June 21, 2025

Odia Express

Here, There and Everywhere

ଗୋଟେ ମାସ ସକାଳୁ ଖାଲି ଦୁଇଟି ତୁଳସୀ ପତ୍ର ଖାଇଦିଅନ୍ତୁ, କିଛି ରୋଗ ଜଡ ରୁ ସମାପ୍ତ ହେଇଯିବ। ଏତେ ଫାଇଦା ଯାହା ଆପଣ କେବେ ବି ଜାଣି ନଥିବେ

ଦୁନିଆ ସାରା ବହୁତ ଏପରି ଦେଶ ଅଛନ୍ତି ଯେଉଁମାନେ କି ଭାରତର ମଜାକ ଉଡାନ୍ତି। କାରଣ ଆମ ଭାରତୀୟ ମାନେ ବହୁତ କିଛି ଏପରି ଜିନିଷକୁ ମା ବୋଲି କହିଥାଉ ଯାହା କି ଆମ ଦୈନନ୍ଦିନ ଜୀବନରେ ଉପଲବ୍ଧ ଥାଏ। ଆମେ ତୁଳସୀ କୁ ମା କହିଥାଉ ତଥା ଗାଈ କୁ ବି ମା କହିଥାଉ। ଆଉ ଆମ ଧର୍ମ ରେ ମା କହିବାର ଆର୍ଥ କି ଆମକୁ ସେହି ଜିନିଷର ସମ୍ମାନ କରିବା ଦରକାର। ଗାଇରେ ଏତେ ଗୁଣ ଅଛି କି ଆମକୁ ତାହା ଜୀବନ ସାରା ନୀରୋଗ ରଖି ପାରିବ, ଆଉ ତୁଳସୀ ବି ସେହିପରି ଗୁଣବାନ । ତେଣୁ ଆମେ ତୁଳସୀ କୁ ମା କହିଥାଉ। ଆଜିର କଥନ ତୁଳସୀ ପାଇଁ ଅଟେ, କାରଣ ତୁଳସୀ ଭିତରେ ଏତେ କିଛି ଫାଇଦା ଥାଏ ଯାହା କି ଆମ ପାଇଁ ବହୁତ ଲାଭଦାୟକ ହେଇଥାଏ। ତ ଆସନ୍ତୁ ଜାଣିବା।

ତୁଳସୀର ବିଭିନ୍ନ ପ୍ରକାର ଅଛି ଆଉ ଏହା ମଧ୍ୟରୁ କେଉଁ ପ୍ରକାର ତୁଳସୀ ର ସେବନ କରିବା ଦରକାର ତାହା ଆଜି ଆମେ ଜାଣିବା। ଯେଉଁ ତୁଳସୀ ବହୁତ ଗାଢ଼ ରଙ୍ଗ ଅଥବା ଶାନ୍ତ ତୁଳସୀ ଅଟେ ତାହାର ସେବନ କରିବା ଦ୍ୱାରା ହି ଆମକୁ ସର୍ବାଧିକ ଫାଇଦା ମିଳିଥାଏ। ଆଉ ତୁଳସୀ କୁ ସେବନ କରିବାରେ ଆମର ଅନେକ ଫାଇଦା ଥାଏ। ତୁଳସୀର ବିଭିନ୍ନ ବ୍ୟବହାର ଆମ ଆୟୁରଭେଦ ରେ ଲେଖା ଯାଇଛି। ମାତ୍ର ତାର ସବୁଠାରୁ ଭଲ ଆଉ ଉନ୍ନତ ବ୍ୟବହାର ହେଉଛି ସକାଳୁ ଖାଲି ପେଟରେ ଏହାର ସେବନ କରିବା।

ଅର୍ଥାତ ଯଦି ସକାଳୁ ଖାଲି ପେଟରେ ବିନା ଚୋବେଇ ତୁଳସୀର ଦୁଇଟି ପତ୍ର କୁ ଏପରି ହି ଗିଳି ଦିଆ ଯାଏ ତ ତାହା ଆମକୁ ଫାଇଦା ଦେଇଥାଏ। ମାତ୍ର ଆପଣଙ୍କ ସନ୍ଦେହ ଦୂର କରିବାକୁ କହିଦେଉଛୁ କି ବିନା ଚୋବେଇ ଖାଇବା ଦ୍ୱାରା ହି ସବୁଠୁ ଅଧିକ ଫାଇଦା ମିଳିଥାଏ।

ପ୍ରଥମ ଫାଇଦା ହେଉଛି ତୁଳସୀ ଦ୍ୱାରା ଆପଣଙ୍କୁ କିଛି ବି ଥଣ୍ଡା ରୋଗ ହେଇ ନଥାଏ। ଅର୍ଥାତ ଡେଙ୍ଗୁ ହେଉ ଅଥବା ଚିକେନ୍ ଗୁନିଆ କିଛି ବି ଥଣ୍ଡା ରୋଗୀ କୁ ଯଦି ଆପଣ ତୁଳସୀ ପତ୍ରର ରସ ବାହାର କରି ତାକୁ ଗରମ କରି ସକାଳୁ ତଥା ସନ୍ଧ୍ୟା ରେ ପିଇବାକୁ ଦେବେ ତ ତାହା ତାଙ୍କର ଥଣ୍ଡା ରୋଗ ଭଲ କରିପାରିବ।

ଦ୍ୱିତୀୟ ଫାଇଦା ହେଉଛି କି ଏହା ଆଖ ପାଖର କିଛି ବି ପ୍ରକାରର ବ୍ୟାକ୍ଟେରିଆ କୁ ଆସିବାକୁ ଦେଇ ନଥାଏ। ତେଣୁ ବୈଜ୍ଞାନିକ ମତ ତଥା ଧାର୍ମିକ ମତ ରେ ଏହାକୁ ଘର ଅଗଣା ରେ ଲଗେଇବା ପାଇଁ ପରାମର୍ଶ ଦିଆ ଯାଇଥାଏ।

ତୃତୀୟ ଫାଇଦା ହେଉଛି କି ଏହା କ୍ୟାନ୍ସର ଭଳି ରୋଗ ହେବାକୁ ଦେଇନଥାଏ। ବିଭିନ୍ନ ବୈଜ୍ଞାନିକ ଶୋଧ ରୁ ଜଣା ପଡ଼ିଛି କି ତୁଳସୀ ପତ୍ର ଆଣ୍ଟି କ୍ୟାନ୍ସରସ ଅଟେ ଯାହାଦ୍ୱାରା କି ଏହା ଆମ ଶରୀର ଭିତରକୁ କ୍ୟାନ୍ସର ପଶିବାକୁ ଦେଇ ନଥାଏ। ଆପଣ ଯଦି ସବୁଦିନ ତୁଳସୀ ର ସେବନ କରିବେ ତ ଆପଣଙ୍କୁ ଜୀବନ ସାରା କେବେ ବି କ୍ୟାନ୍ସର ହେଇ ନଥାଏ।ତୁଳସୀ ପତ୍ର ଆଣ୍ଟି ବ୍ୟାକ୍ଟେରିଆଲ ହେଇଥିବାରୁ ତାହା ଆମ ଶରୀର କୁ କେବେ ବି ରୋଗ ହେବାକୁ ଦେଇ ନଥାଏ।

Leave a Reply

Your email address will not be published. Required fields are marked *