June 28, 2025

Odia Express

Here, There and Everywhere

ମାଂସ ଅଣ୍ଡା ଠାରୁ ବହୁତ ଶକ୍ତିଶାଳୀ ଅଟେ ଚିନା ବାଦାମ ଜାଣନ୍ତୁ କିପରି…

1 min read

ବନ୍ଧୁଗଣ ଯଦି ଜୀବନ ସାରା ଶୁସ୍ଥ ରହିବାକୁ ଛାହୁଁଛନ୍ତିତ ଆପଣ ଅଧିକ ତେଲ ଯୁକ୍ତ ଖାଦ୍ୟ,ମସଲା ଯୁକ୍ତ ଖାଦ୍ୟ ଆଦି ଗୁଡିକ ଠାରୁ ଦୁରେଇ ରହିବା ଆବଶ୍ୟକ ଅଟେ।ଯଦି ଆମେ ଏହାକୁ ନ ଛାଡୁଛେ ଆମ ଆଗରେ ଆସି ବହୁତ ରୋଗ ମୁଣ୍ଡ ଉଠେଇ ଠିଆ ହୁଏ।ଯେଉଁମାନଙ୍କ ହୃଦୟ ସମସ୍ୟା ଓ ମୁହଁରେ ହେଉଥିବା ଝୁରୀ ଓ ନିଜ ତ୍ୱଚାକୁ ଅତ୍ୟନ୍ତ ସୁନ୍ଦର ବନେଇବା ପାଇଁ ଚାହୁଁଛନ୍ତି ଓ ହଜମ ପ୍ରକ୍ରିୟାରେ ପୀଡିତ ଅଛ ଓ ଶରିର ହାଡ଼ ଆଦି ଦୁର୍ବଳ ହୋଇ ଗଲାଣି ଓ ସେମାନଙ୍କରେ ସବୁବେଳେ ଦରଜ ରହିଥାଏ ଓ ରକ୍ତହୀନତା ରହିଥାଏ କୌଣସି କାର୍ଯ୍ୟ କରିବା ଆଗରୁ ଆପଣ ହାଲିଆ ହୋଇଯାନ୍ତି କିଡ୍ନୀର ଅସୁବିଧା ଅଛି ଆଖିର ଦୃଷ୍ଟି ଶକ୍ତି କମିଯାଏ ଏ ସବୁ ପାଇଁ ଆମେ ଗୋଟେ ବଢିଆ ଔଷଧି ଆଣିଛୁ ଓ ଏହା ଅତ୍ୟନ୍ତ କାର୍ଯ୍ୟ କାରୀ ଅଟେ। ଆପଣ ଏହାକୁ ବେସି ନାହିଁ ମାତ୍ର ୧୫ ଦିନ ପର୍ଯ୍ୟନ୍ତ ଏହାକୁ ସେବନ କରିବାର ଅଛି।ଆପଣ ଭିଜେଇ ଥିବା ଚିନା ବାଦାମ ସହ ଗୁଡ଼ ଆଦିର ସେବନ କରିବାର ଅଛି।

ଆପଣ ବିଶ୍ୱାସ କରିବେନି ଚିନାବାଦାମ ରେ ସେସବୁ ପୋଷକ ତତ୍ୱ ଅଛି ଯାହା ଆପଣଙ୍କ ଶରୀରକୁ ଦରକାର ହୋଇଥାଏ।ସାଙ୍ଗମାନେ ଚିନାବାଦାମରେ ପ୍ରୋଟିନ ମାଂସ ଓ ଅଣ୍ଡା ଠାରୁ ବହୁତ ବେସି ରହିଥାଏ ଏ ଜିନିଷ ଆପଣଙ୍କ ଶରୀର ଭିତରୁ ଶକ୍ତିଶାଳୀ ଓ ବାହାରୁ ସୁନ୍ଦର ବନେଇଦେଵ।

ଆପଣ ଜାଣିଛନ୍ତି କି ଆପଣଙ୍କୁ କେତେ ପରିମାଣରେ ଚିନା ବାଦାମ ଖାଇବା ଆବଶ୍ୟକ ଆଉ ଖାଇବା ଆବଶ୍ୟକ ନୁହେଁ ଓ କେଉଁ ବେମାରରେ ବେସି ଲାଭ ଦେଇଥାଏ ସାଙ୍ଗମାନେ ଯେଉଁ ମାନଙ୍କ ଶରୀରରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା ବଢିଥାଏ ଚିନାବାଦାମ୍ରେ ଭିତରେ ବହୁତ ମନୋ ସାଚୁରିଟେଡ଼ ଫ୍ୟାଟ ଓ ଡାଇ ସାଚୁରେଟେଡ ଫ୍ୟାଟ ଥାଏ ଓ ବ୍ୟାଡ କୋଲେଷ୍ଟ୍ରୋଲ କୁ ବାହାର କରିଥାଏ ଓ ଗୁଡ଼ କୋଲେଷ୍ଟ୍ରୋଲ କୁ ତିଆରି କରିଥାଏ।ଏହାବ୍ୟତୀତ ଯେଉଁମାନଙ୍କ ଦାନ୍ତ ଦୁର୍ବଳ ଯେଉଁମାନଙ୍କ ହାଡ଼ ଦୁର୍ବଳ ଗଣ୍ଠିରେ ସବୁବେଳେ ଦରଜ ରହିଥାଏ ଓ ଥକାପଣ ଓ ଚୁସ୍ତି ଲାଗିରହିଥାଏ ତାଙ୍କୁ ବି ସବୁଦିନ ଚିନାବାଦାମ ଓ ଗୁଡ଼ ଖାଇବା ଆବଶ୍ୟକ ହୋଇଥାଏ।

କ୍ଷୀର ଦେଉଥିବା ମା ମାନଙ୍କୁ ବି ଗୁଡ଼ ଓ ବାଦମ ଖାଇବା ଆବଶ୍ୟକ ଯାହା ଫଳରେ ସେ କ୍ଷୀରର ମାତ୍ରାରେ ବୃଦ୍ଧି ଘଟିଥାଏ। ଏହା ବ୍ୟତୀତ ବଡ଼ ଲୋକଙ୍କୁ ଓ ଛୋଟ ଛୁଆଙ୍କୁ ମଧ୍ୟ ଖାଇବା ଆବଶ୍ୟକ ଏ ବୁଦ୍ଧି ପ୍ରଖର କରିବାରେ ସାହାଯ୍ୟ କରେ। ଯେଉଁମାନଙ୍କୁ ମଧୁମେହ ଅଛି ସେମାନଙ୍କୁ ବି ଖାଇବା ଦରକାର କିନ୍ତୁ ବିନା ଗୁଡ଼ରେ ଯେଉଁ ମାନଙ୍କ ଚୁଟି ଝଡେ ଶରୀରରେ ସୁସ୍କତା ବଢେ ଏହା ଶରିରରେ ଥିବା କ୍ୟାଲସିୟମ ବା ପ୍ରତିନର କମ ଥିବା କାରଣରୁ ହୋଇଥାଏ ଏଥିରେ କିଛି ଏମିତି ପସକତତ୍ୱ ଥାଏ ଯାହା ଆମକୁ ବହୁତ ଦିନ ପର୍ଯ୍ୟନ୍ତ ସୁନ୍ଦର ଦେଖା ଯିବାରେ ସାହାଯ୍ୟ କରେ।

ଆସନ୍ତୁ ଜାଣିବା ଏ ଚିନାବାଦାମ କେତେବେଳେ ଖାଇବା ଓ କେତେ ଖାଇବା ଦରକାର ସବୁଦିନ ଗୋଟେ ମୁଠା ବା ୫୦-୬୦ ଗ୍ରାମ ଚିନା ବାଦାମ ଖାଇବା ଆବଶ୍ୟକ ଆପଣଙ୍କୁ କଣ କରିବାର ଅଛିନା ସେ ଚିନାବାଦାମ କୁ ଭିଜେଇ ଦେବାର ଅଛି ତାପରେ ଆପଣଙ୍କୁ ଯେତେବେକେ ଭୋକ ଲାଗିବ ଆପଣ ସେ ଚିନା ବାଦାମ ଖାଇପାରିବେ ସକାଳୁ ଖାଇବା ବେଳେ ନହେଲେ ଖରାବେଳେ ଖାଇସାରିବାର ୨ ଘଣ୍ଟା ପରେ ଯେତେବେକେ ଆପଣଙ୍କୁ ଭୋକ ଲାଗେ ସେତେବେଳେ ଆପଣ ଏହାର ସେବନ କରିବା ଉଚିତ ଏହା ବହୁତ କାର୍ଯ୍ୟ କାରୀ ଅଟେ। ଯେଉଁମାନଙ୍କୁ ଏସିଡିଟିର ସମସ୍ୟା ଓ ଆଜ୍ମାର ଅସୁବିଧା ଅଛି,ଜଣ୍ଡିସ ହୋଇଛି,ଗ୍ୟାସ ରୋଗୀ,ଥାଇରଏଡ଼ ରୋଗୀ ଏହି ସବୁ ରୋଗୀ ମାନଙ୍କୁ ଏହାର ସେବନ କରିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *