June 21, 2025

Odia Express

Here, There and Everywhere

କାଉର କିଛି ଇଶାରା ଆସୁଥିବା ଜୀବନ ପାଇଁ – ଜାଣନ୍ତୁ ଏହି ଆର୍ଟିକିଲରେ – କାଉ ଆମକୁ କେଉଁ ସଂକେତ ଦେଇଥାଏ…

1 min read

ବନ୍ଧୁଗଣ ଆପଣଂକୁ କାଉର ଇଶାରା ବିଷୟରେ କହିବାକୁ ଯାଉଛୁ। କାଉକୁ ହିନ୍ଦୁ ଶାସ୍ତ୍ରରେ ମହତ୍ତ୍ୱପୂର୍ଣ୍ଣ ପକ୍ଷୀ ବୋଲି ମାନାଯାଏ। କାଉର ଇଶାରା ଆମ ଜୀବନରେ ଶୁଭ ସମୟର ସଂକେତ ଦେଇଥାଏ। ତେବେ ଚାଲନ୍ତୁ ଜାଣିବା କାଉଙ୍କର କିଛି ଇଶାରା ବିଷୟରେ , ଯାହାକୁ ଜାଣି ଆପଣ ସମୟ ପୂର୍ବରୁ ସାବଧାନ ହୋଇଯିବେ ଏବଂ ଆସୁଥିବା ଶୁଭ ସମୟରେ ଆନନ୍ଦ ନେଇପାରିବେ।କାଉ ଆମକୁ ପୁତ୍ର ହେବାର ସଂକେତ ଦେଇଥାଏ:- ହଁ ବନ୍ଧୁଗଣ ଯଦି କେଉଁ ଗର୍ଭବତୀ ମହିଳା ଉପରେ କାଉ ଚାଲିଯାଏ ତେବେ କୁହାଯାଏ କି ତାର ପୁତ୍ର ହେବ। ଏହିପରି ଭାବେ ଯଦି କୌଣସି ବିବାହିତା ମହିଳାଙ୍କ ଉପରେ କାଉ ଉଡିଯାଏ ତେବେ ମାନାଯାଏ ଯେ ମହିଳାର କୋଳ ଜଲଦି ପୂର୍ଣ ହୋଇଯିବ।

ଚାକିରୀରେ ଲାଭ:- ଯଦି ଆପଣଂକୁ ଚାକିରିର ଆବଶ୍ୟକତା ଅଛି ଏବଂ ସେଥିପାଇଁ ଆପଣ ବହାରକୁ ଯାଇଛନ୍ତି ତେବେ ଯଦି କାଉ କେଉଁ ଖରାପ ସ୍ଥାନରେ ବସିଥିବାର ଦେଖାଯାଏ ତେବେ ସେହି ବ୍ୟକ୍ତି ପାଇଁ ଶୁଭ ମାନାଯାଇଥାଏ। କୁହାଯାଏ କି ଏହା ଦେଖିବା ପରେ ବ୍ୟକ୍ତିର ଚାକିରୀ ପାଇବାର ପ୍ରତିଶତ ଆହୁରି ବଢିଯାଇଥାଏ।

ଯଦି ଶନିବାର ଦିନ କାଉ ଆସି ଘରେ ବୋଲିବାକୁ ଲାଗେ ତେବେ ମାନାଯାଏ ଯେ ଏହା ଏକ ଭଲ ସଂକେତ । ଜଣାଯାଏ ଯେ ଘରକୁ ଅତିଥି କିମ୍ବା ଅନ୍ୟ ଖୁସି ଆସିପାରେ।

ବିବାହ ଏବଂ କାଉର ସମ୍ବନ୍ଧ:- ବନ୍ଧୁଗଣ ଯଦି କୌଣସି ସମାରୋହରେ କାଉ ବିବାହ ମିଠାରୁ ମିଠା ନେଇ ଚାଲିଯାଏ ତେବେ ଏହାକୁ ଶୁଭ ମାନାଯାଏ। ଏହା ମାନାଯାଏ କି ଏହି ସମାରୋହ ଏବେ ବିନା କିଛି ବାଧାରେ ପୂର୍ଣ ହେବ ଏବଂ ଘରେ ଉନ୍ନତି ଆସିବ।

ବନ୍ଧୁଗଣ ଯଦି କେଉଁ କୁଆଁରୀ ଝିଅ ଉପରେ କାଉ ଉଡିକି ଚାଲିଗଲା ତେବେ ଏହା ଭଲ ସଂକେତ ଅଟେ। ଏହା ମାନାଯାଏ କି ଏମିତି ହେଲେ ଝିଅର ବିବାହ ଜଲଦି ହୋଇଯାଏ।ଏହି ପରି କାଉର ଇଶାରା ଆମ ଜୀବନରେ ଆସୁଥିବା ଭଲ ସମୟ ବିଷୟରେ କହିଥାଏ।

Leave a Reply

Your email address will not be published. Required fields are marked *