June 22, 2025

Odia Express

Here, There and Everywhere

ଭଗବାନ ଶିବ ଏହି ୩ ଟି ଗୁଣ ଥିବା ବ୍ୟକ୍ତିଙ୍କ ଉପରେ ନିଜର କୃପା ଦୃଷ୍ଟି ଉଠାଇ ନିଅନ୍ତି – କେବେ କରନ୍ତୁ ନାହିଁ ଏହି କାମ ଗୁଡିକ …

1 min read

ନମସ୍କାର ଆମେ ଆଜି ଏଠି ଏମିତି ୪ଟି ଲକ୍ଷଣ ବିଷୟରେ କହିବୁ ଯାହା ଯଦି କୌଣସି ବ୍ୟକ୍ତି ଭିତରେ ପ୍ରତିଫଳିତ ହୁଏ ତାହେଲେ ଭଗବାନ ଶିବଙ୍କ କୃପା ଦୃଷ୍ଟି କେବେବି ତାଙ୍କ ଉପରେ ପଡିନଥାଏ।ଆଉ ଏମିତି ବୁକ୍ତିଙ୍କୁ ମହାଦେବ ଦଣ୍ଡର ପାତ୍ର ବୋଲି ଭାବିଥାଉ।ଭଗବାନ ଶିବ ଏ ସମସ୍ତ ବିଶାଳ ସଂସାରରେ ଆସିମ ଉର୍ଯା ଅବସ୍ତିତ ତାକୁହିଁ ଶିବ କୁହନ୍ତି।ଶିବ ହିଁ ଆଦ୍ୟ ଓ ଶିବ ହିଁ ଅନ୍ତ ଅଟନ୍ତି,ଏ ସବୁ ଜୀଵ ମାନଙ୍କର ରକ୍ଷା କରୁଥିବାରୁ ଆଙ୍କୁ ପଶୁପତି ନାଥ ଶିବ ବୋଲି କୁହନ୍ତି।ଭଗବାନ ଶିବଙ୍କୁ ସମସ୍ତେ ଭୋଳାନାଥ କୁହନ୍ତି କାରଣ ସେ କେବେ ନିଜ ଭକ୍ତ ମାନଙ୍କ ଭିତରେ ଅନ୍ତର ପାନ୍ତର କରନ୍ତି ନାହିଁ ସେ ଅସୁର,ମନୁଷ୍ୟ,ଦେବା,ଦେବୀ କକ ଜୀଵ ହଉ ସମସ୍ତଙ୍କ ଉପରେ ସମାନ କୃପା ଦୃଷ୍ଟି ବର୍ଷାନ୍ତି।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କୁ କେବଳ ଜଳ ବୁନ୍ଦାର ଆଵଶ୍ୟକ କାରଣ ସେ ସ୍ୱାଦିଷ୍ଟ ଭୋଜନ କିମ୍ବା ବିଭିନ୍ନ ଆଭୂଷଣ ଆଦିର ଆଵଶ୍ୟକତା ତାଙ୍କୁ ନଥାଏ।ସେ ସ୍ଵୟଂ ହିଁ ମହାକାଳ ଅଟନ୍ତି ତାଙ୍କ ଶାନିଧ୍ୟରେ ରହିଲେ ଆମକୁ ମୃତ୍ୟୁ ସ୍ପର୍ଶ କରିପାରିବ ନାହିଁ।ପୁରାଣରେ ବର୍ଣ୍ଣିତ ଅଛିକି ଭଗବାନ ଶିବଙ୍କ ଆଶ୍ରିବାଦରେ କିଏ କେଉଁଠାରେ ପହଁଚିଛନ୍ତି ସେ ବିଷୟରେ ଆମେ ବର୍ଣ୍ଣନା କରାଯାଇଅଛି।ଭଗବାନ ଶିବଙ୍କ କୃପା ପ୍ରାପ୍ତ ବ୍ୟକ୍ତି ସ୍ୱଭାବରେ ଅତ୍ୟନ୍ତ ଦୟାଳୁ ହୋଇଥାଏ,ଏହାର ଚୁଟି ଗହଳିଆ ହୋଇଥାଏ ଓ ଏହାର ନେତ୍ର ତେଜସ୍ୱି ହୋଇଥାଏ,ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଵାଲା ହୋଇଥାଏ।

ଯାହା ଉପରେ ଭଗବାନ ଶିବଙ୍କ କୃପା ଦୃଷ୍ଟି ଥାଏ ସେ ସ୍ୱଭାବରେ ବହୁତ ସରଳ ବିଶ୍ୱାସୀ ହୋଇଥାଏ ଓ ସମସ୍ତଙ୍କ ସାହାର୍ଯ୍ୟ କରିଥାଏ।ଏ ନିଜ କାମ ଛାଡି ଅନ୍ୟମାନଙ୍କ କାମ କରିଥାଏ।ଏମିତି ଲୋକ ସ୍ୱଭାବରେ ଅଳ୍ପ କ୍ରୋଧି ହୋଇଥାନ୍ତି କିନ୍ତୁ ରାଗିବା ପରେ ଦୁଖୀ ବି ହୋଇଯାନ୍ତି।ଯେମିତି ଶିଘ୍ରତାରେ ଭଗବାନ ଶିବିଙ୍କୁ ରାଗ ଆସିଥାଏ ସେମିତି ଶିଘ୍ରତାରେ ତାଙ୍କର ରାଗ ଥଂଡାବି ହୋଇଯାଇଥାଏ।ଏମାନଙ୍କୁ ରାଗିବାକୁ ଭଲ ଲାଗେନି କିନ୍ତୁ ଏମାନଙ୍କ ସ୍ୱଭାବକୁ ପରିବର୍ତ୍ତନ କରିହେବନାହିଁ।

ମହାଦେବଙ୍କ କୃପା ପ୍ରାପ୍ତବ୍ୟକ୍ତି ପ୍ରୋପକାରରେ ବିଶ୍ୱାସ ରଖନ୍ତି ଓ ତାବଦଳରେ କିଛି ଚାହିଁନଥାନ୍ତି।ବଲବାନ ହେବା ପରେବି ତାଉପରେ ଗର୍ବ କରିନଥାଏ କିମ୍ବା ନିରୀହ ମାନଙ୍କ ଉପରେ ଅତ୍ୟାଚାର କରିନଥାନ୍ତି।ଏମିତି ବ୍ୟକ୍ତିକୁ ନିଜ ସମ୍ପତି ଉପରେ ଗର୍ବ ହୋଇନଥାଏ ଅତ୍ୟନ୍ତ ଧନ ସମ୍ପତି ଥାଇକିବି ସେ ଗର୍ବ କରନ୍ତିନି।ଏମାନେ ସାଧାରଣ ଜୀବନ ଯାପନ ପସନ୍ଦ କରନ୍ତି,ଏମାନଙ୍କ ଜୀବନରେ ଅନୁସାସନର କମିଥାଏ କିନ୍ତୁ ଯେଉଁ କାମ କରିଥାନ୍ତି ସମ୍ପୂର୍ଣ୍ଣ ଲଗନର ଶହ କରିଥାନ୍ତି।ଏହାଥିଲା କିଛି ଲକ୍ଷଣ ଯାହା ମହାଦେବଙ୍କ କୃପା ପ୍ରାପ୍ତ ବ୍ୟକ୍ତି ମଧ୍ୟରେ ଥାଏ।

ଆଜି ଆମେ ଏମିତି ୪ଟି ଲକ୍ଷଣ ଜାଣିବା ଯାହାଦ୍ୱାରା ଜାଣିବା କି ଭଗବାନ ଶିବ ସେ ଭକ୍ତି ଉପରେ କ୍ରୋଧିତ ଅଛନ୍ତିବୋଲି।ଏମିତି ଲୋକ ଜୀବନରେ କେବେ ସୁଖ ପ୍ରାପ୍ତି କରିପାରନ୍ତି ନାହିଁ ଏହା ଯେତେ ସୁଖ ପାଇଲେବି ଭୋଗ କରି ପାରିବେ ନାହିଁ।ଆସନ୍ତୁ ଜାଣିବା ସେ ଚାରୀଟି ଲକ୍ଷଣ ବିଷୟରେ ସେଗୁଡିକ ହେଲା:-ପ୍ରଥମ ଲକ୍ଷଣ-ପଶୁ ମାନଙ୍କ ଠାରୁ ଘୃଣା ଭାବରଖିବା ଯଦି କୌଣସି ବ୍ୟକ୍ତି ପସୁ ମାନଙ୍କୁ ଘୃଣା କରିବା ତାଙ୍କୁ କଷ୍ଟ ଡେ଼ଇଥାଏ ଏମିତି ବ୍ୟକ୍ତି ଶିବ କୃପା ପ୍ରାପ୍ତ କରିନଥାଏ।ଏମିତି ଲୋକ ବହୁତ ହିଂସାତ୍ମକ ଓ ଦୁଷ୍ଟ ସ୍ୱଭାବର ଅଟନ୍ତି ଏମାନଙ୍କ ମନରେ କାହାପାଇଁ ଦୟା ଭାବ ନଥାଏ।

ଦ୍ୱିତୀୟ ଲକ୍ଷଣ:-ଲୋଭ,ଯେଉଁ ବ୍ୟକ୍ତି ଅତ୍ୟନ୍ତ ଲୋଭି ହୋଇଥାଏ,ପଇସାକୁ ନେଇ କାହାଶହିତ ଧୋକେବାଜି କରିଥାଏ ସେ ବ୍ୟକ୍ତି ଭଗବାନ ଶିବଙ୍କ କୃପାରୁ ସଦାବେଳେ ବଞ୍ଚିତ ରହିଥାଏ।ଭଗବାନ ଶିବ ସ୍ୱୟଂ ବୈରାଗୀ ଅଟନ୍ତି,ତାଙ୍କ ଭକ୍ତ କେମିତି ଲୋଭି ହୋଇପାରିବେ।ଯଦି କୌଣସି ବ୍ୟକ୍ତି ଲୋଭି ହୋଇଥାଏ ଅନ୍ୟାୟରେ ରୋଜଗାର କରିଥାଏ ତ ଏମାନେ ଶିବ ଭଗବାନଙ୍କ ଦଣ୍ଡର ପାତ୍ର ହୋଇଥାନ୍ତି।

ତୃତୀୟ ଲକ୍ଷଣ:-ସ୍ତ୍ରୀ ମାନଙ୍କ ଉପରେ ଅତ୍ୟାଚାର କରୁଥିବା ଶିବ ପୁରାଣ ଅନୁସାରେ ଶିବଙ୍କର ଅଧାନାରୀ ଇଶ୍ବର ରୂପ ନାରୀ ମାନଙ୍କ ଶକ୍ତି ବିଷୟରେ ସୁଚାଇଥାଏ।ଶୁକ୍ରଚାର୍ଯ୍ୟ କହିଛନ୍ତି “ସ୍ତ୍ରିନାମ ନେବତୁ ଦେୟଃ ସାଦଗ୍ରହ କ୍ରୁତ୍ୟେ ବିର୍ଣ୍ଣକ୍ଷଣମ ଚଣ୍ଡମ ସିଲଂ କାମ ସର୍ବାସିନଂ” ଏହାର ଅର୍ଥ ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀ ସହିତ ହିଂସା କରିଥାଏ ଓ ସବୁବେଳେ କାମ କରେଇଥାଏ ତାଙ୍କ ଉପରେ ଭଗବାନ ଶିବଙ୍କ କୃପା ହୋଇନଥାଏ।ଚତୁର୍ଥ ଗୁଣ ଖରାପ ଚିନ୍ତା କରିବା ଯେଉଁ ବ୍ୟକ୍ତି ଭାବେ ଅନ୍ୟର ଅସୁବିଧା ହେଉ ଓଅନ୍ୟ ମାନଙ୍କର ବିନାଶ ହେଉ ଏମିତି ପ୍ରାର୍ଥନା କରିଥାଏ ଭଗବାନ ଶିବ କେବେବି ତାଙ୍କର କୃପା ଦୃଷ୍ଟି ଦେଇନଥାନ୍ତି।

Leave a Reply

Your email address will not be published. Required fields are marked *