June 21, 2025

Odia Express

Here, There and Everywhere

ଆଜିର ଚତୁର ପ୍ରଶ୍ନ – ଭାରତର କେଉଁ ରାଜ୍ୟ ଯିଏ କେବେ ଇଂରାଜୀ ମାନଙ୍କ ଗୋଲାମ ରହିନାହିଁ ?ଉତ୍ତର ୯୯% ଲୋକଙ୍କୁ ଜଣ ନାହିଁ…

1 min read

ଆମ ସମସ୍ତଙ୍କୁ ଜୀବନ ରେ ଏପରି କିଛି ପ୍ରଶ୍ନ ର ସାମ୍ନା କରିବାକୁ ପଡେ ଯାହାର ଉତ୍ତର କି ବହୁତ ସହଜ ହେଇଥାଏ ମାତ୍ର ତାର ଉତ୍ତର ଖୋଜିବାରେ ଆମ ଝାଳ ବାହାରି ଯାଏ। ଆଜି ଆମେ ଆପଣଙ୍କ ଏପରି ହି କିଛି ପ୍ରଶ୍ନ ତଥା ତାହାର ଉତ୍ତର କହିବାକୁ ଯାଉଛୁ ଯାହାର ଉତ୍ତର ବହୁତ ସହଜ ଅଟେ ମାତ୍ର ତାର ଉତ୍ତର ଖୋଜିବାରେ ଆପଣଙ୍କ ହାଲ ବେହାଲ ହେଇଯିବ। ତ ଚାଲନ୍ତୁ ଜାଣିବା।ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଏହାର ଉତ୍ତର ଯାହା ଆପଣଙ୍କ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ।

୧: ଆପଣଙ୍କ ମୁଣ୍ଡ ଉପରେ ଏକ ପଙ୍ଖା ଘୁରୁଛି, ଆପଣଙ୍କୁ ଏକ ଦିଆସିଲ କାଠି ଜଳେଇବାର ଅଛି ମାତ୍ର ପଙ୍ଖା ବି ଘୁରୁଥିବା ଦରକାର।

ଉତ୍ତର : ଏହା ବହୁତ ସହଜ ଉତ୍ତର। ଆପଣ ପଙ୍ଖା ର ସୁଇଛ ଅଫ କରିଦିଅନ୍ତୁ ଆଉ ତା ପରେ ଆପଣ ଦିଆସିଲି କାଠି କୁ ଜଳାନ୍ତୁ। ଏହାଦ୍ୱାରା ଆପଣଙ୍କ କାମ ବି ହେଇଯିବ ଆଉ ସର୍ତ୍ତ ବି ଠିକ ରହିବ। ଆପଣ ଭାବିବେ କି ମୁ ତ ପଙ୍ଖା କୁ ବନ୍ଦ କଲି, ମାତ୍ର ତାର ସୁଇଛ ବନ୍ଦ କରିବା ପରେ ତାହା ଅଚାନକ ବନ୍ଦ ନ ହେଇଯାଇ କିଛି ଯାଏ ଘୁରେ। ତ ଆପଣଙ୍କ ସର୍ତ୍ତ ବି ଠିକ ରହିବ

୨: ଗୋଟେ ବୁଢା ଲୋକ ଗୋଟେ କୁକୁଡ଼ା, ଗୋଟେ ଝିଅ କୁ ଧରିକି କୁଆଡେ ଯାଉଥାଏ। ବାଟରେ ଜଣେ ଲୋକ ତାକୁ ପଚାରେ କି ଏହି କୁକୁଡ଼ା ଆପଣ କେତେ ରେ କିଣିଲେ, ଆପଣଙ୍କ ବୟସ କେତେ, ଆଉ ଏ ଝିଅ କିଏ? ବୁଢ଼ାଟି କୁହେ କି ଏଇ ତିନି ପ୍ରଶ୍ନ ର ଜବାବ ଏକ ହି ଶବ୍ଦ। କଣ ଆପଣ କହିପାରିବେ ତାହା କଣ?

ଉତ୍ତର : ଉତ୍ତର ହେଉଛି ଅଣାସୀ(୮୯) । ବୁଢା ର ବୟସ ଅଣା ଅସି, କୁକୁଡ଼ା ର ଦାମ ଅଣ ଅଶୀ ତଥା ସେହି ଝିଅ ବୁଢା ର ଅଣା ଅଶୀ ଅର୍ଥାତ ତାର ଝିଅ ର ଝିଅ।

୩: ସୋନୁ ଆ ମନୁ ଙ୍କର ଘର ପୁରା ଲାଗିକି।।ତାଙ୍କ ଘର ମଝିରେ ଏକ ପାଚେରୀ ଅଛି। ଥରେ ସେହି ମୋନୁ ର ଏକ ଗଞ୍ଜା ସେହି ଘର ପାଚେରୀ ଉପରେ ଚଢିକି ଅଣ୍ଡା ଦେଇଦେଲା, ତାହା ସୋନୁ ର ହେବ ନା ମୋନୁ ର?

ଉତ୍ତର : ହେଉଛି କି ଗଞ୍ଜା ଅଣ୍ଡା ଦେଇନଥାଏ।

୪. ଭାରତରେ ସବୁଠାରୁ ପ୍ରଥମେ ସୂର୍ଯ୍ୟଦୟ କେଉଁଠି ହୁଏ?
ଉତ୍ତର:- ଅରୁଣାଚଳପ୍ରଦେଶ।

୫. ଭାରତୀୟ ପୋଲିସର ସବୁଠୁ ବଡ଼ ପଦ କେଉଁଟା ଅଟେ?
ଉତ୍ତର:- DGP ( ଡ଼ାଇରେକ୍ଟର ଜେନେରାଲ ଅଫ ପୁଲିସ)

୬ . ଦିଲ୍ଲୀ ଭାରତର ରାଜଧାନୀ କେବେ ହେଲା?
ଉତ୍ତର:- ୧୩ ଫ୍ରେବୃୟାରି ୧୯୩୧।

୭ . ଭାରତର କେଉଁ ରାଜ୍ୟ ଯିଏ କେବେ ଇଂରାଜୀ ମାନଙ୍କ ଗୋଲାମ ରହିନାହିଁ?
ଉତ୍ତର:- ଗୋଆ।

ତେବେ ଏହାକୁ ଅଧିକରୁ ଅଧିକ ସେୟାର କରନ୍ତୁ ଏବଂ ଏହା କେମିତି ଲାଗିଲା ଆମକୁ କମେଣ୍ଟ ବକ୍ସରେ ଜଣାନ୍ତୁ।

Leave a Reply

Your email address will not be published. Required fields are marked *