June 27, 2025

Odia Express

Here, There and Everywhere

ଆଜିର ମଜାଦାର ଓଡ଼ିଆ ହସକଥା – ଝିଅ- ମୁଁ ତୁମ ପ୍ରେମରେ ଲୁଟିଗଲି, ବଦନାମ ହେଇଗଲି, ବରବାଦ ହେଇଗଲି , ତାପରେ ପୁଅରର ଉତ୍ତର ଶୁଣିଲେ ଆପଣ ହସି ହସି ବେଦମ ହେଇଯିବେ…

1 min read

ଜୋକ୍ସ ଆମକୁ ହସେଇବା ପାଇଁ ହୋଇଥାଏ, ଏ କଥା ତ ସମସ୍ତେ ଜାଣନ୍ତି। ଯଦିଓ ବହୁତ କମ ଲୋକଙ୍କୁ ଏକଥା ର ଜ୍ଞାନ ରହିଛି ଯେ ଏହି ଜୋକ୍ସ ଆପଣଙ୍କ ସ୍ୱାସ୍ଥ୍ୟ ବୃଦ୍ଧି ଠାରୁ ନେଇ ଆପଣଙ୍କ ଉନ୍ନତି କରିବା ପର୍ଯ୍ୟନ୍ତରେ ସହାୟକ ସିଦ୍ଧ ହୋଇଥାଏ। ଏ କଥା ଶୁଣି ଆପଣଙ୍କୁ ଟିକେ ଅଦ୍ଭୁତ ନିଶ୍ଚୟ ଲାଗୁଥିବ କିନ୍ତୁ ଏହା ସତ ଅଟେ । ପ୍ରକୃତରେ ଜୋକ୍ସ ପଢିବା ଦ୍ଵାରା ମନୁଷ୍ୟ ହସିଥାଏ। ହସିବ ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ହୋଇଥାଏ। ଯେବେ ଆପଣ ଖୁସି ରହିବେ ତ ଆପଣଙ୍କୁ ରୋଗ ହେବାର ସମ୍ଭାବନା କମ ହେବ। ଅନ୍ୟପକ୍ଷରେ ଟେନସନ ନେବା ଦ୍ଵାରା ରୋଗ ଆହୁରି ଅଧିକ ବଢିଯାଏ। ଏମିତିରେ ଜୋକ୍ସ ପଢିବା ଚାଲୁ ରଖିବା ଦ୍ଵାରା ଆପଣ ଖୁସି ଅଢକୀ ରହିବେ ଏବଂ ଏହାର ସକାରାତ୍ମକ ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ ।

ଜୋକ୍ସର ଦ୍ଵିତୀୟ ଲାଭ ଏହା ଯେ ମାନସିକ କ୍ଳାନ୍ତି ଏହାକୁ ପଢି ଶୀଘ୍ର ଦୂର ହୋଇଯାଏ। ଯଦି ଆପଣ କାମ କରି କରି ବୋର ହେଉଛନ୍ତି କିମ୍ବା ଥକି ସାରିଛନ୍ତି ତ ଜୋକ୍ସ ପଢି ନିଜକୁ ସତେଜ କରିପାରିବେ। ଏହାଦ୍ବାରା ମନ ଆରାମ ପାଇଥାଏ। ଏହି ପ୍ରକାର ଆପଣଙ୍କ କାମରେ ଅଧିକ ମନ ଲାଗିଥାଏ ଏବଂ ଆପଣ ମନ ଲଗେଇକ କାମ କରିପାରନ୍ତି। ଏହାଦ୍ବାରା ଆପଣଙ୍କ ଉନ୍ନତି ହେବାର ସମ୍ଭାବନା ମଧ୍ୟ ବଢିଯାଏ। ଏଥିପାଇଁ ଜୋକ୍ସକୁ ଆମେ ଏକ ସକାରାତ୍ମକ ଚିଜ ମଧ୍ୟ କହିପାରିବା। କେବଳ ଏହି କାରଣ ଅଟେ ଯେ ଆମେ ମଧ୍ୟ ସମୟ ସମୟରେ ଆପଣଙ୍କ ମାନଙ୍କ ମିମନ୍ତେ ଜୋକ୍ସ ନେଇ ଆସୁଛୁ ।

କେତେ ଅଦ୍ଭୁତ ଦୁନିଆ ଅଟେ, ଯେଉଁଠାରେ ନାରୀମାନେ ଅନ୍ୟ ନାରୀ ମାନଙ୍କର ଅଭିଯୋଗ କରିବାରେ ଥକନ୍ତି ନାହିଁ, ଯେବେ କି ପୁରୁଷ ‘ଅନ୍ୟ ନାରୀ ମାନଙ୍କ ପ୍ରଶଂସା କରିବାରେ ଥକନ୍ତି ନାହିଁ ‘!!! ପୁରୁଷ ସତରେ ମହାନ ଅଟେ ।

ମାଲିକ ଚାକର କୁ- ଟିକେ ଦେଖ ତ ସୂର୍ଯ୍ୟ ବାହାରିଲେଣି କି ନାହିଁ । ଚାକର- ବାହାରେ ତ ଅନ୍ଧାର ଅଛି ସାହେବ । ମାଲିକ- ତ ଟର୍ଚ୍ଚ ଜଳେଇକି ଦେଖ କାମଚୋର ।

ଅବିବାହିତ ମାନଙ୍କର ଏକ ବଡ ସମସ୍ୟା ଅଟେ ଯେବେ ମଧ୍ୟ କୌଣସି ବିଭାଘରକୁ ଯାଆନ୍ତି ପ୍ରତ୍ୟେକ ଥର କାହା ନା କାହା ସହିତ ପ୍ରେମ ହୋଇଯାଏ ।

ଗୋଟିଏ ଟ୍ୟାଲେଂଟ ଟେଷ୍ଟରେ ପଚରାଯାଇଥିବା ପ୍ରଶ୍ନ…. ଯଦି ଆପଣଙ୍କ ବିବାହ ଯମଜ ଭଉଣୀଙ୍କ ସହିତ କରିଦିଆଯାଏ ତେବେ କିପରି ଚିହ୍ନିବେ ଯେ କିଏ ଆପଣଙ୍କ ପତ୍ନୀ ଅଟନ୍ତି? ଶ୍ରେଷ୍ଠ ଉତ୍ତର- ଆମେ କାହିଁକି ଚିହ୍ନିବୁ!

ଦ୍ଵିପ୍ରହରର ଚା ସହିତ ପତ୍ନୀ ବହୁତ ଗୁଡିଏ ଟାବ୍ଲେଟ ନେଇ ଆସିଲେ…. । ପତ୍ନୀ- ଏହା ନିଅ ଚା ସହିତ କଲ୍ପୋଲ ଖାଇନିଅ । ସ୍ଵାମୀ- ନାହିଁ ମୋତେ ଜ୍ଵର ନାହିଁ । ପତ୍ନୀ – ତାହେଲେ ଡାଇଜିନ ଖାଇନିଅ । ସ୍ଵାମୀ- ନା ମୋର ଗ୍ୟାସ ମଧ୍ୟ ନାହିଁ । ପତ୍ନୀ- ତାହେଲେ ପୁଦିନହରା ନିଅ । ସ୍ଵାମୀ- ନା ମୋର ପେଟ ମଧ୍ୟ ଠିକ ଅଛି । ପତ୍ନୀ- ଖାଅ କମ୍ବିଫ୍ଲେମ ହାତ ପାଦର ପୀଡା କମ ହେଇଯିବ । ସ୍ଵାମୀ- ଆରେ ଆଶ୍ଚର୍ଯ୍ୟ କଥା କହୁଛ ମୋତେ କିଛି ହେଇ ନାହିଁ ମୁଁ ଏକଦମ ଠିକ ଅଛି । ପତ୍ନୀ- ତାହେଲେ ଫଟାଫଟ ଉଠ ଦିବାଲି ପାଇଁ କିଣାକିଣି କରିବାକୁ ଯିବା ।

ବ୍ରହ୍ମ ସତ୍ୟ- ଭାରତରେ ଇଞ୍ଜିନିଅରଙ୍କର ଅବସ୍ଥା ଏହା ଅଟେ ଯେ ଯଦି ଆପଣ ଭିଡ ରେ ପଥର ଫିଙ୍ଗିବେ ତ ସେହି ପଥର ଯାଇକି କେଉଁ ନା କେଉଁ ଇଞ୍ଜିନିଅରଙ୍କ ଠାରେ ବାଜିବ ।

ପୁଅ- ମୋର ବାହା ହେବାର ନାହିଁ !! ମୋତେ ସବୁ ନାରୀ ମାନଙ୍କୁ ଭୟ ଲାଗେ ! ବାପା- କରି ନେ ପୁଅ! ତାପରେ କେବଳ ଜଣିଏ ସ୍ତ୍ରୀକୁ ଡରିବୁ ।

ପରୀକ୍ଷା ହଲ । ଗାର୍ଲ- 5ନମ୍ବରର ଉତ୍ତର ଜଣା ଅଛି କି । ପୁଅ- ହଁ ଏଇଟା ଦେଖ । ବୟ- 9ନମ୍ବରର ଉତ୍ତର ଜାଣିଛ । ଗାର୍ଲ- ExcuseMe,IhaveaBoyfriend

ଯେଉଁ ପୁରୁଷ ଆଜିର ସମୟରେ ପତ୍ନୀ, ଚାକିରି ଏବଂ ସ୍ମାର୍ଟଫୋନ ମଧ୍ୟରେ ସାମଞ୍ଜସ୍ୟ ରଖିପାରିଛନ୍ତି , ସେ ପୁରୁଷ ନୁହେଁ ମହାପୁରୁଷ କୁହାଯାନ୍ତି ।

ଗୋଟିଏ ଚିଡିଆ ଥିଲା । ଗୋଟିଏ ଚିଡି ଥିଲା । ଦୁହିଁଙ୍କର ବିବାହ ହୋଇଗଲା । ଦୁହେଁ ଚିଡିଚିଡା ହେଇଗଲେ ।

ଝିଅ କାନ୍ଦି କାନ୍ଦି ପୁଅ ପାଖକୁ ଆସିଲା ଏବଂ କହିଲା- ମୁଁ ତୁମ ପ୍ରେମରେ ଲୁଟିଗଲି, ବଦନାମ ହେଇଗଲି, ବରବାଦ ହେଇଗଲି… । ପୁଅ- ତ ମୁଁ ତୁମ ପ୍ରେମରେ କେଉଁ IAS ହେଇଗଲି, ସିଙ୍ଗଡା ହିଁ ତ ବିକ୍ରି କରୁଛି ।

Leave a Reply

Your email address will not be published. Required fields are marked *