June 23, 2025

Odia Express

Here, There and Everywhere

ହେଲିକପ୍ଟର କିପରି ଉଡ଼ିଥାଏ?ଜାଣିରଖନ୍ତୁ ସେ ବିଷୟରେ କିଛି ରୋଚକ କଥା ଯାହା ଆପଣ କେବେ ମଧ୍ୟ ଶୁଣି ନଥିବେ…

ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଆମ ଦୈନନ୍ଦିନ ଜୀବନ ର ଏକ ବହୁତ ବଡ଼ ରହସ୍ୟ ବାବଦରେ। ଆମେମାନେ ଆମ ଜୀବନ ରେ ସବୁଦିନ ପ୍ରାୟତଃ ହେଲିକପ୍ଟର ଉଡୁଥିବାର ଦେଖିଥିବେ। ମାତ୍ର ଏହା ହାୱା ରେ କିପରି ଉଡ଼ିଥାଏ ତାହା ଆମେ ଜାଣିନଥାଉ। ଆମ ମାନଙ୍କ ମନରେ ଏହା ନିଶ୍ଚୟ ପ୍ରଶ୍ନ ଉଠୁଥିବ କି ପ୍ରକୃତରେ ଏହାର କି ଯାନ୍ତ୍ରିକ ବିଦ୍ୟା ଅଛି ଯାହା କି ଏହାକୁ ଉଡାଉଛି। ୧୭ ଡିସେମ୍ବର ୧୯୦୩ ମସିହା ରେ ରାଇଟ ବ୍ରଦର ଙ୍କ ଦ୍ଵାରା ପ୍ରଥମ ହେଲିକପ୍ଟର ହାୱା ରେ ଉଡିଲା। ତା ପରଠୁ ଏହା ଏକ ବିବର୍ତ୍ତନ ଭାବେ ଦୁନିଆ ରେ ରାଜ କରୁଛି। ତ ଆଜି ଆମେ ଆପଣଙ୍କ ଏହାର ଉଡିବାର ପ୍ରକ୍ରିୟା ବାବଦରେ କହିବାକୁ ଯାଉଛୁ।

ଆପଣମାନେ ଛୋଟବେଳେ ଗୁଡି ନିଶ୍ଚୟ ଉଡେଇ ଥିବେ। ଆପଣ ଯେପରି କି ଜାଣିଛନ୍ତି କି ଘୁଡି ଉଦେଇବା ସମୟରେ ଯଦି ହାୱା ଚାଲୁଥାଏ ତ ଆମକୁ ଉଡେଇବା ସହଜ ହେଇଥାଏ ଆଉ ଯଦି ହାୱା କମ ଥାଏ ତ ଆମକୁ ଉଡେଇବା ପାଇଁ ଟିକେ ଦୌଡ଼ିବାକୁ ପଡେ। ସେପରି ହିଁ ଆମେ ଦେଖିବା ଦରକାର କି ଉଡା ଜାହାଜ ରେ ବି ସେପ୍ରକାର ପଙ୍ଖା ଥାଏ। ଏହା ବି ହାୱା ଅଧିକ ହେବା ପାଇଁ ପ୍ରଥମେ କିଛି ସମୟ ପାଇଁ ଜୋର ଜୋର ରେ ଚାଲେ। ତା ପରେ ଏହା ହାୱାର ଗତି କୁ ଧରିନିଏ ଆଉ ଧିରେ ଧିରେ ଉଡିବାକୁ ଲାଗେ।

ସେପରି ପଙ୍ଖା ହେଲିକପ୍ଟର ରେ ବି ଥାଏ। ମାତ୍ର ଏଥିରେ ତାହା ଟିକେ ଅଲଗା ଭାବେ ଥାଏ। ଏହା ଉଡାଯାହାଜ ଭଳି ହାୱା ରେ ଜୋର ଜୋର ରେ ଚାଲିନଥାଏ ମାତ୍ର ଏହାର ପଙ୍ଖା ନିଜର ହି ଅକ୍ଷ ରେ ଘୁରି ଘୁରି ଏକ ବାୟୁ ଚାପ କରିଥାଏ। ଏହାର ଉପରଭାଗ ରେ ଅଧିକ ଚାପ ଆଉ ତଳ ଭାଗ ରେ କମ ଚାପ ଥାଏ ଯାହାଦ୍ୱାରା କି ଏହା ଉପର ଆଡକୁ ଉଠିବାକୁ ଲାଗେ।ଆପଣ ଏହାର ଆଉ ଏକ ଉଦାହରଣ ଭାବେ ଆମର ସେହି ପ୍ରପେଲର କୁ ନେଇପାରିବେ ଯାହାକୁ ଆମେ ଛୋଟବେଳେ ହାତରେ ଘଷି ଉପରକୁ ଉଡାଉ ଥିଲେ। ଏହା ଉପର ଆଡକୁ ଯାଉଥିଲା ଆଉ ବହୁତ ଦୂର ଯାଏ ଯାଉଥିଲା।

୧୯୩୦ ରୁ ୪୦ ଦଶକ ଭିତରେ ଯେତେବେଳେ ହେଲିକପ୍ଟର ବନା ଯାଉଥିଲା ତ ସେମାନଙ୍କର ସାମ୍ନା ନିଉଟନ ଙ୍କର ତୃତୀୟ ଗତି ସମିକରଣ ସହ ହେଲା। ସେମାନେ ଏହାର ସମାଧାନ ପଛ ଭାଗ ରେ ରୋଟର ଲଗେଇକି କଲେ। ରୋଟର ରେ ଛୋଟ ପଙ୍ଖା ଲାଗିଥାଏ ଆଉ ତାହା ହେଲିକପ୍ଟର ର ରୋଟେସନ ବିପକ୍ଷ ରେ କାମ କରିଥାଏ। ଏହାଦ୍ୱାରା ହେଲିକପ୍ଟର ସନ୍ତୁଳନ ରେ ରହିଥାଏ। ଯାହା କି ଆମକୁ ହେଲିକପ୍ଟର କୁ ଦୁର୍ଘଟଣା ହେବାରୁ ବଞ୍ଚାଇଥାଏ।

ଆପଣଙ୍କ ମନ ରେ ପ୍ରଶ୍ନ ଆସୁଥିବ କି ହେଲିକପ୍ଟର ର ମୁଖ୍ୟ ପଙ୍ଖା ତ ଏତେ ବଡ଼ ହେଇଥାଏ ଆଉ ତାହା ଏତେ ଜୋର ଜୋର ଘୁରୁଥାଏ ମାତ୍ର ଏହାର ରୋଟର ଏତେ ଛୋଟ ହେଇକି ବି କିପରି ତାର ନିୟନ୍ତ୍ରଣ କରିଥାଏ। ତ ଏହାର ଉତ୍ତର ତାର ଲମ୍ବା ପଛଭାଗ ରେ ଅଛି। ଏହା ହିଁ ସେହି ବଳକୁ ନିୟନ୍ତ୍ରଣ କରିଥାଏ।

Leave a Reply

Your email address will not be published. Required fields are marked *