June 22, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ଶରୀରରେ କିପରି କୋଲେଷ୍ଟ୍ରୋଲ କିପରି କମେଇବା ଓ ନିଜକୁ ସମ୍ପୂର୍ଣ ସୁସ୍ଥ ରଖିବେ…

1 min read

ଆଜି ଆମେ ଏଠି ଜାଣିବାକି ଆମ ଶରୀରରେ ବଢ଼ୁଥିବା କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବା ପାଇଁ ଘରୋଇ ଉପାୟ। ଏହା ଏମିତି ଖାସ ବଛାଯାଇଥିବା ଉପାୟ ଅଟେ ଯାହା ଆମ ଶରୀରେ ଔଷଧ ଅପେକ୍ଷା ଅଧିକ ଶିଘ୍ର କାର୍ଯ୍ୟକାରୀ ହୋଇଥାଏ।ଯେତେବେଳେ ଯକୃତ ଓ ହୃଦରୋଗ ଭଳି ସମସ୍ୟାକୁ ଭଲ ଭାବରେ ଘରୋଇ ଉପାୟରେ ଭଲ ଭାବରେ ଭଲ ହୋଇଥାଏ।ପିଲାବେଳୁ ନେଇ ବଢିବା ସମୟ ପର୍ଯ୍ୟନ୍ତ ଆମେ ଖାଉଥିବା ଖାଦ୍ୟରେ ଥିବା କୋଲେଷ୍ଟ୍ରୋଲକୁ ଆମ ଦେହର ବୃଦ୍ଧିରେ କାମରେ ଆସିଥାଏ।ଯେତେବେଳେ ଆମ ଶରୀର ୧୮-୨୦ବର୍ଷ ଯାଏ ଯେତେବେଳେ ଆମ ଉଚ୍ଚତା ବଢିବାକୁ ନଲାଗେ ସେ ସମୟରେ ଆମ ଶରୀରରେ କୋଲେଷ୍ଟ୍ରୋଲ ବଢିବାକୁ ଲାଗିଥାଏ।

ଯଦି ଆପଣ ବିନା ପରିଶ୍ରମରେ ମଦ,ସିଗରେଟ,ମାଛ ଓ ମାଂସ,ତେଲ ଜାତୀୟ ଖାଦ୍ୟ ଖାଇ ଥାଉ ଏହାର ଫଳ ଆମକୁ ୪୦ ବର୍ଷ ବଯସରେ ଦେଖିବାକୁ ମିଳିଥାଏ।କେବଳ ୫% ଲୋକ ହୃଦୟରେ କଣା ଓ ବଲ୍ବ ଖରାପ ହେବା ଦ୍ୱାରା ଏପରି ହୋଇଥାଏ।ଆଉ ଥିବା ୯୫% ଲୋକ ବଢିଥିବା କୋଲେଷ୍ଟ୍ରୋଲ ପାଇଁ ହୃଦ୍ଘାତ ହୋଇଥାଏ।ଯେଉଁମାନଙ୍କୁ ହୃଦ ଘାତ ପାଇଁ ଚେତାବନୀ ଦେଇଥାନ୍ତି ସେମାନେ ତାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଆଵଶ୍ୟକ।ଆମେ ଚାହିଁଲେ ଏ ରୋଗକୁ ରିଭର୍ସବି କରିପାରିବା ଆସନ୍ତୁ ଜାଣିବା କିପରି ?

କୋଲେଷ୍ଟ୍ରୋଲ ପାଇଁ ଆମ ଶରୀରର ବିଭିନ୍ନ ଶିରା ପ୍ରଶିରାରେ ଜମି ଏହାକୁ ଅବରୋଧ କରିଥାଏ ଯାହା ଫଳରେ ମସ୍ତିଷ୍କ ଓ ହୃଦୟ ସମ୍ବନ୍ଧୀୟ ରୋଗ ହେବ।ଆମ ମାନଙ୍କ ଆଟେରୀର ଭିତର ପଟ ଯାହାକୁ ଏଣ୍ଡୋଥେଲିୟମ ଲେୟାର କୁହାଯାଏ।ଆମର ଧମନି ପାଇପ ଭଳିଆ ହୋଇଥାଏ ଏଥିରେ ସଂକ୍ରମଣ ବଢିଲେ ସେଠି କୋଲେଷ୍ଟ୍ରୋଲ ଜମା ହୋଇ ସେ ସିରାକୁ ବନ୍ଦ କରିଥାଏ।ଏଥିପାଇଁ ଆମକୁ ଏମିତି ଜିନିଷର ସେବନ କରିବା ଦରକାର ଯାହା ଆମ ଆଟ୍ରେରି ଭିତର ପଟକୁ ଟାଣ କରିବ।

ସେଥିପାଇଁ ଆମେ ଆମ ସବୁଦିନର ଖାଦ୍ୟପେୟରେ ପରିବର୍ତ୍ତନ ଆଣିବେ ଓ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ କମ ଖାଇବେ ଓ ତାପରେ ଜାଣିବା କେତେକ କାର୍ଯ୍ୟ କାରୀ ହେଉଥିବା ସୁନିଶ୍ଚିତ ଉପାୟ ବିଷୟରେ ଯାହା ଦ୍ୱାରା ଆମର କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ଆସିବ ଓ ନିଜ ଜୀବନ ଶୈଳୀରେ ପରିଵର୍ତ୍ତନ ଆଣିବା।କୋଲେଷ୍ଟ୍ରୋଲ କମେଇବା ପାଇଁ ବାହାର ଖାଦ୍ୟ ପେୟ ଆଦି ଉପରେ ନିୟନ୍ତ୍ରଣ ରଖିବା ଉଚିତ।ମାଂସ,ଅଣ୍ଡା,ଅଧିକ ଫ୍ରାଏ ହୋଇଥିବା ଖାଦ୍ୟ,ଲହୁଣୀ,ଘିଅ,ସିଗରେଟ,
ମଦ,ପ୍ୟାକେଟ ରେ ଥିବା ଖାଦ୍ୟ ଇତ୍ୟାଦିକୁ ଖାଇବା ଦୁରେବା ଆଵଶ୍ୟକ।

ଆପଣ ନିଜ ଖାଦ୍ୟରେ ଅଧିକ ଫାଇବର ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଆଵଶ୍ୟକ।ଆପଣ ମଲ୍ଟି ଗ୍ରେନ,ଦଲିୟା,ଓଟସ,ସତୁ,ବ୍ରାଉନ ରାଇସ,ଯଅ,ବାଜରା ଆଦି ଖାଇପାରିବେ।ସବୁଜପନିପରିବା,ଗାଜର,
ବିଟ,ପାଳଙ୍ଗ ଶାଗ ଆଦି ଖାଇପାରିବେ।ଯେଉଁମାନଙ୍କର କୋଲେଷ୍ଟ୍ରୋଲ ଅଛି ସେମାନଙ୍କୁ ସକାଳ ଖାଇବା ଫଳ,ପରିବା,ସାଲାଡ଼ ଆଦି ଖାଇ ନିଜ ପେଟ ଭର୍ତି କରିବା ଆଵଶ୍ୟକ।ସକାଳ ଓ ରାତି ଖାଇବା ୫୦% ଫଳ ମୂଳ ଖାଇବା ଓ ୫୦% ସିଝା ଖାଦ୍ୟ ଖାଇବା ଆଵଶ୍ୟକ।ଏମିତି ଡାଇଟ ସେମାନଙ୍କ ପାଇଁ ଯେଉଁମାନେ କୌଣସି କାମ ନକରନ୍ତି ସେମାନେ ଏହାକୁ ଅନୁସରଣ କରିବା।

ଖାଦ୍ୟପେୟର ପରିବର୍ତ୍ତନ ଦ୍ୱାରା ଆପଣ ଦେଖିବେ ଆପଣଙ୍କୁ ବହୁତ ଶକ୍ତିଶାଳୀ ଅନୁଭବ ହେବ ଓ ଆସନ୍ତୁ ଜଣାଇବା କେତେକ ଘରୋଇ ଉପାୟ ଯାହାଦ୍ୱାର ଆମ ଶରୀର କୋଲେଷ୍ଟ୍ରୋଲ କମ ହୋଇଥାଏ।ଯାହାର ସବୁଦିନ ସେବନ ଦ୍ୱାରା ଆମକୁ ଲାଭ ହୋଇଥାଏ।ଏହାକୁ ବନେଇବାର ଦରକାର ଜିନିଷ ଗୁଡିକ୨୦ ଗ୍ରାମ ଧନିଆ ମଞ୍ଜି,ଛୋଟ ଡାଲଚିନ,୧୦ଗ୍ରାମ ସୋରିଷ ମଞ୍ଜି,ଗୋଟେଚାମୁଚ ହଳଦୀ ଓ୧୦ ଗ୍ରାମ ପାନମଧୁରୀ।ଧନିଆ ଦ୍ୱାରା ଖରାପ କୋଲେଷ୍ଟ୍ରୋଲ ଓ ସୁଗାରର ମାତ୍ରା କମେଇଥାଏ।ଏ ସବୁ ଜିନିଷକୁ ଗୁଣ୍ଡ କରି ଗୋଟେ ଚୂର୍ଣ୍ଣ ପ୍ରସ୍ତୁତ କରିବ।

ଆସନ୍ତୁ ଜାଣିବା ତାକୁ କିପରି ବ୍ୟବହାର କରିବା ପ୍ରଥମେ ଗୋଟେ ଜାଗାରେ ପାଣି ଗରମ କରିବ ଓ ସେଥିର ଗୋଟିଏ ଚାମୁଚ ସେ ଗୁଣ୍ଡ ପକାଇ ଗରମ କରିବ ଓ ତାପରେ ତାକୁ ଥଣ୍ଡା ହେବା ପାଇଁ ଚାଡିଦେବ ଦିନରେ ସକାଳ ଖାଇବା ପରେ ଏହାକୁ ଗ୍ରହଣ କରିବ।ଦେହରେ ଦୁଇଟି ନିୟୁଟ୍ରିଏଣ୍ଟ ବିଢେବା ଆଵଶ୍ୟକ ସେ ହୁଛି ସିଓକ୍ୟୁ ଓ ନାଇଟ୍ରେକ୍ସ୍ ବଢ଼ାଇବା ହୋଇଥାଏ।ସିଓକ୍ୟୁ ଆଟ୍ରେରିରେ ହୋଇଥିବା ଖଣ୍ଡିଆକୁ ଭଲ ହୋଇଥାଏ।ନାଇଟ୍ରେକ୍ସ୍ଆଇଡ଼ ମାତ୍ରା ଅଧିକ ହେବ ଦ୍ୱାରା ଏହା ଦ୍ୱାରା ହୃଦରୋଗ ଓ କୋଲେଷ୍ଟ୍ରୋଲ ହୋଇନଥାଏ।

ଆମ ଧମନୀ ବନ୍ଦ ନହେବା ପାଇଁ ଆପଣ ବେଦନା,ବିଟ,ତରଭୁଜ,ଖଟା ଫଳ ଆସନ୍ତୁ ଜାଣିବା ଆଉ ଗୋଟେ ରାମ ବାଣ ଉପାୟ ଏହାକୁ ବନେଇବାର ପାଳଙ୍ଗ କୁ ଗରମ ପାଣିରେ ସଫା କରିନେବ।ତାପରେ ଗୋଟେ ମୁଠା ଧନିଆ,ଗୋଟେ ବିଟ,ଗୋଟେ ଗିନା ପାଲଙ୍ଗ ଏ ସବୁକୁ ବାଟୀ ଏହାର ଯୁସ ପ୍ରସ୍ତୁତ କରିନେବା ସେ ଜୁସରେ ଗୋଟେ ଚାମୁଚ ଲେମ୍ବୁ ମିସେଇବା,ଗୋଟେ ଚାମୁଚ ସୋରିଷ ତେଲ,ସବୁଦିନ ସକାଳୁ ଖାଇଲା ବେଳେ ବ୍ୟବହାର କରିବା।ଏ ସବୁ ଜିନିଷ ଆମ ହୃଦୟ ବ୍ଲକ ଓ କୋଲେଷ୍ଟ୍ରୋଲ କୁ ଭଲ କରିଥାଏ।

କୋଲେଷ୍ଟ୍ରୋଲ କମେଇବା ପାଇଁ ଅଳସୀ ମଞ୍ଜି ଓ ସୂର୍ଯ୍ୟମୁଖୀ ମଞ୍ଜି ରେ ଓମେଗା-୩ ଓ ଫ୍ୟାଟି ଏସିଡର ମାତ୍ରା ଅଧିକ ହୋଇଥାଏ ଯାହା ଶ୍ରୀରର ରୁ ଟ୍ରାଇ ଗକେସାଇଡ଼ ମାତ୍ରା କମେଇ ଶରୀରକୁ ସୁସ୍ଥ ରଖିଥାଏ।ସୂର୍ଯ୍ୟମୁଖୀ ମଞ୍ଜିରେ ଲେନୋଲୀକ ଏସିଡର ମାତ୍ରା ଅଧିକ ଥାଏ ଯାହା ଧମନିରେ କୋଲେଷ୍ଟ୍ରୋଲ ମାତ୍ରା କମେଇଥାଏ।ଏହାକୁ ଖାଇସାରିବା ପରେ ଦୁଇ ଚାମଚ ଖାଇବା ଦରକାର।ଶରୀରରେ ପାନିକୁ କମ ହେବାକୁ ଦେବନି ଆପଣ ୭-୮ ଗିଲାସ ପାଣି ପିବେ।ସକାଳୁ ଦୌଡା ଦୌଡ଼ି କରିବା ଉଚିତ ବେସି ତେଲିଆ ଜିନିଷ ଖାଇବା ଉଚିତ।

Leave a Reply

Your email address will not be published. Required fields are marked *