June 20, 2025

Odia Express

Here, There and Everywhere

ଜାଣନ୍ତୁ କିପରି ଆପଣ ନିଜ ସବୁଠୁ ପୁରୁଣା ରୋଗ ଆଣ୍ଠୁଗଣ୍ଠି ରୋଗରୁ ମୁକ୍ତି ପାଇବେ – ଆଉ ଜୀବନରେ ଆଣ୍ଠୁ ଗଣ୍ଠି ବିନ୍ଧା ହେବ ନାହିଁ..

1 min read

ସାଙ୍ଗମାନେ ପ୍ରାୟ ବହୁତ ସମୟରେ ଆପଣ ଉଠିଲା ବସିଲା ବେଳେ ସିଢ଼ି ଚଢ଼ିଲା ବେଳେ ଆପଣଙ୍କ ଗଣ୍ଠିରେ ଦରଜ ହୋଇଥାଏ ସେଥିପାଇଁ ଆପଣ ଆପଣଙ୍କ ନିତିଦିନିଆ ଜୀବନରେ ବହୁତ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ତା ସହିତ ଆଣ୍ଠୁରେ ଲାଗି ରହିଥିବା ଦରଜ ରାତି ରେ ଯେତେବେଳେ ଆମେ ଶୋଇଥାଉ ବହୁତ କଷ୍ଟକର ଦେଇଥାଏ ଶରୀର ବିଭିନ୍ନ ପ୍ରକାର ଆଣ୍ଠୁ ଗଣ୍ଠି ରୋଗ ଦେଖା ଯାଏ ଯେମିତିକି ଆଣ୍ଠୁ ମଧ୍ୟରେ ଥିବା ଲୁବ୍ରିକାଂଟ ର ସାରିଯିବା ଫଳରେ ହାଡ଼ରେ ହାଡ଼ ଘଷି ହୋଇ ଆମର ଶରୀରକୁ ଅତିରୁ ଅତି ଦୁର୍ବଳ କରିଥାଏ ଯାହା ଫଳରେ ଆମ ଆଣ୍ଠୁ ରେ ଦରଜ ହୁଏ,କୌଣସି କାରଣରୁ ଯଦି ହାଡ଼ ଭାଙ୍ଗି ଯାଉଛୁ ସେଥିରେ ମଧ୍ୟ ବିନ୍ଧା ହୁଏ ଓ ସୃରରେ ସାଇଟ୍ରିକ ଏସିଡର ବୃଦ୍ଧି କାରଣରୁ ଓ ଶରୀରରେ ବାତର ବୃଦ୍ଧି କାରଣରୁ ଆଣ୍ଠୁ ଗଣ୍ଠିରେ କିପରି ବିନ୍ଧା ବିନ୍ଧି ହୋଇଥାଏ।ସୃରରେ ଗଠିଆ,ଗାଉଠ ଆଦି ବାତର ଅସନ୍ତୁଳନ ଆଦି ଦ୍ୱାରା ହୋଇଥାଏ ଯାହା ପାଇଁ ଆୟୁର୍ବେଦୀକ ଭି ଷ୍ଟାନଗରୁଦ୍ୟମ ଯାହାକୁ ବାଗବଟି ଲେକହିଛନ୍ତି ତାକୁ।ସେ ୪ଟି ସୁତ୍ର କହିଛନ୍ତି ଯାହା ଦ୍ୱାରା ଆମେ ଆମ ଆଣ୍ଠୁ ଗଣ୍ଠି ରୋଗକୁ ଦୁର କରିପାରିବା।

ପ୍ରଥମ ସୁତ୍ର ସକାଳୁ ଉଠୁ ଉଠୁ ବିନା କୁଳି କରି ବାସୀ ମୁହଁରେ ୨-୩ ଗିଲାସ ପାଣି ପିଯିବା ଶରୀରେ ଏସିଡ ସକାଳୁ ସକାଳୁ ବଢିକି ଥାଏ ତେଣୁ ସଲାଇଭା ଯିବା ଦ୍ୱାରା ଏହା ଆମ ଶରୀରକୁ ନିୟନ୍ତ୍ରଣରେ ରଖୀଥାଏ।

ସାଧାରଣ ପାଣି ପିଇବେ ହେଲା କେବେବି ଥଣ୍ଡା ପାଣି ପିଇବେ ନାହିଁ । ଦ୍ୱିତୀୟ କଥା ତମ୍ବା ପାତ୍ର କିମ୍ବା ମାଟି ପାତ୍ରେରେ ରକ୍ଷା ଯାଇଥିବା ପାଣି ପିଇବା ଉଚିତ।ତୃତୀୟ ନିୟମ ଖାଦ୍ୟ ଗ୍ରହଣ ବେଳେ ପାଣି ପିବା ଉଚିତ ନୁହେଁ ଯଦି ଅତ୍ୟାବସକ ୨-୩ ଢ଼ୋକ ପାଣି ପିଇବା ଉଚିତ।ଚତୁର୍ଥ ପାଣି ବସିକି ପିବେ ଧୀରେ ଧୀରେ ପିବେ ଶାନ୍ତିରେ ପିବେ ଓ କେବେବି ଶିଘ୍ର ଶିଘ୍ର ପାଣି ପିବେ ନାହିଁ।

ଆଣ୍ଠୁ ଦରଜ କମେଇବା ପାଇଁ ଘରୋଇଉପାୟ ଜାଣିବା।ପ୍ରଥମ ଉପାୟ ଖଜୁରିକୋଳି ଓ କ୍ଷୀର ଖଜୁରି କୋଳି ବହୁତ ଲାଭ ଦାୟକ ହୋଇଥାଏ ସିଝା ଖୀରରେ ୪-୫ଟି ଖଜୁରି କୋଳି ଭିଜେଇ ଦେବେ ଓ ସକାଳ ଭୋଜନ ସମୟରେ ଏହି କୋଳିକୁ ଖାଇଦେବେ ଓ ତାପରେ ସେ କ୍ଷୀରକୁ ପିଇଦେବେ ଶରୀରରେ କ୍ୟାଲସିୟମ ବଢେ଼ଇବାରେ ଇଏ ସାହାଯ୍ୟ କରେ କ୍ଷୀର ଯଦି ହଜମ ନହଉଛି ଆପଣ ସେ ରାଶି ତେଲ ସହ ଏହାକୁ ସେବନ କରିବେ ଓ ଖଜୁରି ପାଣିରେ ପକେଇ ଦେବେ। ମଧୁମେହ ରୋଗୀ ୩-୪ଟି ଗୋଲମରିଚ ଓ ଖିସମିଶ,ଅଖରୋଟ ଆକୁ ସବୁ ଗୁଣ୍ଡ କରିଦେବେ ଗୋଟେ ଗିଲାସ ଗରମ ଖୀରରେ ଆକୁ ମିଶେଇ ଦେବେ ଓ ରାତିରେ ଶୋଇବା ଆଗରୁ ସେବନ କରିବେ।ଏମିତି ଆପଣ ୪୫ ଦିନ ପର୍ଯ୍ୟନ୍ତ କରିବେ।

ଦ୍ୱିତୀୟ ଉପାୟ ଗୋଟେ ଗିଲାସରେ ଉଷୁମ ପାଣି ନେବେ ଆଉ ଦୁଇ ଚୁଟକି ହଳଦୀଗୁଣ୍ଡ ଓ ସୁଣ୍ଠି ଗୁଣ୍ଡ ମିସେଇବା ଓ ଭଲକୀ ତାକୁ ଗୋଳେଇ ସକାଲୁ ଖାଲି ପେଟରେ ତାକୁ ପିଇଯିବା ଯଦି ଆପଣ ମଧୁମେହ ରୋଗୀ ନଅଟନ୍ତି ତ ଆପଣ ମହୁ ମିଶେଇ ପାରିବେ ଏହା ଦ୍ୱାରା ୟୁରିକ ଏସିଡ କମିଥାଏ ଓ ଆଣ୍ଠୁଗଣ୍ଠି ର ଫୁଲାରେ ନିବାରଣ ହୋଇଥାଏ ଓ ବାତ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ଆଉ ଆପଣ ନଡ଼ିଆ ପାଣି ବି ପିଇବା ଉଚିତ ଖାଲି ପେଟେ ନଡିଆ ପାଣି ପିବା ଦ୍ୱାରା ଆଣ୍ଠୁରେ ଚିକଣ ତା ଆସିଥାଏ।

ଦିନରେ କେତେବେଳେ ବି ଖଣ୍ଡେ ଶୁଖିଲା ନଡ଼ିଆ ଖାଆନ୍ତୁ ଯାହା ଆମ ଶରୀରକୁ ମିନେରାଳସ ଓ ଖଣିଜ ଲବଣ ଯୋଗାଇଥାଏ।ମେଥିଦାନ ଅଧା ଚାମୁଚ ଗୋଟେ ଗିଲାସ ପାଣିରେ ମିଶେଇବ ଓ ତାପର ଦିନ ସକାଳୁ ସେ ପାଣିକୁ ଛାଣିକି ପିନେବେ ଓ ମେଥିକୁ ଚୋବେଇ ଖାଇଦେବେ କାରଣ ମେଥି ପେନକିଲର ଭଳି କାମ କରିଥାଏ ଆର ବ୍ୟବହାର ଦ୍ୱାରା ଆଣ୍ଠୁ ଦରଜ ଓ ଫୁଲା କୁ କମ କରାଯାଇ ପାରେ।ଏତେ ସବୁ ଉପାୟ ମଧ୍ୟରେ ଆପଣ ସବୁଦିନ ଗୋଟେ ଗୋଟେ ଅଲଗା ଅଲଗା ଉପାୟ ପାଳନ କରିବେ।

ଏବେ ଗୋଟେ ତେଲ ପ୍ରସ୍ତୁତ କରିବା ଶିଖିବା ଯାହାର ମାଲିସ ଦ୍ୱାରା ଆମର ବିନ୍ଧା ବିନ୍ଧି କମିଥାଏ।ଆପଣଙ୍କୁ ଦରକାର ୫୦ଗ୍ରାମ ରସୁଣ,୨୫ ଗ୍ରାମ ଜୁଆଣି,୧୦ ଗ୍ରାମ ଲବଙ୍ଗ ଓ ୨୦୦ ଗ୍ରାମ ସୋରିଷ ତେଲ ।ପ୍ରଥମେ ରସୁଣ,ଜୁଆଣି,ଲବଙ୍ଗ ଗୁଣ୍ଡ କରିନେବେ ଓ ସୋରିଷ ତେଲରେ ପକାଇ ୨-୩ ମିନିଟ ପର୍ଯ୍ୟନ୍ତ ଗରମ କରିବେ ତାପରେ ଗ୍ୟାସ ବନ୍ଦ କରିଦେବେ ଆଉ ଥଣ୍ଡା କରିବେ ତାକୁ ତାପରେ କାଚ ବୋତଲରେ ରଖିଦେବେ ଦିନରେ ୨-୩ ଥର ମାଲିସ କରିବେ।ଏ ତେଲ ବହୁତ ସକଟୁ ସାଳି ଅଟେ ଆପଣଙ୍କୁ ବହୁତ ଆରାମ ଦବ ଓ ତାସହ ସକାଳୁ ଯୋଗ ବ୍ୟାୟାମ କରିବା ଉଚିତ।ଏହି ଭଳି ଆପଣ ଆପଣଙ୍କ ଶରୀରର ଯତ୍ନ ନେଇ ପାରିବେ।

Leave a Reply

Your email address will not be published. Required fields are marked *