June 27, 2025

Odia Express

Here, There and Everywhere

ସବୁଠୁ ଅଧିକ ଧନୀ ହୁଅନ୍ତି ଏହି ୫ଟି ରାଶିର ଲୋକ – ଗାଡି, ଘର ,ଟଙ୍କା ସବୁ ଥାଏ – ଏମାନଙ୍କ ପାଖେ – ଦେଖନ୍ତୁ କିଏ ସେ ଭାଗ୍ୟବାନ ରାଶି…

1 min read

ବନ୍ଧୁଗଣ ରାଶି ୧୨ ଟା ସମୁଦାୟ ଅଟେ। ଆଜି ଆମେ ଏହି ୧୨ ଟି ରାଶି ମଧ୍ୟରୁ ଏମିତି ୫ଟି ରାଶି କହିବୁ ଯିଏ ନିଜ ଜୀବନରେ ଧନୀ ହୁଅନ୍ତି । ପ୍ରତି ପରିସ୍ଥିତିରେ ଏହି ଲୋକ ଧନୀ ହୁଅନ୍ତି। ତେବେ ଡେରି ନ କରି ଆସନ୍ତୁ ଜାଣିବା।

ବୃଷ ରାଶି:- ବୃଷ ରାଶିର ସ୍ୱାମୀ ଶୁକ୍ର ଗ୍ରହକୁ ମାନାଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଧନ, ସୁଖ ,ପ୍ରେମ ଆଦି କାରକ ମାନା ଯାଇଥାଏ। ଯଦି ବୃଷ ରାଶି ଲୋକଙ୍କର ଜନ୍ମ କୁଣ୍ଡଳୀରେ ଶୁକ୍ର ଗ୍ରହ ନିଜ ଉପର ରାଶି କିମ୍ବା ନିଜ ରାଶିରେ ଶୁଭ ଭାବରେ ବସିଥାଏ ତେବେ ସେହି ଲୋକଙ୍କୁ ଅମୀର ବନିବାରେ ଦୁନିଆରେ କେହି ଅଟକାଇ ପାରିବେ ନାହିଁ। ଏମିତି ଲୋକ ନିଜ ଜୀବନ କାଳରେ ସବୁ ସୁଖକୁ ଭୋଗନ୍ତି।

ମିଥୁନ ରାଶି:- ମିଥୁନ ରାଶିର ସ୍ୱାମୀ ବୁଧ ଗ୍ରହକୁ ମାନା ଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି ଏବଂ ମସ୍ତିଷ୍କର କାରକ ମାନା ଯାଇଥାଏ। ଯଦି ମିଥୁନ ରାଶି ଲୋକଙ୍କର କୁଣ୍ଡଳୀରେ ବୁଧ ନିଜ ଉଚ୍ଚ ରାଶି କିମ୍ବା ନିଜ ରାଶିରେ ହୁଏ ଏବଂ ଶୁଭ ଭାବରେ ବସିଥାଏ ତେବେ ଏମିତି ଲୋକ ନିଜ ବୁଦ୍ଧି ବଳରେ ଧନୀ ବନନ୍ତି।

ସିଂହ ରାଶି:- ସିଂହ ରାଶି ଙ୍କର ସ୍ୱାମୀ ସୂର୍ଯ୍ୟ ଗ୍ରହଙ୍କୁ ମାନା ଯାଇଥାଏ। ସୂର୍ଯ୍ୟଙ୍କୁ ସବୁ ଗ୍ରହ ମଧ୍ୟରେ ତାକତ ବର ଏବଂ ସବୁଠୁ ବଡ଼ ବୋଲି ମାନା ଯାଇଥାଏ। ଯଦି ସିଂହ ରାଶି ଲୋକଙ୍କର କୁଣ୍ଡଳୀରେ ସୂର୍ଯ୍ୟ ନିଜ ଉଚ୍ଚ ରାଶିରେ କିମ୍ବା ନିଜ ରାଶିରେ ଶୁଭ ଭାବରେ ବସିଥାଏ ତେବେ ସେହି ଲୋକଙ୍କୁ ଧନୀ ହେବାରେ କେହି ବ୍ୟକ୍ତି ଅଟକାଇପାରିବେ ନାହିଁ। ଏମିତି ଲୋକ ପ୍ରତି ପରିସ୍ଥିତିରେ ଧନୀ ହୁଅନ୍ତି। ସମାଜରେ ବହୁତ ନାଁ ମଧ୍ୟ ଅର୍ଜନ କରନ୍ତି।

ଧନୁ ରାଶି:- ଧନୁ ରାଶିଙ୍କର ସ୍ୱାମୀ ବୃହସ୍ପତି ଗ୍ରହକୁ ମାନା ଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ସବୁ ଗ୍ରହର ଗୁରୁ ମାନା ଯାଇଥାଏ। ଯଦି ଧନୁ ରାଶି ଲୋକଙ୍କର କୁଣ୍ଡଳୀରେ ବୃହସ୍ପତି ନିଜ ଉଚ୍ଚ ରାଶି କିମ୍ବା ନିଜ ରାଶିରେ ଶୁଭ ଭାବରେ ବସିଥାଏ ତେବେ ଏହି ଲୋକଙ୍କୁ ମଧ୍ୟ ଧନୀ ବନିବାରେ କେହି ଲୋକ ଅଟକାଇପାରିବେ ନାହିଁ ।

କୁମ୍ଭ ରାଶି:- କୁମ୍ଭ ରାଶି ଙ୍କର ସ୍ୱାମୀ ଶନି ଗ୍ରହଙ୍କୁ ମାନା ଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ଗ୍ରହରେ ନ୍ୟାୟାଧୀଶ ମାନା ଯାଇଥାଏ। ଶନିଦେଵ ଚାହିଁବେ ତ କୌଣସି ବି ଲୋକକୁ ଗରିବରୁ ଧନୀ ବନେଇପାରିବେ । ଯଦି କୁମ୍ଭ ରାଶି ଲୋକଙ୍କ କୁଣ୍ଡଳୀରେ ଶନିଦେବ ନିଜ ଉଚ୍ଚ ରାଶିରେ କିମ୍ବା ନିଜ ରାଶିରେ ଶୁଭ ଭାବରେ ବସିଥାନ୍ତି ତେବେ ସେହି ଲୋକଙ୍କ ଉପରେ ଶନିଦେଵ ଙ୍କର କୃପା ହୋଇଥାଏ ଏବଂ ଏମିତି ଲୋକ ନିଜ ଜୀବନରେ ଧନୀ ହୁଅନ୍ତି। ଏମାନଙ୍କୁ ଧନୀ ବନିବାରେ କୌଣସି ଲୋକ ଅଟକାଇପାରନ୍ତି ନାହିଁ।

Leave a Reply

Your email address will not be published. Required fields are marked *