June 28, 2025

Odia Express

Here, There and Everywhere

ଏହି ନାମ ର ପୁଅ ସ୍ତ୍ରୀ ର ଦିୱାନା ହୋଇଥାନ୍ତି,ସବୁ କଥା ମାନନ୍ତି – ଜାଣିରଖନ୍ତୁ କେଉଁ ନାମ ସାମିଲ ଅଛନ୍ତି …

1 min read

ବିବାହ ପରେ ସ୍ବାମୀ ଙ୍କ କର୍ତ୍ତବ୍ୟ ହୋଇଥାଏ ସ୍ତ୍ରୀ ର ଖୁସି,ଦୁଃଖ ସବୁ କଥା ବୁଝିବା ଏବଂ ସ୍ତ୍ରୀ ର ଦାଇତ୍ୱ ନେବା ସ୍ୱାମୀ ର ଧର୍ମ ହୋଇଥାଏ। ସ୍ୱମୀ ସ୍ତ୍ରୀ ପାଇଁ ସବୁ କିଛି କରିବା ଉଚିତ ଯାହା ଦ୍ୱାରା କି ସ୍ତ୍ରୀ ମନରେ କେବେ ମଧ୍ୟ ଦୁଃଖ ଆସିବ ନାହିଁ।ସେହି ପରି ସ୍ତ୍ରୀ ର କର୍ତ୍ତବ୍ୟ ମଧ୍ୟ ଏହା ଅଟେ ଯେ ସ୍ୱାମୀ ଙ୍କ ସେବା କରିବା ପ୍ରେମ ଏବଂ ଶ୍ରଦ୍ଧା ଦେବ ସ୍ତ୍ରୀ ର ପରମ କର୍ତ୍ତବ୍ୟ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ନାମର ପ୍ରଥମ ଅକ୍ଷର ବ୍ୟକ୍ତି ଏବଂ ବ୍ୟକ୍ତିତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ୪ଟି ନାମ ର ପୁଅ ସବୁବେଳେ ସ୍ତ୍ରୀ ର ସବୁ କଥା ମାନନ୍ତି ଏବଂ ପ୍ରାୟତଃ ସ୍ତ୍ରୀବୋଲକରା ହୋଇଥାନ୍ତି।

A- ଏହି ନାମ ର ପୁଅ ମାନେ ସବୁବେଳେ ନିଜ ସ୍ତ୍ରୀ ର ଯତ୍ନ ନେଇଥାନ୍ତି। ଏହି ପୁଅ ମାନେ ନିଜ ସ୍ତ୍ରୀର ସୁବିଧା ଅସୁବିଧା ରେ ସବୁବେଳେ ସହାୟକ ହୋଇଥାନ୍ତି। ନିଜ ସ୍ତ୍ରୀ କୁ ବହୁତ ପ୍ରେମ କରିଥାନ୍ତି ଏହି ନାମ ର ପୁଅ। ନିଜ ସ୍ତ୍ରୀ ପାଇଁ ଏମାନେ ନିଜ ଜୀବନ ମଧ୍ୟ ଦେଇ ଦେଇ ପାରନ୍ତି। ନିଜ ସ୍ତ୍ରୀ ର ସବୁ କଥା କୁ ମାନିଥାନ୍ତି ଏହି ପୁଅ।

K- ଏହି ନାମ ର ପୁଅ ପ୍ରେମ ରେ ବହୁତ ଭଲ ହୋଇଥାନ୍ତି। ନିଜ ସ୍ତ୍ରୀ ସହ ନିଜର ସବୁ ସୁଖ ଦୁଃଖ ବାଣ୍ଟି ଥାନ୍ତି ଏହି ପୁଅ ମାନେ। ଏହି ପୁଅ ମାନେ କୌଣସି କଥା ବେସି ସମୟ ଲୁଚେଇ ରଖି ପାରନ୍ତି ନାହିଁ ତଥା ନିଜ ସ୍ତ୍ରୀ କୁ ସବୁ ସତ କଥା କହିଥାନ୍ତି। ଜୀବନ ଥିବା ପର୍ଯ୍ୟନ୍ତ ଏମାନେ ନିଜ ଜୀବନ ସାଥି ସହ ରୁହନ୍ତି।

S- ଏହି ପୁଅ ମନେ ପ୍ରେମ ରେ ଏତେ ସଫଳ ନୁହନ୍ତି। ନିଜ ସ୍ତ୍ରୀ କୁ ମନ ଖୋଲି କିଛି କହିପାରନ୍ତି ନାହିଁ। କିନ୍ତୁ ମନ ଭିତରୁ ନିଜ ସ୍ତ୍ରୀ ଙ୍କୁ ବହୁତ ପ୍ରେମ କରନ୍ତି। ସ୍ତ୍ରୀ କଥା କେବେ ମଧ୍ୟ ଶୁଣନ୍ତି ନାହିଁ। କିନ୍ତୁ ସ୍ତ୍ରୀ କୁ ବହୁତ ଭଲ ପାଆନ୍ତି। ଏମାନଙ୍କୁ ମନ ଭିତରୁ ଥରେ ବୁଝିବାକୁ ଚେଷ୍ଟା କରିବେ ଯଦି ଆପଣଙ୍କ ବୈବାହିକ ଜୀବନ ସମ୍ପୂର୍ଣ୍ଣ ଭଲ ରହିବ।

P- ଏହି ପୁଅ ମାନେ ବହୁତ ସାହସୀ ହୋଇଥାନ୍ତି। ନିଜ ସ୍ତ୍ରୀ ବା ପ୍ରେମିକା ଙ୍କ ପାଇଁ କିଛି ମଧ୍ୟ କରି ପାରନ୍ତି। ଏମାନେ ନିଜ ସ୍ତ୍ରୀ ର ସମସ୍ତ ସେବା କରିଥାନ୍ତି। ଏମାନେ ନିଜ ସ୍ତ୍ରୀ କୁ ବହୁତ ପ୍ରେମ କରିଥାନ୍ତି। ମିଠା ଭରା କଥା ମଧ୍ୟ କହିଥାନ୍ତି। ଏମାନେ ଅନେକ ସମୟରେ ଉପହାର ସବୁ ଦେଇଥାନ୍ତି। ଏହି ପୁଅ ମାନେ ବହୁତ ଭଲ ତଥା ଶାନ୍ତ ଶିଷ୍ଟ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *