June 22, 2025

Odia Express

Here, There and Everywhere

କେବଳ ପାଞ୍ଚ ଦିନରେ ୨୧ ମିମିର ପଥରକୁ ତରଳାଇ ଦେବ ଏହି ସାଧାରଣ ଘରୋଇ ଉପାୟ – ଏବେ ଜାଣିରଖନ୍ତୁ…

ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ଏକ ରାମବାଣ ସାବ୍ୟସ୍ତ ହେଇପାରେ। ଏହା ଆପଣଙ୍କର ଶରୀର ଭିତରେ ଥିବା ୨୧ ମିମି ର ପଥର କୁ ବହୁତ ଜଲଦି ବାହାର କରି ଦେଇପାରେ। ଏହାପାଇ ଆପଣଙ୍କୁ କିଛି ଉପାୟ କରିବାକୁ ହେବ। ଆପଣଙ୍କୁ ମନ୍ଦାର ଫୁଲ ଆଣିବାକୁ ହେବ। ମନ୍ଦାର ଫୁଲ ଆପଣଙ୍କ ପାଇଁ ଏକ ବଡ଼ ଔଷଧି ସାବ୍ୟସ୍ତ ହେଇପାରେ। ଏହା ଆପଣଙ୍କ ଆଖ ପାଖରେ ମିଳି ଯାଇପାରେ ଅଥବା ଆପଣ ଏହାକୁ କିଣି ବି ପାରିବେ। ଆପଣ ତାକୁ ଆଣି ସୁଖେଇ ଦିଅନ୍ତୁ ଆଉ ତାହା ପୁରା ପୁରି ଶୁଖିଯିବା ପରେ ତାକୁ ଆପଣ ପାଉଡର ବନେଇ ଦିଅନ୍ତୁ। ଏହି ପାଉଡର କୁ ଆପଣ ଗୋଟେ ଜାଗା ରେ ସ୍ଥିର ଭାବେ ରଖନ୍ତୁ ଆଉ ତାକୁ ଆପଣଙ୍କୁ ବ୍ୟବହାର କରିବାକୁ ହେବ।

ଆପଣଙ୍କୁ କରିବାର ଏଇଆ ଅଛି କି ଆପଣ ବାସ ଏହି ପାଉଡର କୁ ଖାଇବାର ଗୋଟେ ରୁ ଦେଢ଼ ଘଣ୍ଟା ପରେ ଗରମ ପାଣି ସହ ମିସେଇ ଏହାକୁ ପିଅନ୍ତୁ। ଆପଣ ମନେ ରଖନ୍ତୁ କି ଗରମ ପାଣି ସହ ଖାଇବାର ଗୋଟେ ଘଣ୍ଟା ପରେ ଏହାକୁ ପିଅନ୍ତୁ। ଆପଣଙ୍କ ପାଇଁ ଏହା କଡା ହେଇପାରେ ମାତ୍ର ଏହାକୁ ଆପଣଙ୍କୁ ଖାଇବାକୁ ହେବ। ଏତେ ବି କଡା ନୁହଁ କି ଆପଣ ଏହାକୁ ଖାଇ ପାରିବେ ନାହିଁ, ମାତ୍ର ଏହା ଆପଣଙ୍କ ପାଇଁ ଟିକେ କଷ୍ଟ ହେଇପାରେ।

ଆଉ ଆପଣ ମନେ ରଖନ୍ତୁ କି ଏହାକୁ ପିଇବା ପରେ ଆପଣଙ୍କୁ ଆଉ କିଛି ଖାଇବାର ନାହିଁ। ଆପଣ ଖାଇବା ପରେ ଆଉ ଶୋଇବା ଆଗରୁ ଏହାକୁ ପିଇବେ ଆଉ ତା ପରେ ଶୋଇବାକୁ ଯିବେ।

ଆପଣଙ୍କୁ ଏହାର ସେବନ ୧୫ ରୁ ୨୦ ଦିନ ଯାଏ କରିବାର ଅଛି। ଏହା ପରେ ଆପଣ ଦେଖିବେ କି ଆପଣଙ୍କ ଶରୀର ରେ ଥିବା ପଥର ଆରାମ ସେ ବାହାରି ଯିବ। ଆପଣଙ୍କୁ ବାସ ପାଳଙ୍ଗ, ଟମାଟୋ, ଭେଣ୍ଡି ଇତ୍ୟାଦି ପରିବା ର ସେବନ କରିବାର ନାହିଁ। ବାକି ଆପଣଙ୍କ ଶରୀର ରେ ଯଦି ୨୧ ମିମି ର ପଥର ଅଛି ତାହେଲେ ବି ତାହା ଭାଙ୍ଗିକି ବାହାରି ଯିବ। ଯଦି ପଥର ଅଧିକ ବଡ଼ ହେଇଥାଏ ତ ତାହା ଭାଙ୍ଗିବା ସମୟରେ କଷ୍ଟ ଅଥବା ଯନ୍ତ୍ରଣା ହେଇପାରେ।

ଯଦି ଆପଣଙ୍କର ପଥର ୨୧ ମିମି ରୁ ଅଧିକ ଅଟେ ତ ଭଲ ହେବ କି ଆପଣ କେଉଁ ଭଲ ଚିକିତ୍ସକ କୁ ଦେଖାନ୍ତୁ।ଯଦି ତାହା ତା ଠାରୁ କମ ତ ଏହି ପ୍ରକ୍ରିୟା ଆପଣଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେଇଯିବ। ତ ଆପଣ ଏହାକୁ କରନ୍ତୁ ଆଉ ଏକ ସୁସ୍ଥ ଜୀବନ ଯାପନ କରନ୍ତୁ।

Leave a Reply

Your email address will not be published. Required fields are marked *