June 27, 2025

Odia Express

Here, There and Everywhere

ରାତିରେ ଥରେ ଲଗାନ୍ତୁ,ସକାଳୁ ଆପଣଙ୍କ ଚେହେରା ଏତେ ଗୋରା ହେଇଯିବ କି ଲୋକ ଆଶ୍ଚର୍ଯ୍ୟ ହେଇଯିବେ…

ଆଜି ଆମେ ଆପଣଙ୍କ ପାଖରେ ଏକ ଗୁରୁତ୍ତ୍ୱପୂର୍ଣ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜି ଆମେ କହିବାକୁ ଯାଉଛୁ କି ଆମେ ଆମ ତ୍ୱଚା ର ତଦାରଖ କରିବା ପାଇଁ ବହୁତ କିଛି କରିଥାଉ। ମାତ୍ର ଶେଷରେ ଆମେ କିଛି ଫଳ ପାଇ ନଥାଉ। ଆମେ ତ୍ୱଚା କୁ ଗୋରା କରିବା ପାଇଁ ବହୁତ ସାରା କସମେଟିକ ଆଣିକି ଲଗାଉ ମାତ୍ର କିଛି ଦିନ ପରେ ଆମ ତ୍ୱଚା ଗୋରା ତ ହେଇଯାଏ କିନ୍ତୁ ତାହା ଛାଡିବା ପରେ ତାହା ଆଉ ଗୋରା ରହି ନଥାଏ। ତ ଆମକୁ ଏହା ବୁଝିବା ଦରକାର କି ପ୍ରାକୃତିକ ଉପାୟ ରେ ଯଦି ଆମେ ଆମ ତ୍ୱଚା କୁ ଗୋରା କରିବାକୁ ଚେଷ୍ଟା କରିବୁ ତାହେଲେ ଯାଇ ତାହା ସମ୍ପୂର୍ଣ ଭାବେ ଗୋରା ହେଇ ପାରିବ ଆଉ ତାହାଦ୍ୱାରା ଆମ ଚେହେରା ସବୁଦିନ ପାଇଁ ସୁନ୍ଦର ଆଉ ସୁଢ଼ଳ ଦେଖାଯିବ।

ଆପଣଙ୍କୁ ଏହି ପ୍ରକ୍ରିୟା କରିବା ପାଇଁ ଏକ ଫେୟାର ଏଣ୍ଡ ଲଭଲି କ୍ରିମ ନେବାକୁ ହେବ। ଏହି କ୍ରିମ କୁ ଆପଣ କେଉଁଠାରେ ବି ପାଇ ଯାଇପାରିବେ। ଆପଣଙ୍କୁ ବାସ ଏକ କାଚ ବାଟି ନେବାର ଅଛି ଆଉ ସେଥିରେ ଅଧା କଟା ଏକ ଲେମ୍ବୁ ନେବାର ଅଛି। ତା ପରେ ଆପଣ ସେହି ଲେମ୍ବୁ କୁ ଭଲ ଭାବେ ଚିପୁଡି ଦିଅନ୍ତୁ। ଲେମ୍ବୁ ରେ ଥିବା ଆଂଟି ବ୍ୟାକ୍ଟେରିଆଲ ତତ୍ତ୍ୱ ଆମ ଚେହେରା ରେ ସମସ୍ତ ମଇଳା କୁ ଦୂର କରିଥାଏ।

ଆପଣ ଲେମ୍ବୁ କୁ ଚିପୁଡିବା ପରେ ତାକୁ ଆପଣ ଏକ ଚାମଚ ରେ ଫେୟାର ଏଣ୍ଡ ଲଭଲି କ୍ରିମ ନେଇକି ତାକୁ ଭଲ ଭାବେ ମିଳାନ୍ତୁ ଆଉ ତାହା ଟିକେ ଫଟା ଫଟା ଦେଖା ଯାଉଥିଲେ ବି ଆପଣ ତାକୁ ଭଲ ସେ ମିଶାନ୍ତୁ। ମିସେଇବା ପରେ ଆପଣ ଏକ ଟମାଟୋ ଆଣନ୍ତୁ ଆଉ ତାକୁ ଦୁଇ ଫାଳ କରନ୍ତୁ। ଫାଳ କରିବା ପରେ ଆପଣ ତାକୁ ସେହି ମିଶ୍ରଣ ରେ ପକାନ୍ତୁ ଆଉ ତାକୁ କାଟିକି ତାର ମୁହଁ ଆଡିଆ ସେହି ମିଶ୍ରଣ ରେ ପକାନ୍ତୁ।

ସେହି ମିଶ୍ରଣ ଆପଣଙ୍କ ଟମାଟୋ ରେ ଲାଗିବା ପରେ ଆପଣ ତାକୁ ଭଲ ସେ ନିଜ ଚେହେରା ରେ ଘସନ୍ତୁ। ଲେମ୍ବୁ ର ଗୁଣ ଆପଣଙ୍କ ଚେହେରା ରେ ଥିବା ସମସ୍ତ କଳାପଣ କୁ ଦୂର କରିଥାଏ। ଲେମ୍ବୁ ସହ ଟମାଟୋ ମିଶିଯିବା ପରେ ତାହା ଆପଣଙ୍କ ପାଇଁ ବହୁତ ଫାଇଦା ଦେଇଥାଏ।

ଆପଣ ଏହାକୁ ହାଲକା ହାତରେ ପ୍ରାୟ ୧୦ ମିନିଟ ଯାଏ ମସାଜ କରନ୍ତୁ। ପ୍ରାୟ ୧୦ ମିନିଟ ମସାଜ କରିବା ଭିତରେ ଆପଣ ଦେଖିବାକୁ ପାଇବେ କି କିପରି ଆପଣଙ୍କ ଚେହେରା ଗୋରା ହେବାରେ ଲାଗିଛି। ଆପଣ ଏହାକୁ ଦସ ମିନିଟ ପରେ ହାଲକା ସଫା ପାଣିରେ ଧୋଇ ଦିଅନ୍ତୁ ଆଉ ଦେଖିବେ କି ଆପଣଙ୍କ ଚେହେରା ରେ କଣ ହେଉଛି। ଏହାକୁ ଆପଣ ନିଜ ହାତ ରେ ବି ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *