June 21, 2025

Odia Express

Here, There and Everywhere

P ନାମ ଵାଲା ଲୋକ ଓ R ନାମ ର ଲୋକଙ୍କ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ – କାହା ସ୍ୱଭାବ କିପରି ଜାଣିରଖନ୍ତୁ…

1 min read

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ମଣିଷ ମାନଙ୍କ ସ୍ୱଭାବ ଅନେକ କଥା ଉପରେ ନିର୍ଭର କରେ।ଆପଣଙ୍କୁ କହିରଖିବୁ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ସେହି ବ୍ୟକ୍ତିର ସ୍ୱଭାବ ବିଷୟରେ ସହଜରେ ଜାଣିହେବ।ଆଜି ଆମେ ଆପଣଙ୍କୁ P ନାମ ଵାଲା ଓ R ନାମ ଵାଲା ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ କହିବୁ।ଏଥିପାଇଁ ଉଦାହରଣ ପାଇଁ ପ୍ରିୟଙ୍କା ଚୋପ୍ରା ଓ ରଣବିର ସିଂ ଙ୍କ ଉଦାହରଣ ନେବା।।ଜାଣିବା ଦୁହିଁଙ୍କ ମଧ୍ୟରୁ ସବୁଠୁ ଅଧିକ ଶକ୍ତିଶାଳୀ କିଏ ହୋଇଥାଏ।

ସର୍ଵ ପ୍ରଥମେ ଜାଣିବା P ନାମ ଵାଲା ଲୋକ କିପରି ହୋଇଥାନ୍ତି।ସେମାନଙ୍କ ଭିତରେ କଣ କମି ଥାଏ ଓ କଣ ଭଲ ଗୁଣ ଥାଏ। P ଅକ୍ଷର ଇଂରାଜୀରେ ୧୬ ତମ ଅକ୍ଷର ଅଟେ।ଏପରି କୁହାଯାଇଛି କି ଏହି ଅକ୍ଷର ଲୋକମାନେ ଦେଖିବାକୁ ବହୁତ ଆକସ୍ମକ ଓ ସୁନ୍ଦର ହୋଇଥାନ୍ତି।ଏପରି ଲୋକ ବାହାରେ ଶାନ୍ତ ଦେଖାଯାଇଥାନ୍ତି କିନ୍ତୁ ମନ ଭିତରେ ଚିନ୍ତିତ ରହିଥାନ୍ତି।ଏମାନେ ନିଜ ଅନ୍ତରର କଥା କାହାକୁ ଜାଣିବାକୁ ଦେଇନଥାନ୍ତି।

ଯେପରି ଆମ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ।ସେ ଜଣେ ଶାନ୍ତ ସ୍ୱଭାବର ଅଭିନେତ୍ରୀ ଅଟନ୍ତି।ସେ ଦେଖିବାକୁ ବି ବହୁତ ସୁନ୍ଦର ଅଟନ୍ତି।କିନ୍ତୁ ସେ ଯାହା ଉପରେ ରାଗନ୍ତି ସେ ଆଉ କେବେ ତା ପ୍ରତି କୌଣସି ସମ୍ପର୍କ ରଖିନଥାନ୍ତି।ଏମାନେ ଅଧିକ ଜିଦିଆ ହୋଇଥାନ୍ତି।ଏମାନଙ୍କୁ ପ୍ରେମରେ ଅଧିକ ବିଶ୍ୱାସ ଥାଏ।ଏମାନଙ୍କ ପ୍ରେମରେ ଅଧିକ ଅଶୁବିଧା ଆସିଥାଏ କିନ୍ତୁ ଏମାନେ ଯାହାକୁ ପ୍ରେମ କରନ୍ତି ତାକୁ କେବେ ମଲା ପର୍ଯ୍ୟନ୍ତ ନିଜଠୁ ଅଲଗା କରନ୍ତିନି।ଏମାନେ ଅନେକେ ପରିଶ୍ରମ କରିଥାନ୍ତି କିନ୍ତୁ ସେଥିରେ ସଫଳ ହୋଇନଥାନ୍ତି କିନ୍ତୁ ତଥାପି ନିରାଶ ନ ହୋଇ ପୁନଃ କାମକୁ କରିବାକୁ ଚେଷ୍ଟା କରିଥାନ୍ତି।

ଏବେ ଜାଣିବା କିପରି ହୋଇଥାନ୍ତି R ନାମ ଵାଲା ବ୍ୟକ୍ତି।ଏଥିପାଇଁ ଆମେ ରଣବିର ସିଂ ଙ୍କ ଉଦାହରଣ ନେବା।ଏପରି ବ୍ୟକ୍ତି ଅଧିକ ଶାନ୍ତ ସ୍ୱଭାବର ହୋଇଥାନ୍ତି ଓ ଅଧୁକ କଥାବାର୍ତ୍ତା କରିଥାନ୍ତି।ଏମାନେ କେବଳ ଭଲ କଥା ଉପରେ ଧ୍ୟାନ ଦେଇଥାନ୍ତି।ଏମାନେ ଯେଉଁ କାମ କରିଥାନ୍ତି ସେଥିରେ ସଫଳ ହୋଇଥାନ୍ତି।ଏମାନେ ଅନ୍ୟକୁ ସାହାଯ୍ୟ କରିଥାନ୍ତି।ଆମର ବଲିଉଡ ଅଭିନେତା ରଣବିର ସିଂ ବି ବହୁତ ଭଲ ଅଭିନେତା ସେ ଯେଉଁ ଫିଲ୍ମ କରିଥାନ୍ତି ସେଥିରେ ପୁରା ପରିଶ୍ରମ ସହ ଭଲ ଅଭିନୟ କରିଥାନ୍ତି।ଏପରି ବ୍ୟକ୍ତି ବହୁତ ସୁନ୍ଦର ହୋଇଥାନ୍ତି ଯାହା ଦ୍ବାରା ସମସ୍ତେ ଏମାନଙ୍କ ପ୍ରତି ଭଲ ପାଇବା ଦେଇଥାନ୍ତି।ଏମାନେ କେବଳ ଜଣଙ୍କୁ ଭଲ ପାଇଥାନ୍ତି କିନ୍ତୁ ଏମାନଙ୍କୁ ସେଥିରେ ଧୋକା ମିଳିଥାଏ କାରଣ ଏମାନେ ପ୍ରେମକୁ ନେଇ ସ୍ୱାର୍ଥପର ହୋଇଥାନ୍ତି।

ଏମାନେ ସାମାଜରେ ଅନେକ ଭଲ କାମ କରିଥାନ୍ତି।ଏମାନେ ବହୁତ ଜ୍ଞାନୀ ହୋଇଥାନ୍ତି।ଏମାନଙ୍କ ହୃଦୟ ବହୁତ ଭଲ ହୋଇଥାଏ।କାହା ଦ୍ଵାରା ବି ନିଜ କାମ କରିବା ଏମାନଙ୍କୁ ଜଣା।ଯେପରି ଏମାନଙ୍କ ବୟସ ବଢିଥାଏ ଏମାନଙ୍କ ପଇସା ଓ ସଂମାନ ସେହିପରି ବଢିଥାଏ।କିଏ କଣ ଭାବିବ ବା କହିବ ସେଥିରେ ଏମାନଙ୍କୁ କୌଣସି ଫରକ ପଡିନଥାଏ।ଏମାନଙ୍କୁ ଯାହା ଭଲ ଲାଗେ ଏମାନେ ତାହା କରନ୍ତି।ଏମାନଙ୍କ ବିବାହିତ ଜୀବନରେ କିଛି ଅଶୁବିଧା ଆସିଥାଏ।

Leave a Reply

Your email address will not be published. Required fields are marked *