳଚିତ୍ର ଗୁଡିକ ହେଲା ହାପି,ସଙ୍କର ଦାଦା ଝିନ୍ଦାବାଦ,ଆରୀଆ ୨,ବଦ୍ରିନାଥ,ସନ ଅଫ ସତ୍ୟମୂର୍ତ୍ତି ଓ ୟାଭଡୁ।ଆସନ୍ତୁ ଜାଣିବା ଅଲୁ ଅର୍ଜୁନ ପାଇ ଥିବା ପୁରସ୍କାର ବିଶୟରେ ତାଙ୍କୁ ବହୁତ ଫିଲ୍ମଫେୟାର,ନନ୍ଦି ଓ ସାଉଥ ଇଣ୍ଡିଆନ ଆୱାର୍ଡ ମିଳି ସାରିଛି ତାଙ୍କର ଚଳଚିତ୍ର ସନ ଅଫ ସତ୍ୟମୂର୍ତ୍ତି,ୟାଭଡୁ ଓ ଆରୀଆ ୨ କାରଣରୁ।

ଆସନ୍ତୁ ଜାଣିବା ତାଙ୍କ ପରିବାର ବିଷୟରେ ତାଙ୍କ ବାପାଙ୍କ ନାମ ହେଲା ଅଲୁ ଅରବିନ୍ଦ,ମା ହେଉଛନ୍ତି ନିର୍ମଳା ଅଲୁ।ତାଙ୍କ ଭଉଣୀ ହେଲେ ସୁରକ୍ଷା କୋନିନଡାଲ,ତାଙ୍କର ଦୁଇ ଭାଇ ଅଛନ୍ତି ତାଙ୍କ ନାମ ହେଲା ଅଲୁ ସିରିସ ଓ ଭେଙ୍କେଟେଷ।ତାଙ୍କ ସ୍ତ୍ରୀଙ୍କ ନାମ ସ୍ନେହା ରେଡ୍ଡୀ,ତାଙ୍କ ପୁଅ ଓ ଝିଅର ନାଁ ହେଲା ଆରହା ଓ ଆରୟାନ।ଆସନ୍ତୁ ଜାଣିବା ତାଙ୍କ ରୋଜଗାର ବିଷୟରେ,ସେ ଗୋଟେ ଚଳଚିତ୍ର କରିବା ପାଇଁ ୧୦ କୋଟି ଟଙ୍କା ନିଅନ୍ତି।

ତାଙ୍କର ବେଶିରୁ ବେସି ରୋଜଗାର ତାଙ୍କର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ରୁ ଆସେ ଯାହା ପାଖା ପାଖି ୩ କୋଟି ହୋଇଥାଏ।ସେ ବହୁତ ପ୍ରସିଦ୍ଧ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି ଜରମିଟିକି ପୃଟି,ଓଏଲଏକ୍ସ,ଟିସଟ, ଏହା ବ୍ୟତୀତ ସେ ୩୬୦ କୋଟି ଟଙ୍କାର ପୁଞ୍ଜିନିବେଶ କରିଛନ୍ତି।ଆସନ୍ତୁ ଜାଣିବା ତାଙ୍କ ନେଟ ୱର୍ଥ ହେଉଛି ୮୦୦ କୋଟି ଟଙ୍କା।ତାଙ୍କର ଏହି ନେଟ ୱର୍ଥରେ ୨୦୧୭ରେ ୩୦ କୋଟି ବଢିଥିଲା ଓ ୨୦୧୮ରେ ୫୦ କୋଟି ବଢିଥିଲା।ତାଙ୍କଟ ହାଇଦ୍ରାବାଦରେ ଗୋଟେ ବଢିଆ ଘର ଅଛି ଯାହାର ଦାମ ୧୦୦ କୋଟି ଅଟେ।

ଆସନ୍ତୁ ଜାଣିବା ତାଙ୍କ ଗାଡି ସଂଗ୍ରହ ବିଷୟରେ ସେ ମୋଟ ୧୦ କୋଟି ଟଙ୍କାର ଗାଡି ସଂଗ୍ରହ ଅଛି।ତାଙ୍କର ଗୋଟେ ଅଛି ହମ୍ମର ଏଚ୨ ଯାହାର ମୂଲ୍ୟ ୮୦ ଲକ୍ଷ୍ୟ ଅଟେ।ମରସିଡିଜ ଜିଏଲଇ ୩୫୦ଡ଼ି ଯାହାର ମୁଲ୍ୟ ୯୦ ଲକ୍ଷ୍ୟ ଅଟେ,ବିଏମ୍ଡ଼ବ୍ଲ୍ୟ ଏକ୍ସ ୬ ଏମ ଯାହାର ଦାମ ୧ କୋଟି ଅଟେ,ତାପରେ ଜାଗୁଆର ଏକ୍ସଜେଏଲ ଯାହାର ମୂଲ୍ୟ ୪ କୋଟି ଅଟେ।ତାପରେ ଭୋଲଭୋ ଏକ୍ସସି ୯୦ ଟି୮ ଯାହାର ମୂଲ୍ୟ ୧.୩ କୋଟି ଅଟେ,ତାପରେ ଆସିବ ରେଞ୍ଜ ରୋବର ଭୋଗୟୁ ଯାହାର ମୂଲ୍ୟ ୩ କୋଟି ଅଟେ।ତାଙ୍କ ପାଖରେ ଗୋଟେ ଭେନିଟି ଭ୍ୟାନ ଅଛି ଯାହାର ମୂଲ୍ୟ ୭ କୋଟି ଅଟେ।ଏହା ଥିଲା ଅଲୁ ଅର୍ଜୁନଙ୍କ ଜୀବନ ଶୈଳୀ ବିଷୟରେ।

Leave a Reply

Your email address will not be published. Required fields are marked *