June 27, 2025

Odia Express

Here, There and Everywhere

ଆଜିର ମଜାଦାର ପ୍ରଶ୍ନ ଓ ଉତ୍ତର – କେଉଁ ଜିନିଷ ସକାଳେ ଦେଖିଲେ ସବୁଜ ,ଦିପହର ଦେଖିଲେ କଳା,ସନ୍ଧ୍ୟାରେ ଦେଖିଲେ ନୀଳ ଓ ରାତିରେ ଦେଖିଲେ ଧଳା ହେଇଥାଏ ?ଉତ୍ତର ଜାଣିରଖନ୍ତୁ ଏବେ…

1 min read

ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ବି ଆମେ ଆପଣଙ୍କ ପାଇଁ ଏକ ଲେଖା ନେଇକି ଆସିଛି ଏହାକୁ ଭଲ ଭାବରେ ପଢନ୍ତୁ।ଆଜି ଆମେ ଆପଣଙ୍କୁ କହିବୁ IPS, IAS, UPSC ଭଳି ଇଣ୍ଟରଭିଉରେ ପଚାର ଯାଉଥିବା କିଛି ପ୍ରଶ୍ନ ଓ ଉତର ଆସନ୍ତୁ ଜାଣିବା।ନମସ୍କାର ବନ୍ଧୁଗଣ ଆମେ ଆଜି ଏଠି ଆପଣ ମାନଙ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ।ଆଜି ଆମେ ଏଠି ସାଧାରଣ ଜ୍ଞାନ ବିଷୟରେ ସମ୍ବନ୍ଧିତ  କଠିନ ରୁ କଠିନ ଏବଂ ମଜାଳିଆ ପ୍ରଶ୍ନ ପଚାରିବୁ ଓ ଆପଣ ଶିଘ୍ର ରୁ ଶିଘ୍ର ତାର ଉତ୍ତର ଦବାର ଅଛି।ଆସନ୍ତୁ ଆରମ୍ଭ କରିବା ସେ ଖେଳ।

ପ୍ରଶ୍ନ-ଭାରତର କେଉଁ ରାଜ୍ୟର ରାଜଭାଷା ଇଂଲିଶ ଅଟେ?
ଉତ୍ତର-ନାଗାଲ୍ୟାଣ୍ଡ

ପ୍ରଶ୍ନ-ଦୁନିଆର ସବୁଠୁ ଧନୀ ସହର କେଉଁଟା?
ଉତ୍ତର-ନିଉୱର୍କ ସହର

ପ୍ରଶ୍ନ-ତାଜମହଲ ତିଆରି ପାଇଁ କେତେ ମଜୁରିଆ ଲାଗିଥିଲେ?
ଉତ୍ତର-୨୦,୦୦୦ ମଜୁରିଆ

ପ୍ରଶ୍ନ-ବିଶ୍ୱର ସବୁଠୁ ବଡ଼ ମହାକାବ୍ୟ କେଉଁଟା?
ଉତ୍ତର-ମହାଭାରତ

ପ୍ରଶ୍ନ-ମ୍ୟାଲେରିଆର ଓସଦ କେଉଁ ଗଛରୁ ତିଆରି ହୋଇଥାଏ?
ଉତ୍ତର-ସିନକୋନା

ପ୍ରଶ୍ନ-ଭାରତର ସବୁଠୁ କାମ ଜନସଂଖ୍ୟା ରାଜ୍ୟ କେଉଁଟା ?
ଉତ୍ତର-ସିକିମ

ପ୍ରଶ୍ନ-ଘଣ୍ଟା ନଗର କାହାକୁ କହନ୍ତି?
ଉତ୍ତର-ବାରଣାସୀ

ପ୍ରଶ୍ନ-ସୁର୍ଯ୍ୟ ପ୍ରଥିବୀ ନିକଟ କେବେ ହୋଇଥାଏ?
ଉତ୍ତର-ଜାନୁଆରୀ୩ କୁ

ପ୍ରଶ୍ନ-ବିଶ୍ୱର ସବୁଠୁ ସୁନ୍ଦର ସହର କେଉଁଟା?
ପ୍ରଶ୍ନ-ପ୍ୟାରିସ

ପ୍ରଶ୍ନ-ସବୁଠୁ ଉଞ୍ଚା ପର୍ବତ ଶିଖର କେଉଁଟା?
ଉତ୍ତର-ଏଭରେଷ୍ଟ

ପ୍ରଶ୍ନ-ଶାନ୍ତି ବନ କେଉଁଠି ଅଛି?
ଉତ୍ତର-ଦିଲ୍ଲୀ

ପ୍ରଶ୍ନ-ରାଜ୍ୟରେ ଶାସନ ମୁଖ୍ୟ କିଏ ଅଟନ୍ତି?
ଉତ୍ତର-ରାଜ୍ୟପାଳ

ପ୍ରଶ୍ନ-ଗୁଗଲ କେଉଁ ଦେଶର କମ୍ପାନୀ?
ଉତ୍ତର-ଆମେରିକା

ପ୍ରଶ୍ନ-ଫୁଟବଲ ରେ କେଉଁ ଗ୍ୟାସ ଭରାଯାଇଥାଏ?
ଉତ୍ତର-ହାଇଡ୍ରୋଜେନ

ପ୍ରଶ୍ନ-ଭାରତର କେଉଁ ରାଜ୍ୟରେ ସବୁଠୁ କମ ଅପରାଧ ହୋଇଥାଏ?
ଉତ୍ତର-ଆନ୍ଦ୍ରପ୍ରଦେଶ

ପ୍ରଶ୍ନ-ଭୂକମ୍ପ କେଉଁଥିରେ ମପାଯାଏ?
ଉତ୍ତର-ରିକ୍ଟର ସ୍କେଲ

ପ୍ରଶ୍ନ-ଜୁଡୋ କେଉଁ ଦେଶର ରାଷ୍ଟ୍ରୀୟ ଖେଳ?
ଉତ୍ତର-ଜାପାନ

ପ୍ରଶ୍ନ-ମିଛ କହିବା ଦ୍ଵାରା ଶରୀରର କେଉଁ ଅଙ୍ଗ ଗରମ ହୋଇଯାଇଥାଏ?
ଉତ୍ତର-ନାକ

ପ୍ରଶ୍ନ-କେଉଁ ଜୀବର ଗୋଡ଼ ନଥାଏ?
ଉତ୍ତର-ସାପ

ପ୍ରଶ୍ନ-କେଉଁ ଦେଶରେ ସୂର୍ଯ୍ୟ ଆଜି ଅସ୍ତ ହୋଇଥାନ୍ତି?
ଉତ୍ତର-ନିଉଜଲ୍ୟାଣ୍ଡ

ପ୍ରଶ୍ନ-ବିଶ୍ୱର ସବୁଠୁ ଗରିବ ଦେଶ କେଉଁଟା?
ଉତ୍ତର-ଭୁଟାନ

ପ୍ରଶ୍ନ-କେଉଁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଫାଶି ଦିଆଯାଇଥିଲା?
ଉତ୍ତର-ପାକିସ୍ତାନ

ପ୍ରଶ୍ନ – କେଉଁ ଜିନିଷ ସକାଳେ ଦେଖିଲେ ସବୁଜ ,ଦିପହର ଦେଖିଲେ କଳା,ସନ୍ଧ୍ୟାରେ ଦେଖିଲେ ନୀଳ ଓ ରାତିରେ ଦେଖିଲେ ଧଳା ହେଇଥାଏ ?

ଉତ୍ତର – ବିଲେଇ ର ଆଖି

ପ୍ରଶ୍ନ – ଦୁନିଆରେ ଗୋରାରୁ ଗୋରା ଝିଅଙ୍କର ଭି କେଉଁ ଗୋଟିଏ ଜିନିଷଟି ନିଶ୍ଚିନ୍ତ କଳା ଅଟେ ?
ଉତ୍ତର:- ସଠିକ ଉତ୍ତରଟି ହେଉଛି ନିଜର ଛାଇ,ସେ ଯେକୌଣସି ଝିଅ ହେଉନା କାହିଁକି ତାର ଛାଇ କଳା ହୋଇଥାଏ।

ଯଦି ଆପଣଙ୍କୁ ଆମ ଲେଖା ଭଲ ଲାଗୁଛି ଏହାକୁ ଲାଇକ ଓ ସେୟାର କରନ୍ତୁ,ଧନ୍ୟବାଦ।

Leave a Reply

Your email address will not be published. Required fields are marked *