June 23, 2025

Odia Express

Here, There and Everywhere

ମାତ୍ର ଗୋଟେ ମିନିଟରେ ଦାନ୍ତ ମୋତି ଭଳି ଚମକି ଯିବ – ଉପାୟ ଏବେ ଦେଖି ନିୟନ୍ତୁ ଓ ବ୍ୟବହାର କରନ୍ତୁ…

ଆପଣଙ୍କ ପାଇଁ ଆଜି ଆମେ ଏକ ଏପରି ଉପାୟ ନେଇକି ଆସିଛୁ ଯାହାର ବ୍ୟବହାର ଦ୍ୱାରା କି ଆପଣ ବହୁତ ଜଲଦି ନିଜର ମଇଳା ତଥା ହଳଦିଆ ଦାନ୍ତକୁ ବହୁତ ସଫା ଆଉ ଚମକଦାର କରି ପାରିବେ। ଯଦି ଆପଣଙ୍କ ଦାନ୍ତ ବି ବହୁତ ହଳଦିଆ ତଥା ମଇଳା ହେଇ ସାରିଛି ତ ଆପଣ ଏହି ଉପାୟ ର ବ୍ୟବହାର ଦ୍ୱାରା ନିଜର ଦାନ୍ତ କୁ ମୋତି ଭଳି ଧଳା କରି ପାରିବେ। ଏହା ଆପଣଙ୍କ ପାଇଁ ସାଧାରଣ ଉପାୟ ହେବାକୁ ଯାଉ ନାହିଁ। ଏହା ଏକ ଏପରି ଉପାୟ ଯାହାର ବ୍ୟବହାର ଆପଣ ଆଜି ଯାଏ କେବେ ବି କରି ନଥିବେ। ଆଉ ଯଦି ଆମେ ଏହର ଖର୍ଚ୍ଚ କଥା କହିବା ତ ତାହା ଏତେ ଶସ୍ତା କି ଆପଣ କେବେ ଭାବି ନଥିବେ। ତ ଆସନ୍ତୁ ଜାଣିବା।

ଏହି ଉପାୟ କୁ କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଅଙ୍ଗାର ନେବାର ଅଛି। ଅଙ୍ଗାର ନାମ ଶୁଣିକି ଆପଣ ଭାବିବେ କି ଆମେ ଅଙ୍ଗାର କିପରି ବ୍ୟବହାର କରି ପାରିବା। ମାତ୍ର ଆମକୁ ଏହି କୋଇଲା କୁ ହି ବ୍ୟବହାର କରିବାକୁ ହେବ। ଆପଣ ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଏକ ଅଙ୍ଗାର ଆଣି ତାକୁ ଭଲ ଭାବେ ଗୁଣ୍ଡ କରନ୍ତୁ। ଭଲ ଭାବେ ଗୁଣ୍ଡ କରି ସାରିବା ପରେ ଆପଣ ଗୋଟେ ଚାମଚ ପାଣି ମିଶାନ୍ତୁ ଆଉ ତାକୁ ଭଲ ଭାବେ ଗୋଳେଇ ତାର ପେଷ୍ଟ ବନାନ୍ତୁ। ଆପଣ ଏହାକୁ ଏପରି ପ୍ରସ୍ତୁତ କରନ୍ତୁ ଯେପରି କି ତାହା ଆପଣଙ୍କ ଦାନ୍ତ ରେ ଭଲ ଭାବେ ପେଷ୍ଟ ଭଳି ଲାଗିଯିବ।

ତା ପରେ ଆପଣ ତାକୁ ଏକ ବ୍ରସ ରେ ଆଣିକି ନିଜ ଦାନ୍ତ ରେ ଭଲ ଭାବେ ରଗଡି ଦିଅନ୍ତୁ। ରଗଡିବା ପରେ ଆପଣ ତାକୁ ଭଲ ସେ ଧୋଇ ଦିଅନ୍ତୁ। ତା ପରେ ଆପଣ ନିଜର କେଉଁ ବି ଏକ ପେଷ୍ଟ ଅଥବା ପାଉଡର ଆଣିକି ତାକୁ ପୁଣି ରଗଡନ୍ତୁ। ତା ପରେ ଆପଣ ତାକୁ ପୁନର୍ବାର ଧୁଅନ୍ତୁ ଆଉ ତା ପରେ ଆପଣ ଦେଖିବେ କି ଆପଣଙ୍କ ଦାନ୍ତ କିପରି ଧଳା ଆଉ ଚମକଦାର ହେଇଯିବ।

ଆପଣ ଏହାକୁ ଭଲ ଭାବେ ତିନି ଦିନ କରନ୍ତୁ ଆଉ ଦେଖନ୍ତୁ କି ଆପଣନ୍କର କି ଫରକ ପଡ଼ିବାକୁ ଯାଉଛି। ଏହାଦ୍ୱାରା ଆପଣଙ୍କ ଦାନ୍ତ ବହୁତ ଜଲଦି ସଫା ହେଇଯିବାକୁ ଯାଉଛି। ଏହି ଘରେ ବନା ଯାଇଥିବା ରିମେଡି ଆପଣଙ୍କ ପାଇଁ ବହୁତ ଫାଇଦା ଦେବ।

ଯଦି ଆପଣଙ୍କ ଦାନ୍ତ ବହୁତ ଅଧିକ ହଳଦିଆ ତଥା ତମ୍ବାକୁ ର ସେବନ ଦ୍ୱାରା ବହୁତ ଅଧିକ ଖରାପ ହେଇଯାଇଛି ତ ଆପଣ ଏହି ଉପାୟ ଅନୁସରଣ କରନ୍ତୁ। ତାହାଦ୍ୱାରା ଆପଣ ବହୁତ ସହଜ ରେ ବହୁତ ଶସ୍ତା ରେ ନିଜର ଦାନ୍ତ କୁ ସଫା କରି ପାରିବେ।

Leave a Reply

Your email address will not be published. Required fields are marked *