June 25, 2025

Odia Express

Here, There and Everywhere

ଆପଣ ଜାଣିଛନ୍ତି କି ଆପଣଙ୍କ ପେଟରେ ଆପଣଙ୍କ ଖାଦ୍ୟ ହଜମ ହଉଛି କି ସଢ଼ୁଛି? ଏବେ ନିଶ୍ଚୟ ଜାଣିରଖନ୍ତୁ ସେ ବିଷୟରେ…

1 min read

ସାଙ୍ଗମାନେ ପୁରୁଣା ଲୋକମାନ୍ୟତା ଅଛିକି ସୁସ୍ଥ ଶରୀର ସୁସ୍ଥ ମସ୍ତିସ୍କର କାରଣ ଅଟେ ଆଉ ସୁସ୍ଥ ରହିବାର ପ୍ରଥମ କାରଣ ଅଟେ ନିଜ ପାଚନ ଶକ୍ତିର ସୁଦୃଢ଼ ହେବା। ଖରାପ ଭୋଜନର କାରଣ ଅଟେ ଶରୀର ଖରାପ ଅଟେ ମସ୍ତିସ୍କ ସିଥିଳ ହୋଇଯାଏ ଓ କାର୍ଯ୍ୟ କ୍ଷମତାକୁ ପ୍ରଭାବିତ କରିଥାଏ ଯେଉଁ ପ୍ରକାର ବ୍ୟୟମରେ ଅନୁଶାସନ ଆଵଶ୍ୟକତା ହୋଇଥାଏ ଠିକ ସେହିଭଳି ଭୋଜନରେ ବି ଅନୁଶାସନ ରହିବା ମହତ୍ୱପୂର୍ଣ୍ଣ ହୋଇଥାଏ । ଖାଇବା ଅନିୟମିତ ଖାଇବା ଡେ଼ରି ରାତି ପର୍ଯ୍ୟନ୍ତ ନଶୋଇବା ଚେଇଁ ରହିବା ଏ ସବୁ ସ୍ଥିତି ଆପଣଙ୍କ ପାଚନ ଶକ୍ତିକୁ ପ୍ରଭାବିତ କରିଥାଏ ତଥା ଏହା ଆବଶ୍ୟକ ହୋଇଥାଏ କି ପାଚନ ଶକ୍ତିକୁ ଦୁର୍ବଳ ହେବାରୁ ବଞ୍ଚାଇଥାଏ।

ପାଚନ ତନ୍ତ୍ରର ଦୁର୍ବଳତା ଦୁର କରିବାରେ ପାଇଁ ପେଟରେ ଖାଦ୍ୟ ହଜାମହବ କି ପେଟରେ ଖାଦ୍ୟ ସଢ଼ିବ ଏହା ଜାଣିବା ଅତ୍ୟନ୍ତ ଜରୁରୀ ଅଟେ। ଆମେ ରୁଟି ଖାଇବା ଆମେ ଡାଲି ଖାଇବା,ଦହି,ଲସି,କ୍ଷୀର ପିଇବା ଆଦି ଏ ସବୁ ଭୋଜନ ଆକାରରେ ଆମେ ଗ୍ରହଣ କରିବା ଏ ସବୁ ଆମକୁ ଉର୍ଜା ଦେଇଥାଏ ଆଉ ପେଟ ସେ ଉର୍ଜା କୁ ବିତରଣ କରିଥାଏ ପେଟରେ ଛୋଟ ସ୍ଥାନ ଥାଏ ଯାହାକୁ ଆମେ ଓଡ଼ିଆରେ ଆମାସୟ କହିଥାଉ ଓ ତାର ସଂସ୍କୃତ ନାଁ ଜଠର ଅଟେ ଓ ତାକୁ ଇଂରାଜିରେ କହିବା ଏପିଗ୍ୟାସଟ୍ରିୟମ ଅଟେ।

ଏହା ଏକ ଥଲି ଭଳିଆ ଅଟେ ଏହା ଆଂଶରୀର ସବୁଠୁ ମହତ୍ୱପୁର୍ଣ୍ଣ ଅଟେ।ସବୁଯାକ ଖାଇବା ସବୁଠୁ ପ୍ରଥମେ ଏଇଠିକି ଆସେ ଏ ସବୁଠି ଛୋଟ ଜାଗା ଅଟେ ଏଥିରେ ବେଶୀରେ ବେଶି ୩୫୦ ଗ୍ରାମ ଖାଇବା ରହିଥାଏ ଆମେ କିଛିବି ଖାଇଥାଉ ଏ ସବୁ ଆମାସ୍ୟାକୁ ଆସିଥାଏ ଓ ଆମାସ୍ୟରେ ଅଗ୍ନି ପ୍ରଦୀପ୍ତ ହୋଇଥାଏ ତାକୁହିଁ କହନ୍ତି ଜଠାରଅଗ୍ନି ଏ ଜଠାରଅଗ୍ନି ଅଟେ ଯାହା ଆମଶୟରେ ପ୍ରଦୀପ୍ତ ହେଉଥିବା ଅଗ୍ନିକୁ କୁହନ୍ତି ଏମିତିହିଁ ପେଟରେ ହୋଇଥାଏ ଆପଣ ଯେମିତି ଖାଦ୍ୟ ଗ୍ରହଣ କରିବେ ସେ ଅଗ୍ନି ପେଟରେ ପ୍ରଦୀପ୍ତ ହୋଇଥାଏ।

ଏହା ଆପେ ଆପେ ଜଳିଥାଏ ଆପଣ ଯେମିତିହିଁ ପାଟିରେ ଖାଦ୍ୟର ଗୋଟେ ବି ଟୁକୁଡ଼ା ପାଟିରେ ପୁରେଇବେ ସେ ଅଗ୍ନି ଆପେ ଆପେ ଜଳୀ ଉଠେ। ଏ ଅଗ୍ନି ସେ ପର୍ଯ୍ୟନ୍ତ ଜଳିଥାଏ ଯେ ପର୍ଯ୍ୟନ୍ତ ଖାଦ୍ୟ ସମ୍ପୂର୍ଣ୍ଣ ଭାବେ ହଜମ ନ ହୋଇଯାଏ ଆପଣ ଖାଉ ଖାଉ ସାଙ୍ଗେସାଙ୍ଗେ ପାଣି ପିଇଲେ ବା ଥଣ୍ଡା ପାଣି ପିଇଲେ କେତେକ ଅଛନ୍ତି ବୋତଲେ ବୋତଲେ ପାଣି ପିଇଥାନ୍ତି ସେ ଯେଉଁ ନିଆଁ ଜଳୁଥିଲା ସେ ଲିଭିଗଲା ଓ ତାପରେ ଯେଉଁ ନିଆଁ ଲାଗିଥିଲା ସମ୍ପୂର୍ଣ୍ଣ ରୂପେ ଲିଭିଗଲା ଏବେ ସବୁବେଳେ ମନ ରଖିବେକି ଖାଦ୍ୟ ଭିତରକୁ ଯିବା ମାତ୍ରେ ଦୁଇଟି କ୍ରିୟା ଚାଲିଥାଏ ଗୋଟେ ହେଉଛି ହଜମ ଅନ୍ୟଟି ହେଉଛି ପିଚିବା ଆୟୁର୍ବେଦ ଭାବରେ ଖାଦ୍ୟ ସେତେବେଳେ ହଜମ ହେବ ଯେତେବେଳ ନିଆଁ ଜଲୁଥିବ ଖାଦ୍ୟ ହଜମ ହବତ ରସ ପ୍ରସ୍ତୁତ ହେବ ରସ ପ୍ରସ୍ତୁତ ହେବ ତ ସେହି ରସରୁ  ମାଂସ,ହାଡ଼,ରକ୍ତ,ବୀର୍ଯ୍ୟ,ଟିଶୁ,ମଳ,ମୂତ୍ର ଆଦି ଜିନିଷ ପ୍ରସ୍ତୁତ ହେବ ଓ ସବୁଠୁ ଶେଷରେ ମେଦ ପ୍ରସ୍ତୁତ ହେବ ଏ ସେତବେଳେ ହବ ଯେତେବେଳେ ଖାଦ୍ୟ ହଜମ ହେବ ଯଦି ଖାଦ୍ୟ ହଜମ ନ ହୁଏ ତ ସେଥିରୁ ୟୁରିକ ଏସିଡ,କୋଲେଷ୍ଟ୍ରୋଲ,ଏଲଡିଏଲ,ବିଏଲଦିଏଲ ଆଦି ପ୍ରସ୍ତୁତ ହୋଇଥାଏ।

ଏହା ଆପଣଙ୍କ ଶରୀର ରୋଗର ଘର ତିଆରି କରିଥାଏ। ପେଟରେ ତିଆରି ହେଉଥିବା ଏହି ଯେତେବେଳ ବଢି ରକ୍ତରେ ମିଶେ ସେବେ ରକ୍ତ ହୃଦୟର ନାଡୀ ମାନଙ୍କ ମଧ୍ୟରୁ ବାହାରି ପାରେ ନାହିଁ ଆଉ ଟିକେ ଟିକେ ଅଳିଆ ଯାହା ରକ୍ତରେ ଆସିଥାଏ ତାହା ରକ୍ତରେ ଜମା ହୋଇଯାଇ ଥାଏ।ଆଉ ଗୋଟେ ଦିନ ନାଡୀ ସମ୍ପୂର୍ଣ୍ଣ ରୂପେ ଅବରୋଧ କରିଦେଇଥାଏ ଯାହାକୁ ଆମେ ହୃଦ୍ଘାତ ଵୋଲି କହିଥାଉ।ଆମମାନଙ୍କୁ ଜୀବନରେ ଏ ପ୍ରତି ଧ୍ୟାନ ଦେବା ଆବଶ୍ୟକକି ଯାହା ଆମେ ଖାଇଥାଉ ସେ ଆମ ଶରୀରେ ଭଲଭାବରେ ହଜମ ହେବା ଦରକାର ଓ ସେଥିପାଇଁ ଆମ ପେଟରେ ଭଲଭାବରେ ଜଠାରଅଗ୍ନି ଜଳିବା ନିତ୍ୟାନ୍ତ ଆବଶ୍ୟକ ଓ ବିନା ନିଆଁରେ ଖାଦ୍ୟ ହଜମ ହୋଇନଥାଏ।

ସେଥିପାଇଁ ସାଙ୍ଗମାନେ ମନେରଖିବା ଉଚିତ କି ଖାଦ୍ୟ ଗ୍ରହଣ ସମୟରେ ଜମାବି ପାଣି ପିଇବେ ନାହିଁ ଆପଣଙ୍କୁ ଆଵଶ୍ୟକତା ଅଛିତ ବେସିରୁ ବେସି ୨-୩ ଢ଼ୋକ ପାଣି ପିଅନ୍ତୁ ଖାଦ୍ୟ ଗ୍ରହଣ କରିବାର ଅଧଘଣ୍ଟା ପରେ ପାଣି ପିବା ଉଚିତ ଯାହାଫଳରେ ଆମ ହଜମ ପ୍ରକ୍ରିୟା ଠିକ ରହିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *