June 27, 2025

Odia Express

Here, There and Everywhere

କମ କଥା ବାର୍ତ୍ତା କରୁଥିବା ନାରୀ କିପରି ପ୍ରକୃତି ର ହୋଇଥାନ୍ତି- ଚାଣକ୍ୟ ନୀତି ଜାଣିରଖନ୍ତୁ..

ଆମ ମାନଙ୍କ ମଧ୍ୟରୁ ଅନେକ ଏଭଳି ଲୋକ ଅଛନ୍ତି ଯେଉଁମାନେ ଅଧିକ କଥା ବାର୍ତ୍ତା କାହାରି ସହ ମଧ୍ୟ କରନ୍ତି ନାହିଁ। କିନ୍ତୁ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଯେଉଁ ମାନେ ଉଚ୍ଚ ଆବାଜ ରେ କଥା ବାର୍ତ୍ତା ହୁଅନ୍ତି। ଲୋକ ମାନଙ୍କ ଆଗରେ ଭାଷଣ ମାରନ୍ତି। ପ୍ରଶଂସିତ ହେବା ପାଇଁ। ଏଭଳି ଲୋକ ନିଜ କଥା ଦ୍ୱାରା ଅନ୍ୟ ମାନଙ୍କୁ ନିଜ ଅଧୀନରେ ରଖିବାକୁ ଚାହଁନ୍ତି। କମ କଥା ବାର୍ତ୍ତା କରୁଥିବା ବ୍ୟକ୍ତି ଙ୍କ ଉପରେ ଏମାନେ ଅଧିକ ଅତ୍ୟାଚାର କରନ୍ତି ।କାରଣ କମ କଥାବାର୍ତ୍ତା କରୁଥିବା ବ୍ୟକ୍ତି ମାନେ କେବେ ହେଲେ ଏମାନଙ୍କ ବିରୋଧ କରି ପାରନ୍ତି ନାହିଁ। ଏହି ବ୍ୟକ୍ତି ମାନେ କମ କଥା ବାର୍ତ୍ତା କରୁଥିବା ଲୋକଙ୍କ ବିରୋଧ କରିଥାନ୍ତି ସହ୍ୟ କରନ୍ତି ନାହିଁ। କାରଣ ଏମାନେ ଅଧିକାଂଶ ସମୟ ଚୁପ ଚାପ ରହିଥାନ୍ତି। ଏମାନେ ଅନ୍ୟ କାହାରି ପ୍ରତିବାଦ କରି ପାରନ୍ତି ନାହିଁ।ତେଣୁ ଏମାନଙ୍କ ଉପରେ ଅନେକ ନିଜ କ୍ରୋଧ ଶୁଝାଇ ଥାନ୍ତି।ସମସ୍ତେ ଏମାନଙ୍କ ଫାଇଦା ଉଠାନ୍ତି।

ଯେଉଁ ନାରୀ ମାନେ କମ୍ କଥା କୁହନ୍ତି ସେମାନେ ବହୁତ କିଛି ଲୁଚାନ୍ତି। ଏମାନେ ବହୁତ ସରଳ ହୋଇଥାନ୍ତି। ନିଜ ସ୍ୱାମୀ ଙ୍କୁ କୌଣସି ପ୍ରକାର ଦୁଃଖ ଦିଅନ୍ତି ନାହିଁ। ନିଜ ସ୍ୱାମୀ ଙ୍କ ଗାଳି ମଧ୍ୟ ଚୁପ ଚାପ ସହି ନିଅନ୍ତି। ଏମାନେ କାହାକୁ ପ୍ରତିବାଦ ମଧ୍ୟ କହି ପାରନ୍ତି ନାହିଁ। ଏମାନେ ଚୁପ ଚାପ ସବୁ ଦୁଃଖ ସହି ଯାଆନ୍ତି। ଏମାନେ ନିଜ ସ୍ୱାମୀ ଙ୍କୁ କେବେ ହେଲେ ଦୁଃଖ ଦିଅନ୍ତି ନାହିଁ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କେବେ ମଧ୍ୟ ଏତେ ସିଧା ସାଧା ସରଳ ହେବା ଉଚିତ ନୁହେଁ କାରଣ ସିଧା ଗଛ ପ୍ରଥମେ ହିଁ କଟା ହୁଏ। ଆଉ ବଙ୍କା ଗଛ ସହ କେହି ଲାଗନ୍ତି ନାହିଁ। ସାପ ଜେତେ ଦୁର୍ବଳ ଯେତେ ବୃଦ୍ଧ ହୋଇଗଲେ ମଧ୍ୟ ସିଏ ନିଜ ଫଁ ଫଁ ହୋଇ ଡରେଇବା ଛାଡେ ନାହିଁ। କାରଣ ସିଏ ଦୁର୍ବଳ ବୋଲି ଯଦି ଅନ୍ୟକେହି ଜାଣିନେବ ତ ଆକ୍ରମଣ କରିପାରେ। ଯଦି ଆପଣଙ୍କ ଦୁର୍ବଳତା କେହି ଜାଣି ନିଅନ୍ତି ତେବେ ଆପଣଙ୍କ ଜୀବନରେ ମଧ୍ୟ ଅସୁବିଧା ଆସିଯିବ। ଏଣୁ ଭୁଲରେ ମଧ୍ୟ କାହାକୁ ନିଜ ଗୁପ୍ତ କଥା କହିବା ଉଚିତ ନୁହଁ।

Leave a Reply

Your email address will not be published. Required fields are marked *