June 27, 2025

Odia Express

Here, There and Everywhere

ଦୁଇ ମିନିଟରେ ପେଟ ସଫା କରିବାର ଆୟୁର୍ବେଦିକ ଓ ରାମବାଣ ଉପାୟ – ଆଜି ଏ ବିଷୟରେ ଜାଣିରଖନ୍ତୁ…

1 min read

ନମସ୍କାର ବନ୍ଧୁଗଣ ଆୟୁର୍ବେଦିକ ସମାଧାନରେ କୋଷ୍ଠକାଠିନ୍ୟ,ମଳରୋଗ,ଆଣ୍ଠୁଗଣ୍ଠି ରୋଗ,ମଲରେ ରକ୍ତ ସରିରରେ ଅସୁବିଧା ଓ ପାଣିର କମ,ମୋଟା ପଣ,ମଧୁମେହ ଓ ଏ ସବୁ ପାଇଁ ସମାଧାନ ବିଷୟରେ ଆମେ କଥା ହେବା ଆୟୁର୍ବେଦିକ ଉପଚାର ଏ ସବୁ ପାଇଁ ବହୁତ ଲାଭ ଦାଇ ହୋଇଥାଏ।ଆପଣଙ୍କ ଆଣ୍ଠୁଗଣ୍ଠିରେ ଦରଜ,କୋଷ୍ଟକାଠିନ ଓ ପାଚନ ତନ୍ତ୍ର କୁ ଠିକ କରିବା ପାଇଁ ଏହା ହେଉଛି ଏକ ରାମବାଣ ଉପାୟ ରାତିରେ ଖାଇବା ପରେ ଗୋଟେ ଗିଲାସ ଗରମ କ୍ଷୀର ସହିତ ଏ ସବୁ ଗୋଳେଇକି ପିଇବା ଦ୍ୱାରା ଏସବୁ ଭଲ ହୋଇଥାଏ ଓ ଅଧା ଛାମୁଚ ପାଣି ସହ ଏହି ଭୂସୀ ନେଲେ ଆମର ସବୁ ପ୍ରକାର ରୋଗକୁ ଠିକ କରିଥାଏ।ତ ଆସନ୍ତୁ ବିସ୍ତାର ସହ ଜାଣିନେବା ଏ ସବୁ ଘୋଳର ଫାଇଦା ବିଷୟରେ।

କୋଷ୍ଠକାଠିନ୍ୟରୁ ଲାଭ ମିଳିଥାଏ ଏ ସବୁ ମିଶ୍ରଣ ଦ୍ୱାରା କୋଷ୍ଠକାଠିନ୍ୟରେ ପ୍ରାୟ ସବୁ ଲୋକ ପୀଡିତ ହୋଇଥାନ୍ତି ସେଥିପାଇଁ ଆମର ମୁଣ୍ଡ ବିନ୍ଧା ଓ ଆଳସ୍ୟର ସମସ୍ୟା ଛୋଟ କଥା ହୋଇଥାଏ ସେଥିପାଇଁ କୋଷ୍ଠକାଠିନ୍ୟରୁ ଉପଚାର ପାଇବା ଅତ୍ୟନ୍ତ ଦରକାର ଅଟେ। ଯଦି ଆପଣବି ଚାହୁଁଛନ୍ତି କି ଆପଣଙ୍କୁ ବି ଏଥିରୁ ଶାନ୍ତି ମିଳୁ ତ ରାତିରେ ଶୋଇବା ସମୟରେ ଏ ସବୁକୁ ଅଳ୍ପ ଉଷୁମ ପାଣିରେ ଆପଣ ଗ୍ରହଣ କରିପାରିବେ

ଏହାଦ୍ୱାରା ଆପଣଙ୍କ ପେଟ ସମ୍ପୂର୍ଣ୍ଣ ଭାବେ ସଫା ହୋଇଯିବ ଆଉ ଦିନସାରା ଆପଣ କୋଷ୍ଠମାଠିନ୍ୟରୁ ମୁକ୍ତି ରହିବେ ଏହାକୁ ଆପଣ ୪-୫ ଦିନ ଲଗାତାର ନେଇ ପାରିବେ ଓଜନ ମଧ୍ୟ କମ କରିଥାଏ ସବୁବେଳେ ପେଟରେ ଥିବା ଅଦରକାରୀ ପଦାର୍ଥ ପାଇଁ ଆମ ପେଟ ବଢିଥାଏ ଯେପର୍ଯ୍ୟନ୍ତ ଆପଣଙ୍କ ପେଟ ଭଲରହେ ନାହିଁ ଯଦି ଆପଣ ଛାହୁଁଛ କି ଆପଣନଙ୍କ ପେଟ ନିୟନ୍ତ୍ରଣରେ ରହୁ କି ପେଟ ନବଢୁ ସେ ପର୍ଯ୍ୟନ୍ତ ଆପଣଙ୍କୁ ଏହାର ସେବନ ନିୟମିତ କରିଵାକୁ ପଡିବ ମଳକଣ୍ଟକରୁ ରକ୍ଷା ଦେଇଥାଏ ଏସବୁର ସେବନ ଦ୍ୱାରା ମଳକଣ୍ଟକ ରୁ ରକ୍ଷା ମିଳିଥାଏ।

ହୃଦୟକୁ ସୁସ୍ଥ ରଖିଥାଏ ଏହାକୁ ସେବନ ଦ୍ୱାରା କୋଲେଷ୍ଟ୍ରୋଲର ମାତ୍ରାରେ କମିଆସିଥାଏ ଯିଏ ହୃଦୟ ସମ୍ବଧିୟ ରୋଗର ନାଶ କରିବାରେ ଏକଦମ ମାହୀର ଅଟେ।ହୃଦୟ ସମ୍ବଧିୟ ରୋଗ ପଛରେ କୋଷ୍ଠମାଠିନ୍ୟ ଓ ଏସିଡିଟି ବଡ଼ କାରଣ ଅଟେ ସେଥିପାଇଁ ଏହାର ସେବନ ଦ୍ୱାରା ଏଥିରୁ ରକ୍ଷା ମିଳିଥାଏ।ଆଉ ଏହି ମିଶ୍ରଣ ଡାଇରିଆରୁ ଦୂରରେ ରଖିଥାଏ ଆପଣ ଏକଥାର କଳ୍ପନା କରିପାରିବେକି କୌଣସି ଏକ ଘରେଇ ଉପଚାରରୁ ଆପଣଙ୍କ କୋଷ୍ଠକାଠିନ୍ୟ ଓ ଡାଇରିଆ ଏକା ସାଙ୍ଗରେ ଠିକ ହୋଇପାରିବ ଏହାକୁ ବ୍ୟବହାରର ଉପାୟ ଏହାକୁ କାମ କରିବାକୁ ୧୦-୧୨ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗେ ସେଥିପାଇଁ ସନ୍ଧ୍ୟା ୬ ରେ ନେଲେ ସକାଳୁ ଏହାର ଉପଚାର ହୋଇପାରିବ।

ଅଧାଗିଲାସ ପାଣିରେ ଗୋଟେ ଚାମୁଚକୁ ପାଣିରେ ମିସେଇ ପିଇବା ଦ୍ୱାରା ଓ ଏହା ପରେ ଗୋଟେ ଗିଲାସ ପାଣି ଆଉ ପିବେ ଖାଦ୍ୟ ଖାଇବାର ଗୋଟିଏ ଘଣ୍ଟା ପରେ ନବା ଶ୍ୱାସ ରୋଗରେ ଏ ସବୁ ଉଷୁମ ପାଣିରେ ନେଲେ ଦୁର ହୋଇଥାଏ।ଏହାକୁ ଓଡ଼ିଆରେ ଭୂସୀ ମଧ୍ୟ କୁହାଯାଏ ଏହା ପେଟ ଥଣ୍ଡା ଓ ପେଟ ସଫାରେ ସାହାଯ୍ୟ କରେ। ଏହା ଆମର ବିଭିନ୍ନ ପ୍ରକାର ରୋଗର ନିବାରଣ କରିଥାଏ ଏହି ପଦାର୍ଥ ଏବେ ଯେକୌଣସି ଔଷଧ ଦୋକାନ ଏବଂ ସଉଦା ଦୋକାନରେ ମିଳିଯିବ।

Leave a Reply

Your email address will not be published. Required fields are marked *