୧ ରୁ ୬ ଭିତରେ ବାଛନ୍ତୁ ନିଜ ପସନ୍ଦର ନମ୍ବର ଓ ଜାଣନ୍ତୁ ନିଜ ସ୍ୱଭାବ ବିଷୟରେ – ନିଶ୍ଚୟ କମେନ୍ଟ କରନ୍ତୁ ଓ ପଢନ୍ତୁ…
ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ଆମେ କିପରି ରହିଥାଉ କଣ ଆମକୁ ପସନ୍ଦ ଏହା ଆମର ଭାବିବା ଓ ଆମ ଜ୍ଞାନ ଉପରେ ନିର୍ଭର କରେ।ଆଜି ଆମେ ଆପଣଙ୍କୁ ୬ ଟି ନମ୍ବର ଦେବୁ ତା ମଧ୍ୟରୁ ଗୋଟେ ନମ୍ବର ବାଛି ଆପଣ ନିଜ ସ୍ୱଭାବ ସହ ଜଡିତ ଅନେକ ରୋଚକ ତଥ୍ୟ ଜାଣିପାରିବେ ଯାହା ଆପଣଙ୍କୁ ଜଣା ନାହିଁ।ସାଙ୍ଗମାନେ ଆପଣଙ୍କୁ ୧ ରୁ ୬ ପର୍ଯ୍ୟନ୍ତ ନମ୍ବର ଦିଆଗଲା ଆପଣଙ୍କୁ ଯେଉଁ ନମ୍ବର ପସନ୍ଦ ତାକୁ ବାଛନ୍ତୁ।
ଯଦି ଆପଣ ୧ ବଞ୍ଚିଛନ୍ତି ଆପଣ ଜଣେ ସ୍ୱତନ୍ତ୍ର ରହୁଥିବା ବ୍ୟକ୍ତି ଅଟନ୍ତି।ଆପଣଙ୍କୁ ବନ୍ଦୀ ଭଳି ଜୀବନ ବିତାଇବା ପସନ୍ଦ ନୁହେଁ।ଆପଣଙ୍କୁ କାହାର ଅଧୀନରେ ରହିବା ବା କାମ କରିବା ପସନ୍ଦ ନୁହେଁ।ଆପଣ ନିଜ ଇଛାରେ ବଞ୍ଚିବାକୁ ପସନ୍ଦ କରନ୍ତି।ଆପଣଙ୍କ ମାନେ ବେଳେ ବେଳେ ଜଲ୍ଦିରେ ନେଇଠାରୁ ଅନେକ ନିଷ୍ପତି ଭୁଲ ମଧ୍ୟ ହୋଇଥାଏ।ଆପଣ ମାନେ ଯେଉଁ କଥା କହିଥାନ୍ତି ସେଥିରେ ମଧୁରତା ଥାଏ।ଆପଣଙ୍କ ଆକସ୍ମଣ ସମସ୍ତଙ୍କୁ ମୋହିତ କରିଥାଏ।
ଯଦି ଆପଣ ୨ ବଞ୍ଚିଛନ୍ତି ଆପଣ ଏକ ବଞ୍ଚିବାକୁ ପସନ୍ଦ କରନ୍ତି।ଆପଣ ମାନେ ସମସ୍ତଙ୍କ ସାହାଯ୍ୟ ପାଇଁ ଉପସ୍ଥିତ ଥାନ୍ତି।କିନ୍ତୁ ଅନ୍ୟ କେହି ଆପଣଙ୍କ କାମରେ ହାତ ଦେବା ଆପଣଙ୍କୁ ପସନ୍ଦ ନୁହଁ କି ଆପଣ କାହା କାମରେ ହାତ ଦେବାକୁ ପସନ୍ଦ କରନ୍ତି ନାହିଁ।
ଯଦି ଆପଣ ୩ ବଞ୍ଚିଛନ୍ତି ଆପଣ ବହୁତ ରୋମାଣ୍ଟିକ ହୋଇଥାନ୍ତି।ଯାହା ଆପଣଙ୍କ ହୃଦୟରେ ଥାଏ ତାହା ଆପଣ କହିଥାନ୍ତି।ଆପଣଙ୍କ ମାନେ ନିଜ ଭିତରେ କୌଣସି କଥା ଲୁଚାଇ ରଖି ପାରନ୍ତି ନାହିଁ।ଆପଣ ମାନେ ସବୁବେଳେ ସତ କହିଥାନ୍ତି।ବେଳେ ବେଳେ ଆପଣଙ୍କ ଏହି ଗୁଣ ଆପଣଙ୍କ ସାଙ୍ଗମାନଙ୍କୁ ଭଲ ଲାଗିନଥାଏ।କିନ୍ତି ଆପଣ ବହୁତ ଭଲ ହୋଇଥାନ୍ତି ଓ ଆପଣଙ୍କର ଅନେକ ସାଙ୍ଗ ଥାନ୍ତି।
ଯଦି ଆପଣ ୪ ବଞ୍ଚିଛନ୍ତି ଆପଣ ବହୁତ ଭଲ ଲୋକ ହୋଇଥାନ୍ତି।ଆପଣଙ୍କ କଥା ଆପଣଙ୍କୁ ଭଲ ଲାଗିଥାଏ।ଆପଣ ସମସ୍ତଙ୍କ ମନ କଥା ବୁଝି ପାରନ୍ତି।ଆପଣ କେତେବି ଦୁଃଖରେ ଥିଲେ ବି ଆପଣ ସମସ୍ତଙ୍କ ଆଗରେ ହସ ଦେଖାଇଥାନ୍ତି।ଆପଣ କାହାକୁବି ନିଜ ଦୁଃଖ ଜାଣିବାକୁ ଦିଅନ୍ତିନି।
ଯଦି ଆପଣ ୫ ବଞ୍ଚିଛନ୍ତି ତେବେ ଆପଣଙ୍କ ଭିତରେ ବହୁତ ଆତ୍ମବିଶ୍ୱାସ ଅଛି।ଆପଣ ସବୁ କାମକୁ କରିବାର ଶକ୍ତି ଆପଣଙ୍କ ପାଖରେ ଅଛି।ଆପଣ ସବୁ କାମକୁ ପରିଶ୍ରମ ଦ୍ବାରା ସଫଳ କରିଥାନ୍ତି।ଏଥିପାଇଁ ଅନେକ ଲୋକ ଆପଣଙ୍କୁ ପସନ୍ଦ କରିଥାନ୍ତି।
ଯଦି ଆପଣ ୬ ବାଛିଛନ୍ତି ଆପଣ ବହୁତ ବୁଦ୍ଧିମାନ ହୋଇଥାନ୍ତି।ଆପଣ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି।ନିଜ ସାଙ୍ଗ ମାନଙ୍କୁ ବି ଆପଣ ବହୁତ ଭଲ ପାଇଥାନ୍ତି।ସେମାନଙ୍କ ସହ ଅଧିକ ସମୟ କାଟିବ ଆପଣଙ୍କୁ ପସନ୍ଦ।ଆପଣ ନିଜ ଜୀବନରେ କେବେ କଣ ଆବଶ୍ୟକ ଆପଣଙ୍କୁ ତାହା ଜଣାଅଛି।