June 28, 2025

Odia Express

Here, There and Everywhere

ଶେଷରେ ଖୋଲିଗଲା ପାର୍ଲେ ଜି ଗାର୍ଲର ଏହି ରହସ୍ୟ, ସତ ଜାଣିଲେ ବିଶ୍ଵାସ କରିପାରିବେ ନାହିଁ ଆପଣ – ଦେଖନ୍ତୁ କିଏ ସେ ଝିଅ ଓ ଏବେ କଣ କରୁଛନ୍ତି…

ଉଲ୍ଲେଖାଯୋଗ୍ୟ ଯେ ଆଜି ହୁଏତ ଲୋକଙ୍କର ସ୍ଵାଦ ବଦଳି ଯାଇଛି ଏବଂ ଆଜି ପଛକେ ଲୋକମାନେ ପାର୍ଲେ ଜି ସ୍ଥାନରେ ଓରିୟ ବିସ୍କୁଟ ଖାଉଛନ୍ତି , କିନ୍ତୁ ତଥାପି ଲୋକମାନେ ପାର୍ଲେ ଜି ର ସ୍ଵାଦକୁ ଆଜି ମଧ୍ୟ ଭୁଲିପାରିନାହାନ୍ତି ଏବଂ ଏହାର ସ୍ଵାଦ ସବୁବେଳେ ଲୋକଙ୍କର ମୁହଁରେ ରହିଛି । ଏବେ ଆପଣ ଭାବୁଥିବେ ଯେ ଆମେ, ଅଚାନକ ପାର୍ଲେ ଜି ର କଥା କାହିଁକି କହୁଛୁ। ତାହା ଏଥିପାଇଁ କାରଣ ଆଜି ଆମେ ସେହି ଝିଅ ବିଷୟରେ କଥା କହିବୁ , ଯାହାର ଫଟୋ ପାର୍ଲେ ଜି ବିସ୍କୁଟ ପ୍ୟାକେଟ ଉପରେ ରହୁଥିଲା ଏବଂ ଯାହାକୁ ଆମେ ପାର୍ଲେ ଜି ଗାର୍ଲ କହି ଡାକୁଥିଲୁ ।

ହଁ ଆଜ୍ଞା ଆଜି ଏହି ସୂଚନା ଦ୍ଵାରା ଆମେ ଆପଣଙ୍କୁ ସେହି ଝିଅର ସତ୍ୟତା କହିବୁ। ଅତଏବ ଆଜି ପର୍ଯ୍ୟନ୍ତ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ତ ନିଶ୍ଚିତ ଆସିଥିବ ଯେ ଏହି ପାର୍ଲେ ଜି ଗାର୍ଲ କିଏ ଅଟେ ଏବଂ ଆଜିକାଲି ସେ କେଉଁଠି ଅଛି ଏବଂ କଣ କରୁଛି? ତ ଆଜି ଆମେ ଆପଣଙ୍କୁ ଏହି କିଛି ପ୍ରଶ୍ନର ଉତ୍ତର କହିବାକୁ ଯାଉଛୁ ।

ଯଦି ସୋସିଆଲ ମିଡିଆ କଥା ମାନିବୁ ତ ପାର୍ଲେ ଜି ଗାର୍ଲ ଏବେ ଜେଜେମା ଆଇ ବୟସର ହୋଇସାରିଛନ୍ତି ଏବଂ ତାଙ୍କ ନାମ ନିରୁ ଦେଶପାଣ୍ଡେ କୁହାଯାଉଛି। କିନ୍ତୁ ଏହି ଖବର ବିଲକୁଲ ମିଛ ଅଟେ। ଏହି କାରଣ ଅଟେ ଯେ ଆଜିକାଲି ପାର୍ଲେ ଜି ଗାର୍ଲକୁ ନେଇ ଅନେକ କଥା ପ୍ରସାରିତ କରାଯାଉଛି, ଯଦ୍ୱାରା ଲୋକଙ୍କ ମନରେ ଯେଉଁ ପ୍ରଶ୍ନ ଉଠୁଛି, ତାହାର ଲୋକମାନଙ୍କୁ ସଠିକ ଉତ୍ତର ମିଳିପାରିବ । ଯଦିଓ ପାର୍ଲେ ଜି ଗାର୍ଲ କୁ ନେଇ ଅନେକ ମିଛକଥା ଅନେକ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଏବଂ ଯଦି ଆପଣ ମଧ୍ୟ ସେହି କଥା ଉପରେ ବିଶ୍ଵାସ କରୁଛନ୍ତି , ତ ମହାଶୟ ନିଜର ଏହି ଭୁଲ ଧାରଣାକୁ ଆଜି ହିଁ ମନରୁ ଦୂର କରିଦିଅନ୍ତୁ, କାରଣ ସେହି କଥାରେ ଟିକେ ବି ସତ୍ୟତା ନାହିଁ ।

ଆପଣଙ୍କୁ ଏହା ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ଯେଉଁ ଝିଅଟିର ଫଟୋ ଆପଣ ପାର୍ଲେ ଜିର ପ୍ୟାକେଟରେ ଦେଖୁଛନ୍ତି, ପ୍ରକୃତରେ ଏଭଳି କୌଣସି ଝିଅ ଏହି ଦୁନିଆରେ ନାହିଁ । ଏହା ସହିତ ଆପଣଙ୍କ ସୂଚନା ନିମନ୍ତେ ଜଣେଇ ଦେଉଛୁ ଯେ ନିରୁ ଦେଶପାଣ୍ଡେ ପାର୍ଲେ ଜି ଗାର୍ଲ ନୁହନ୍ତି, ବରଂ ସେ ତ କେବଳ ପାର୍ଲେ ଜି ନିମନ୍ତେ ମଡେଲିଙ୍ଗ କରି ଏକ ଫଟୋ ଦେଇଥିଲେ ଏବଂ ସେହି ଫଟୋ ଆଜି ପାର୍ଲେ ଜିର ପରିଚୟ ଅଟେ ଏହା ସହିତ ଏହା କୁଜଯାଉଥିଲା ଯେ ନିରୁ ଦେଶପାଣ୍ଡେ ଯେବେ ପାର୍ଲେ ଜି ପ୍ୟାକେଟ ନିମନ୍ତେ ଏହି ଫଟୋ ଦେଇଥିଲେ, ସେତେବେଳେ ତାଙ୍କର ବୟସ 4ବର୍ଷ 3ମାସର ଥିଲା ଏବଂ ତାସହ ଏହା ମଧ୍ୟ ଜଣେଇଦେବୁ ଯେ ନିରୁ ଦେଶପାଣ୍ଡେ ନାଗପୁରର ନିବାସୀ ଅଟନ୍ତି।

ମାନେ ଯଦି ସିଧା ଶବ୍ଦରେ କହିବୁ ତ ସେ କେବଳ ଏହି ଫଟୋ କୁ ପାର୍ଲେ ଜି ର ପ୍ୟାକେଟ ଉପରେ ଛାପିବା ନିମନ୍ତେ ଚୟନ କରିଥିଲେ, କିନ୍ତୁ ଏହି ଫଟୋ ତାଙ୍କର ନିଜର ନୁହେଁ ।ଅତଏବ ଆମେ ଆଶା କରୁଛୁ , ଯେ ଏହି ସୂଚନା କୁ ପଢିବା ପରେ ଆପଣ ବୁଝିଯିବେ ଯେ ବାସ୍ତବରେ ଏଠାରେ କୌଣସି ପାର୍ଲେ ଜି ଗାର୍ଲ ହିଁ ନାହିଁ ଏବଂ ଏହା କେବଳ ଏକ ମିଛ ଅଟେ ।

Leave a Reply

Your email address will not be published. Required fields are marked *