June 22, 2025

Odia Express

Here, There and Everywhere

ଏପରି ଚତୁର ପ୍ରଶ୍ନ – ଯେବେ ଝିଅ ୧୮ ବର୍ଷର ହୋଇଯାଏ ତେବେ ସେ କଣ ଦେବା ପାଇଁ ବୟସ ହେଇଯାଏ – ଉତ୍ତର ଶୁଣିଲେ ଆପଣ ମଧ୍ୟ ଚମକି ପଡିବେ…

1 min read

ଦୁନିଆ ଲିଖିତ ପରୀକ୍ଷା ଯେତେ କଷ୍ଟ ହୋଇନଥାଏ ତା ଠୁ ବେସି କଷ୍ଟ ହୋଇଥାଏ ତାର ଇଣ୍ଟରଭିଉ। ଏପରି ଇଣ୍ଟରଭିଉରେ ଯେଉଁ ପ୍ରଶ୍ନ ପଚରା ଯାଇଥାଏ କଣ୍ଟେସ୍ଟେଣ୍ଟକୁ ତାର ଉତ୍ତର ଭାବିଚିନ୍ତି ଦେବାକୁ ହୋଇଥାଏ କିନ୍ତୁ ବହୁ ବର୍ଷରୁ ପରିଶ୍ରମ କରିଥିବା କଣ୍ଟେସ୍ଟେଣ୍ଟକୁ ବି ଏହି ପରୀକ୍ଷା କୁ ପାସ କରିବା ବହୁତ କଷ୍ଟ ହୋଇଥାଏ। ଆଜି ଆମେ ସେହି ପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ପରୀକ୍ଷା ରେ ପଚରାଯାଏ। ଏଠାରେ କେବଳ ସେହି ପ୍ରଶ୍ନ ପଚରାଯାଏ ଯାହା କଣ୍ଟେସ୍ଟେଣ୍ଟର ଜ୍ଞାନ ପରୀକ୍ଷା କରିପାରିବ କି କଣ୍ଟେସ୍ଟେଟ କେତେ ଅଧିକ ଭାବି ପାରିବ।କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଯାହା ଆପଣଙ୍କ ବୁଦ୍ଧିରେ ବିକାଶ କରିବାରେ ବହୁତ ସହାୟକ ହେବ। ତେବେ ଆସନ୍ତୁ ଜାଣିବା।

୧. କୁହନ୍ତି ଲୋକ କାହାକୁ କାଟିଲେ ଗୀତ ଗାଆନ୍ତି?
ଉତ୍ତର:- ଜନ୍ମଦିନ କେକ। ଲୋକ ଏହି କେକ କାଟିଲେ ହାପି ବାର୍ଥ ଡେ ଟୁ ଇଉ , ଗୀତ ଗାଆନ୍ତି।

୨. ସେ କିଏ ଯାହାକୁ ଆପଣ କିଛି ବି କହିଲେ ଅଲଗା ହୋଇଯାଆନ୍ତି?
ଉତ୍ତର:- ସେ ହେଉଛି ଆମର ଓଠ।

୩. ଏକ ଲୋକ ନିଜ ହାତ ପାଣିରେ ଧୁଏ। ତାପରେ ମଧ୍ୟ ତା ହାତ ଓଦା ହେଲା ନାହିଁ ,ପୁରା ଶୁଖିଲା ଥିଲା କୁହନ୍ତୁ କେମିତି?
ଉତ୍ତର:- କାରଣ ସେ ଲୋକ ଗ୍ଲୋବ୍ସ ପିନ୍ଧିଥିଲା।

୪.ଯିଏ ବିନା ଡାକିଲେ ଆସିଯାଏ ,ପ୍ରତି ଘରେ ରୁହେ ଭଡା ମଧ୍ୟ ଦିଏ ନାହିଁ। ଆପଣ ତାକୁ ଧରି ପାରିବେ ନାହିଁ ଏବଂ ତାହା ବିନା ବଞ୍ଚିପାରିବେ ନାହିଁ, କୁହନ୍ତୁ କଣ?
ଉତ୍ତର:- ପବନ।

୫.ଯେବେ ଝିଅ ୧୮ ବର୍ଷର ହୋଇଯାଏ ତେବେ ସେ କଣ ଦେବା ପ୍ରସ୍ତୁତ ହୋଇଯାଏ?
ଉତ୍ତର- ଭୋଟ (ମତଦାନ)।

୬ .ବିଶ୍ୱରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟେ ବି କ୍ଷେତ ନାହିଁ?
ଉତ୍ତର:- ସିଙ୍ଗାପୁର।

୭ .କୁହନ୍ତୁ ଏମିତି କେଉଁ ଜୀବ ଅଛି ଯାହାର ହୃଦୟ ତାର ଶରୀରରେ ଥାଏ?
ଉତ୍ତର:- ଝିଙ୍ଗା (Shrimp)

୮ .କେଉଁ ଗ୍ରହ ଉପରେ ଏକ ଦିନ ଏକ ବର୍ଷ ସହିତ ବରାବର ହୋଇଥାଏ?
ଉତ୍ତର:- ଶୁକ୍ର ଗ୍ରହ।

୯ . କୁହନ୍ତୁ ଫାଶୀର ଦଣ୍ଡ ଶୁଣାଇଲା ପରେ ଜଜ କଣ ପାଇଁ କଲମ ମୁନ ଭାଙ୍ଗି ଦିଅନ୍ତି?
ଉତ୍ତର:- ଏହି ପ୍ରଥା ଆଜିଠୁ ନୁହଁ ବରଂ ଇଂରାଜୀ ମାନଙ୍କ ବେଳୁ ଚାଲିଆସୁଛି। ମୁନ ଭାଙ୍ଗିବାର ଦୁଇଟି କାରଣ ଅଛି।A. ଦଣ୍ଡ ଦେଲା ପରେ ଜଜ ଚାହିଁକାରୀ ବି ବଡ଼ଲେଇପାରିବେ ନାହିଁ।ଏହି ଫଇସଲା ( ନିଷ୍ପତ୍ତି) ଉପରେ ଆଉ ବିଚାର କରୀବେ ନାହିଁ।
B. ଦ୍ଵିତୀୟ କାରଣ ଏହାକି ପୁଣି ଥରେ ସେହି କଲମରୁ ଫାଶୀ ଦଣ୍ଡ କାହାକୁ ନ ମିଳୁ।

ତେବେ ଏହା ଥିଲା ଆଜିର କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଏବଂ ଉତ୍ତର। ଆମକୁ କୁହନ୍ତି ଏହା ଆପଣଂକୁ କେମିତି ଲାଗିଲା ଏବଂ ଏହାକୁ ନିଶ୍ଚିତ ଅଧିକରୁ ଅଧିକ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *