June 21, 2025

Odia Express

Here, There and Everywhere

କେବଳ ଗୋଟେ ଚାମୁଚ ଖାଆନ୍ତୁ ଓ ଜାଣନ୍ତୁ ଏହାର ଉପଯୋଗୀତା -ସମସ୍ତେ ନିଶ୍ଚୟ ଜାଣିରଖନ୍ତୁ ଏହି କଥା…

1 min read

ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଆଣିଛୁ ଯାହାକୁ ଆପଣ ୪ଥର ମାତ୍ର ୪ଥର ଖାଇବା ଦ୍ୱାରା ଆପଣଙ୍କ ୧୦୦ ବର୍ଷ ପର୍ଯ୍ୟନ୍ତ ଦୁର୍ବଳତା,ଗଣ୍ଠି ଦରଜ,ଶରୀର ଦରଜ,ଅଣ୍ଟା ଦରଜ,ରକ୍ତହୀନତା,ବୃଦ୍ଧ ପଣ ଆପଣଙ୍କ ପାଖକୁ ବି ଆସିବେନି ଆଜ୍ଞା ହଁ ଆଜି ଆମେ ଆପନଙ୍କୁ ଏମିତି କିଛି ତିଆରି କରିବା ଶିଖେଇବୁ ଯାହା ଆପଣ ଲାଭ କୃତ ହେବେ ଓ ତାର ଲାଭ ଏତେ ହୋଇଥାଏ କି ଆପଣ ନିଜେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଏକଥା ସତ ଅଟେକି ଯଦି ଆପଣଙ୍କ ଆଣ୍ଠୁରେ ଦରଜ ହୁଏ ଆପଣଙ୍କ ଚୁଟି ସମୟ ପୂର୍ବରୁ ଧଳା ହୋଇଗଲା ଝଡୁଛି ଆପଣ ସବୁପ୍ରକାର ଉପାୟ ଆପଣେଇ ଥକି ଗଲେଣି ଆଉ ଆପଣଙ୍କ ଚର୍ମ ଯଦି ଝୁଲିବାକୁ ଲାଗିଛି ଓ ସେଥିରେ ଚମକ ରହିଲାନି ଏ ସବୁ ଅସୁବିଧା ଯଦି ଆପଣ ଅନୁଭବ କରୁଛନ୍ତିତ ଓ ଯଦି ରକ୍ତହୀନତା ଆସିଯାଇଛି ଆପଣଙ୍କ ହାଡ଼ବି ଦୁର୍ବଳ ହେବାକୁ ଲାଗିଛି ତ ଆଉ ଆପଣ ଯଦି ଚାହୁଁଛନ୍ତି କି ଆପଣଙ୍କ ଛୁଆର ମସ୍ତିସ୍କ ଜଲଦି ଜଲଦି ଚାଲୁ ଆମେ ଆପଣଙ୍କୁ ଏମିତି ଶକ୍ତି ବର୍ଦ୍ଧକ ଜିନିଷ କହିବାକୁ ଯାଉଛୁ ଆପଣ ଖାଇ ନିଜେ ଜାଣିପାରିବେକି ଏହା ଏକ ଚମତ୍କାରି ଜିନିଷ ଅଟେ ବୋଲି।ଆସନ୍ତୁ କି ଜାଣିବା ଏହାକୁ କିପରି ତିଆରି କରାଯାଏ।

ଏଥିରେ ଆମେ ସର୍ବପ୍ରଥମେ ନେବା ୫୦ ଗ୍ରାମ ଅଳସୀ ଏହା ଆମ ଶରୀର ପାଇଁ ବରଦାନ ସଦୃଶ ଅଟେ ଓ ଆମ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ଓ କ୍ୟାନ୍ସରରୁ ରଖା କରିଥାଏ ହଜମରେ ସାହାର୍ଯ୍ୟ କରେ କୋଲେଷ୍ଟ୍ରୋଲ କମାଇଥାଏ ଓ ମଧୁମେହ ହବାକୁ ଦେଇନଥାଏ।ତାସହିତ ଆପଣଙ୍କୁ ଏଥିରେ ନବାର ଅଛି ଶୁଖିଲା ନଡ଼ିଆ ଗୁଣ୍ଡ ଏହା ଆମ ଶରୀରରୁ ଖରାପ କୋଲେଷ୍ଟ୍ରୋଲକୁ କାଢି ଥାଏ।

ସେଥିରେ ମ୍ୟାଗନେସିୟମ ,କପର ଥାଏ ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ନଡ଼ିଆ ଆମ ଶରୀରରେ ଥିବା ସବୁ ଖରାପ ପଦାର୍ଥକୁ ଡ଼ିଟକ୍ସ କରିଥାଏ ଓ ଇଏ ଆମ ରୋଗପ୍ରତିରୋଧ କ୍ଷମତାକୁ ବଢ଼ାଇ ଥାଏ ଯାହାଫଳରେ ଆମେ ଶିଘ୍ର ବେମାର ହୋଇନଥାଉ।ଯେଉଁମାନଙ୍କୁ କୋଷ୍ଟକାଠିନ୍ୟ ହୋଇଥାଏ ତାଙ୍କ ପାଇଁ ବହୁତ ଲାଭ ଦାଇ ହୋଇଥାଏ।ଥାଇରଡ଼ରେ ଓଜନ କମେଇବା ପାଇଁ ଏହା ଉଚିତ ଅଟେ।ଆପଣଙ୍କୁ ୫୦ ଗ୍ରାମ ନଡ଼ିଆ ପାଉଡର ନେବାର ଅଛି।

ତୃତୀୟ ଉପାଦାନ ଯାହା ଆମକୁ ନବାର ଅଛି ସେହେଉଛି ମିଶ୍ରି ଆମକୁ ମାତ୍ର ୨୫ ଗ୍ରାମ ମିଶ୍ରୀ ନବାର ଅଛି।ଯେଉଁମାନଙ୍କୁ ମଧୁମେହ ଅଛି ସେମାନଙ୍କୁ ମିଶ୍ରିର ଉପଯୋଗ କରିବେ ନାହିଁ।ଆପଣ ସୂତା ଵାଲା ମିଶ୍ରି ନବାର ଅଛି।ଶେଷ ବା ଚତୁର୍ଥ ଉପାଦାନ ନେବାର ଅଛି ସେ ହେଲା ପେସ୍ତା ବାଦାମ ସେଥିରେ ଭିଟାମିନ-ଇ ଥାଏ।ଚର୍ମକୁ ଚିକଣ ରଖିଥାଏ। ଆପଣଙ୍କ ମୁହଁରେ ପ୍ରାକୃତିକ ତୋଫାପଣ ଦେଇଥାଏ ଓ ଆପଣଙ୍କ ଚୁଟିକୁ ଝଡ଼ିବାର ଅଟକେଇଥାଏ।ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲର ମାତ୍ରକୁ ବଢ଼େଇ ଦେଇନଥାଏ ଓ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ଆପଣଙ୍କୁ ଚିନ୍ତାରୁ ରକ୍ଷା କରିଥାଏ।

ଏବେ ଆମେ ଏ ସବୁ ଜିନିଷକୁ ଗ୍ରାଇଣ୍ଡରରେ ପୁରାଇ ମିକ୍ସ କରିଦେବା ଓ ଆକୁ ଆମେ ସବୁଦିନ ଗୋଟେ ଚାମୁଚ କ୍ଷୀର ସହିତ ସକାଳୁ ଖାଲି ପେଟରେ ନବାର ଅଛି ପାଣି ସାଥିରେ ନେବେନି।ଯଦି ଆପଣ ସକାଳୁ ଖାଲି ପେଟରେ ଅଲଗା କୌଣସି ଜିନିଷ ବ୍ୟବହାର କରୁଛନ୍ତି ତାହେଲେ ଆପଣ ରାତିରେ ଶୋଇଲା ବେଳେ ଗୋଟେ ଚାମୁଚ ନେଇ ପାରିବା।ତାପରେ ଦେଖନ୍ତୁ ଏହାର ଉପଯୋଗୀତା।

Leave a Reply

Your email address will not be published. Required fields are marked *