June 28, 2025

Odia Express

Here, There and Everywhere

କଳିଯୁଗରେ ସବୁଠୁ ଭାଗ୍ୟଶାଳୀ ଅଟେ ଏହି ରାଶି – ଏମାନଙ୍କ ମଧ୍ୟରେ ଆପଣଙ୍କ ରାଶି ସାମିଲ ଅଛି କି – ଏବେ ଦେଖି ନିୟନ୍ତୁ…

1 min read

ପ୍ରତି ବ୍ୟକ୍ତି ଚାହିଁଥାନ୍ତି ଯେ ତାର ଜୀବନ ସୁଖ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ନିଜ ଜୀବନରେ କେବେ କେଉଁ ଜିନିଷର କମି ନରହୁ। ଏଥିପାଇଁ ସେ ବହୁତ କଷ୍ଟ ମଧ୍ୟ କରନ୍ତି । ସବୁ ରାଶିର କିଛି ଖାସ ବିଶେଷତା ଅଛି। ହେଲା ଜ୍ୟୋତିଷ ଶାସ୍ତ୍ରରେ ଏହି ୫ଟି ରାଶିକୁ ଭାଗ୍ୟଶାଳୀ ବୋଲି ମାନାଯାଇଛି। ତେବେ ଡେରି ନ କରି ଆସନ୍ତୁ ଆମର ବିଷୟ ବସ୍ତୁ ଆରମ୍ଭ କରିବା।

ମେଷ ରାଶି:- କଳିଯୁଗର ଭାଗ୍ୟଶାଳୀ ରାଶିମାନଙ୍କ ମଧ୍ୟରୁ ପ୍ରଥମ ରାଶି ମେଷ ରାଶି ଅଟେ। ମେଷ ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ଅଟେ। ମଙ୍ଗଳ ଗ୍ରହ ଏମାନଙ୍କ ଭାଗ୍ୟକୁ ଆହୁରି ମଜଭୁତ ବନେଇଥାଏ। ଯେଉଁ କାରଣରୁ ଏହି ଲୋକ ସବୁ କାର୍ଯ୍ୟରେ ସଫଳତା ହାସଲ କରନ୍ତି ।

ମିଥୁନ ରାଶି:- କଳିଯୁଗର ଭାଗ୍ୟଶାଳୀ ରାଶିମାନଙ୍କ ମଧ୍ୟରେ ମିଥୁନ ରାଶି ମଧ୍ୟ ସାମିଲ ଅଟେ। ମିଥୁନ ରାଶିଙ୍କର ସ୍ୱାମୀ ଗ୍ରହ ବୁଧ ଅଟେ। ଏହି ଲୋକ ନିଜ ବୁଦ୍ଧି ଏବଂ କୌଶଳ ପାଇଁ ପ୍ରସିଦ୍ଧ ଅଟନ୍ତି। ଏହି ରାଶିର ଲୋକମାନେ ବହୁତ ସହାସି ଅଟନ୍ତି ଏବଂ ସବୁ କାର୍ଯ୍ୟକୁ କରିବା ପାଇଁ ଆଗକୁ ବାହାରନ୍ତି।

କନ୍ୟା ରାଶି:- କନ୍ୟା ରାଶିଙ୍କର ସ୍ୱାମୀ ଗ୍ରହ ବୁଧ ଅଟେ। ଭାଗ୍ୟଶାଳୀ ରାଶିମାନଙ୍କ ମଧ୍ୟରେ କନ୍ୟା ରାଶି ମଧ୍ୟ ସାମିଲ ଅଟେ। ଭାଗ୍ୟର ସାଥ ମିଳିଲେ ମଧ୍ୟ ଏମାନେ ନିଜ କଷ୍ଟକୁ ଜାରି ରଖନ୍ତି। ଯେଉଁ କାରଣରୁ ଏହି ଲୋକମାନେ ଜଲଦି ନିଜ ଲକ୍ଷ୍ୟକୁ ପାଇବାରେ ସଫଳ ହୁଅନ୍ତି।

ତୁଳା ରାଶି:- ଭାଗ୍ୟଶାଳୀ ରାଶିମାନଙ୍କ ମଧ୍ୟରେ ତୁଳା ରାଶି ମଧ୍ୟ ସାମିଲ ଅଟେ। ତୁଳା ରାଶି ଙ୍କର ସ୍ୱାମୀ ଶୁକ୍ର ଗ୍ରହ ଅଟନ୍ତି। ଏମାନେ ନିଜ ଆତ୍ମବିଶ୍ବାସ ଫଳରେ ବହୁତ ଜଲଦି କଠିନ ପରିସ୍ଥିତିରୁ ମୁକୁଳି ଯାଆନ୍ତି। ଏମାନଙ୍କ ମଧ୍ୟରେ ନେତୃତ୍ୱର କ୍ଷମତା ବହୁତ ଭଲ ଅଟେ। ଏମାନଙ୍କୁ ନିଜ ଭାଗ୍ୟର ପୁରା ସହଯୋଗ ମିଳିଥାଏ।

ମିନ ରାଶି:- କଳିଯୁଗର ସବୁଠୁ ଭାଗ୍ୟଶାଳୀ ରାଶି ମାନଙ୍କ ମଧ୍ୟରେ ମିନ ରାଶି ମଧ୍ୟ ସାମିଲ ଅଟେ। ମିନ ରାଶି ଙ୍କର ସ୍ୱାମୀ ଗୁରୁ ଏବଂ ବରୁଣ ଅଟନ୍ତି। ଗୁରୁ ଗ୍ରହ ପ୍ରଭାବରୁ ଏମାନେ ଭାଗ୍ୟ କ୍ଷେତ୍ରରେ ସବୁବେଳେ ଆଗରେ ରୁହନ୍ତି। ଏମାନେ ବୁଦ୍ଧିମାନ ମଧ୍ୟ ଅଟନ୍ତି। ପରିସ୍ଥିତିକୁ ବହୁତ ଶିଘ୍ର ବୁଝିବାର କ୍ଷମତା ଏମାନଙ୍କ ପାଖରେ ଥାଏ। ଏହି ରାଶି ଲୋକମାନେ ନିଜ ଜୀବନରେ ବହୁତ ମଜା କରନ୍ତି।

Leave a Reply

Your email address will not be published. Required fields are marked *