June 28, 2025

Odia Express

Here, There and Everywhere

ଏହି ହିନ୍ଦୁ ପରିବାର ପ୍ରତି ଭୟକରେ ପୁରା ପାକିସ୍ତାନ, ପୁରା ପାକିସ୍ତାନ ଡରେ ପାକିସ୍ତାନ ରେ ରହୁଥିବା ଏହି ହିନ୍ଦୁ ପରିବାର କୁ – ଦେଖନ୍ତୁ କଣ ଏହାର କାରଣ..

ଭାରତକୁ ସ୍ଵାଧୀନତାର ବହୁତ ମହଙ୍ଗା ମୂଲ୍ୟ ଦେବାକୁ ପଡିଛି, ଫଳ ଏହା ହେଲା ଯେ ଦେଶ ଦୁଇଭାଗରେ ବାଣ୍ଟି ହୋଇଗଲା । ହିନ୍ଦୁସ୍ତାନ ଏବଂ ପାକିସ୍ତାନ। ହିନ୍ଦୁ ମାନଙ୍କ ନିମନ୍ତେ ହିନ୍ଦୁସ୍ତାନ ଏବଂ ମୁସଲମାନ ମାନଙ୍କ ନିମନ୍ତେ ପାକିସ୍ତାନ। ଭାରତ 565 ରାଜ୍ୟଙ୍କୁ ଏକଜୁଟ କରି ନିର୍ମାଣ କରାଗଲା । ସେପଟର ହିନ୍ଦୁ ମାନଙ୍କୁ ହିନ୍ଦୁସ୍ତାନ ଯିବାକୁ ପଡିଲା ଏବଂ ଏପଟର ମୁସଲମାନଙ୍କୁ ସେପଟକୁ , କିନ୍ତୁ ବହୁତ ହିନ୍ଦୁ ପରିବାର ଅନେକ ସଂଘର୍ଷ ସତ୍ବେ ପାକିସ୍ତାନରେ ରହିଗଲେ ଏବଂ ବହୁତ ମୂଳଷ୍ମାନ ପାକିସ୍ତାନ ଯିବାକୁ ସ୍ଵୀକାର କଲେ ନାହିଁ।

କାୟମ ରହିଛି ଏମାନଙ୍କ ବାଦଶାହୀ – ଏକ ଏପରି ରାଜକୀୟ ପରିବାର ଅଟେ ଯିଏ ପାକିସ୍ତାନରେ ଅନେକ ବର୍ଷରୁ ବାଦଶାହୀ କରୁଛନ୍ତି। ସେମାନଙ୍କର ବାଦଶାହୀ ଏବଂ ଦବଦବାର ବହୁତ କାହାଣୀ ମଧ୍ୟ ରହିଛି । ଲୋକମାନେ ଜାଣନ୍ତି ଯେ ସେମାନେ ଅଳ୍ପସଂଖ୍ୟକ ସମୁଦାୟରୁ ଅଟନ୍ତି କିନ୍ତୁ ପାକିସ୍ତାନର ଚରମପନ୍ଥୀ ଜନତା ଏବଂ ସରକାରଙ୍କୁ ଭୟ କରନ୍ତି ନାହିଁ । ବରଂ ପାକିସ୍ତାନି ସରକାରଙ୍କ ଉପରେ ତାଙ୍କର ଦବଦବା ଅଛି ।

ପାକିସ୍ତାନରେ ଏହି ରାଜପୁତ ପରିବାର ଆଜି ମଧ୍ୟ ସଂପୂର୍ଣ୍ଣ ରାଜପୁତନା ରାଜକୀୟ ଶୈଳୀ ଏବଂ ରାଜପୁତନା ଥାଟ ସହିତ ରହୁଛନ୍ତି। ଏହି ପରିବାର ଉମରକୋଟ ରାଜ୍ୟର ରାଜା ହମୀର ସିଂହଙ୍କ ପରିବାର ଅଟେ । ହମୀର ସିଂହ ଙ୍କ ପୁଅ ଏବଂ ଉମରକୋଟ ରାଜପରିବାରର ରାଜକୁମାର କରଣି ସିଂହ ସୋଢାଙ୍କର ପାକିସ୍ତାନୀ ରାଜନୀତିରେ ଦବଦବା ରହିଛି ।

ଯେଉଁ ପାକିସ୍ତାନୀ ସରକାର ଅନେକ ସମୟରେ ସେଠାରେ ହିନ୍ଦୁ ଜନତାଙ୍କ ଉପରେ ଜୁଲୁମ କରୁଛନ୍ତି ସେମାନଙ୍କ ସୁବିଧା ଠାରୁ ଦୂରରେ ରଖୁଛନ୍ତି ସେଠାରେ ପାକିସ୍ତାନୀ ସରକାର ଏହି ଏକ ହିନ୍ଦୁ ପରିବାର ଠାରୁ ଭୟ ପାଉଛନ୍ତି। ରାଜକୁମାର କରଣି ସିଂହ ନିଜର ରାଜକୀୟ ଅନ୍ଦାଜ ନିମନରେ ପରିଚିତ ଅଟନ୍ତି । ବିଳାସମୟ ଗାଡି ଏବଂ ବନ୍ଦୁକର ସଉକିନ କରଣି ସିଂହ ସବୁବେଳେ ବନ୍ଧୁକଧାରୀଙ୍କ ଦ୍ଵାରା ଘେରି ହୋଇ ରହୁଛନ୍ତି ।

ଏନଏମଏଫ ନ୍ୟୁଜ ନାମକ ଏକ ୟୁଟ୍ୟୁବ ଚାନେଲ ସେମାନଙ୍କ ରାଜକୀୟ ଅନ୍ଦାଜ ଏବଂ ଦବଙ୍ଗ ମିଜାଜ ଉପରେ ଏକ ରିପୋର୍ଟ ପ୍ରସ୍ତୁ କରିଛନ୍ତି ଏହି ରିପୋର୍ଟରେ ସେମାନଙ୍କ ବିଷୟରେ ବହୁତ ଗୁଡିଏ ସୂଚନା ଦିଆଯାଇଛି। ସେଥିରେ କୁହାଯାଇଛି ଯେ କେଉଁ ପ୍ରକାର କରଣି ସିଂହ ପାକିସ୍ତାନଙ୍କର ସରକାର ଭୟ ପାଉଛନ୍ତି ଏବଂ ସେ କେଉଁ ଅନ୍ଦାଜ ଏବଂ ରାଜକୀୟ ଥାଟରେ ଅଛନ୍ତି ।

Leave a Reply

Your email address will not be published. Required fields are marked *