June 26, 2025

Odia Express

Here, There and Everywhere

A ଓ S ନାମର ଲୋକ ଏହି କଥା ନିଶ୍ଚୟ ଜାଣିରଖନ୍ତୁ – କଣ ଆପଣଙ୍କ ସ୍ଵଭାଵ ଏବେ ଜାଣି ରଖନ୍ତୁ…

ଆଜି ଆମେ ଏଠି ଆପଣଙ୍କୁ କହିବାକୁ ଯାଉଛୁକି ଯେଉଁମାନଙ୍କ ନାମ ଏ କିମ୍ବା ଏସ ରୁ ଆରମ୍ଭ ହୋଇଥାଏ।ଆମେ ସେମାନଙ୍କ ବିଷୟରେ ସ୍ଵଭାଵ ଓ ମନ ଭିତରେ କଣ ଚାଲିଛି ସେ ବିଷୟରେ ଆମେ ଏଠାରେ ଜଣାଇବାକୁ ଯାଉଛୁ।ଆମେ ଏଠାରେ ଏ ଓ ଏସ ନାମକ ବ୍ୟକ୍ତି ବିଷୟରେ ଆମେ ୫ ଟି କଥା କହିବାକୁ ଯାଉଛୁ।ଆସନ୍ତୁ ଜାଣିବା ଏସ ନାମକ ବ୍ୟକ୍ତି ବିଷୟରେ।ସବୁଠାରୁ ପ୍ରଥମ ଜିନିଷ ଏମାନେ ବହୁତ ଗ୍ଲାମରଶ ହୋଇଥାନ୍ତି,ଏମାନେ ବହୁତ ସୁନ୍ଦର ଓ ସୁନ୍ଦରୀ ହୋଇଥାନ୍ତି।ସେମାନେ ବହୁତ ସାହାସି ଅଟନ୍ତି,ଯୁଆଡେ ଯାଆନ୍ତି ନିଜର ଛାଇ ଛାଡ଼ିଥାନ୍ତି।ଏମିତି ହୋଇଥାଏକି କୌଣସି ସ୍ଥାନରେ ଯଦି ଲୋକ ଥାଆନ୍ତି ସେଠାରେ ଥିବା ଏସ ନାମକ ଲୋକଙ୍କ ଉପରେ ଧ୍ୟାନ ଦେବା ସୁନିଶ୍ଚିନ୍ତ ଅଟନ୍ତି।ସେ ଯେଉଁ ସ୍ଥାନକୁ ଯାଆନ୍ତି ସେ ସ୍ଥାନରେ ନିଜର ଗରୀମା ବଢ଼େଇଥାନ୍ତି।

ଏମାନଙ୍କୁ ଆଟେନ୍ସନର ଭୋକ ବହୁତ ଅଧିକ ହୋଇଥାନ୍ତି,ଯଦି ଏମାନଙ୍କୁ ଆଟେନ୍ସନ ନ ଦିଅନ୍ତି ସେମାନେ ବହୁତ ଦୁଖୀ ହୋଇଯାନ୍ତି।ଏମାନେ ବହୁତ ରାଗି ଓ ଅସାନ୍ତ ହୋଇଯାନ୍ତି।୨ରେ ଆସିବ ଏମାନଙ୍କ ପାଇଁ ସମ୍ପଦ ବହୁତ ଆଵଶ୍ୟକ ହୋଇଥାଏ।ଏମାନଙ୍କୁ ପଇସାର ମହତ୍ୱ ଜନାଥାଏ ଓ ବହୁତ ପଇସା ରୋଜ ଗାର କରନ୍ତି।ଆମେ ସବୁ ଭଲପାଇବା କୁ ମହତ୍ୱ ଦେଉ କିନ୍ତୁ ଏମାନେ ନିଜ ପଇସାକୁ ମହତ୍ୱ ଦିଅନ୍ତି।

ଏମାନେ ପଇସା ରୋଜଗାର ପାଇଁ ବହୁତ କଠିନ ପରିଶ୍ରମ କରନ୍ତି।ଭଲ ପାନ୍ତି ଭଲ ପାଇବାକୁ ମହତ୍ୱ ଦିଅନ୍ତି କିନ୍ତୁ ତାସହିତ ପଇସା ରୋଜଗାର କିପରି କରିବେ ତାଙ୍କ ମୁଣ୍ଡରେ ସବୁବେଳେ ଚାଲିଥାଏ।ଲୋକଙ୍କୁ ଦେଖେଇବା ପାଇଁ ଏମାନେ ଅଧିକ ପଇସା ଖର୍ଚ୍ଚ କରିଥାନ୍ତି।୩ରେ ଆସିବ ଏମାନେ ଏ ନାମକ ବ୍ୟକ୍ତିଙ୍କ ଶହ ଜଡିତ ଥାଆନ୍ତି ବା ଏମାନଙ୍କ ଜୀବନରେ ଏ ନାମକ ବ୍ୟକ୍ତିଙ୍କ ପ୍ରଭାବ ଥାଏ।

ଏ ନାମକ ବ୍ୟକ୍ତି ସବୁବେଳେ ଏସ ନାମକ ବ୍ୟକ୍ତିଙ୍କ ଠାରୁ ଆଗରେ ବା ପ୍ରଥମରେ ରହିଥାନ୍ତି।ଏସ ନାମକ ବ୍ୟକ୍ତି ବହୁତ ଚାଳଖ ହୋଇଥାନ୍ତି ତେଣୁ ସେ ଏ ନାମକ ବ୍ୟକ୍ତିଙ୍କୁ ନିଜ ସାଥି ବନେଇଥାନ୍ତି ଓ ତାର ଫାଇଦା ଉଠେଇ ଥାଆନ୍ତି।ନିଜ ଭିତରେ ବୁଦ୍ଧି ଆଦାନ ପ୍ରଦାନ କରି ବହୁତ ଆଗକୁ ଯାଆନ୍ତି।୪ରେ ଆସିବ ଏମାନଙ୍କ ସାଥି ବହୁତ ଭଲ ହୋଇଥାନ୍ତି ଓ ନିଜ ଜୀବନରେ ଗୋଟେ ବଡ଼ ମୋଡ଼ ଆସିଥାଏ।ଏବେ ଆସନ୍ତୁ ଜାଣିବା ଏ ନାମକ ବ୍ୟକ୍ତିଙ୍କ ବିଷୟରେ ଏମାନେ ସବୁବେଳେ ଆଗରେ ରହିଥାନ୍ତି।

ଏମାନେ କାହା ଉପରେ ନିର୍ଭରଶୀଳ ହୋଇନଥାନ୍ତି ଓ ଏମାନେ ବହୁତ ଭଲ ନେତା ହୋଇଥାନ୍ତି।ସମସ୍ତେଙ୍କ ଭିତରେ ଏ ନାମ ଧାରି ବ୍ୟକ୍ତିଙ୍କ ଉପାୟ ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ ଓ ତାଙ୍କ କଥାରେ ଯାଦୁଥାଏ ଓ ଲୋକଙ୍କ ଠାରୁ ନିଜ କାମ ହାସଲ କରି ଦିଅନ୍ତି। ୩ରେ ଏମାନେ ବହୁତ ସାହାସିକତା କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି।ଏମାନେ ଦୁଖୀ ବସନ୍ତିନି,୪ରେ ଆସିବ ଏମାଙ୍କୁ ଭଲ ଭଲ ଡ୍ରେସ ପିନ୍ଧିବା ଓ ଭଲ ଖାଇବା ବହୁତ ପସନ୍ଦ ଆସେ।ନିଜ ଦରମା ଆସିଲେ ସେ ସଞ୍ଚୟ କରିବା କଥା ନଭାବି ଆଗ କିପରି ଭଲ ଖାଇବେ ଓ ଭଲ ପିନ୍ଧିବେ ସେ ବିଷୟରେ ଭାଵନ୍ତି।

Leave a Reply

Your email address will not be published. Required fields are marked *