June 24, 2025

Odia Express

Here, There and Everywhere

ମାତ୍ର ୧୫ ଘଣ୍ଟାରେ ନିଜ ଫୁସଫୁସରୁ ସବୁ ଆବର୍ଜନାକୁ ବାହାରକୁ ବାହାର କର – ଏବେ ଉପାୟ ଦେଖି ନିୟନ୍ତୁ…

ନମସ୍କାର ସାଙ୍ଗମାନେ ଆସନ୍ତୁ ଜାଣିବା ଆମେ କିପରି କରିବା ନିଜ ଫୁସଫୁସର ସମ୍ପୂର୍ଣ୍ଣ ରୂପେ ସଫେଇ ମାତ୍ର ୧୫ ଘଣ୍ଟାରେ ସେ ବିଷୟରେ ଆଜି ଆମେ ଜାଣିବା।ଶରୀରର କୌଣସିବି କାର୍ଯ୍ୟ ପ୍ରଣାଳୀର ପରିବର୍ତ୍ତନରେ ଆମକୁ ଜଣା ପଡିଯାଏକି ଆମ ଶରିରରେ କଣ ଅସୁବିଦ୍ଧା ହୋଇଛି କିନ୍ତୁ ଯଦି ଫୁସଫୁସର ବି ଏହି ଅଵସ୍ଥା ହୋଇଥାଏ।ସାଙ୍ଗମାନେ ଏହା ଆମ ଶରୀରର ରକ୍ତ ପହଁଚେଇବାର କାର୍ଯ୍ୟ କରିଥାଏ।ଦ୍ଵିତୀୟରେ ଆପଣଙ୍କୁ ଯଦି କାଶ ଛିଙ୍କ ଶିଘ୍ର ହେଉଛି ଟିକେ ପ୍ରଦୂଷଣକୁ ଯିବା ମାତ୍ରେ ନାକରୁ ପାଣି ଆସିବା ବା ଛିଙ୍କ ଆସିଥାଏ ଓ ନିଶ୍ୱାସ ନବାର ଅସୁବିଧା ଅଳ୍ପ ଧୁଆଁରେବି ଆପଣଙ୍କୁ ନିଶ୍ଵାସ ନବାରେ ଅସୁବିଧା ହୋଇଥାଏ, ଅଳ୍ପ ଚାଲିବା ମାତ୍ରେ ଆପଣମାନେ ଧଇଁସଇଁ ହୁଅନ୍ତି।

ହେଇପାରେ ସାଙ୍ଗମାନେ ଆପଣଙ୍କ ଫୁସଫୁସ ଭଲ ଭାବରେ କାର୍ଯ୍ୟ କ୍ଷମ କରୁନାହିଁ। ଗୋଟେ ପଟେ ଦୂଷିତ ଖାଦ୍ୟ ଅନ୍ୟପଟେ ଦୂଷିତ ପରିବେଶ ଆପଣଙ୍କୁ ରୋଗୀ କରିବା ପାଇଁ ଯଥେଷ୍ଟ ଅଟେ ସେଥିପାଇଁ ଆମେ ଆଜି ଆପଣଙ୍କ ପାଇଁ ଏମିତି କିଛି ଆଣିଛୁ ଯାହା କେବଳ ୧୫ ଘଣ୍ଟାରେ ଆପଣଙ୍କ ଫୁସଫୁସ ଉପରେ କାମ କରିବା ଆରମ୍ଭ କରିଦେବ।ତାକୁ ଭଲ ଭାବେ ଡିଟକ୍ସି ଫାଇ କରିବ।

ଏବେ ଆସନ୍ତୁ ଜାଣିବା ଏହାକୁ ଆମେ କିପରି ବ୍ୟବହାର କରିବା ଏହାକୁ ବନେଇବା ପାଇଁ ପ୍ରଥମ ଜିନିଷ ଯାହା ନବାର ଅଛି ଆମକୁ ସେହଉଛି ପାଣି ଆମେ ଗୋଟେ ସଫା ଗିଲାସରେ ଫୁଲ ଠାରୁ ଅଳ୍ପ କମ ପରିମାଣର ପାଣି ନେବା ମାନେ ଆମକୁ ଗୋଟେ ଲିଟର ପାଣି ନେବାର ଅଛି। ତାପରେ ଆମକୁ ନେବାର ଅଛି ସୁଣ୍ଠି ପାଉଡର ଏହା ଆମ ଫୁସଫୁସ କୁ ଡିଟକ୍ସି କରିବାରେ ସାହାଯ୍ୟ କରିଥାଏ ଓ ଗୋଟେ ଲିଟର ପାଣିରେ ଅଧା ଚାମୁଚ ସୁଣ୍ଠି ଗୁଣ୍ଡ ମିଶାଇବା।

ଏହା ପରେ ଦ୍ୱିତୀୟ ଜିନିଷ ଯାହା ମିଶାଇବ ସେ ହେଉଛି ହଳଦୀ ଗୁଣ୍ଡ । ସିଗ୍ରାଟ ଧୂଆଁ ଓ ପଲ୍ୟୁସନ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିବା ପାଇଁ ହଳଦୀ ବହୁତ ଲାଭଦାୟକ ଅଟେ ତାସହିତ ଫୁସଫୁସରେ ଜମି ରହୁଥିବା କଫରୁ ରକ୍ଷା ଦେଇଥାଏ।ଆପଣ ଏଥିରେ ମାତ୍ର ହଳଦୀର ଗୋଟେ ଚାମୁଚ ହିଁ ନେବେ ଓ ତାକୁ ପାଣିରେ ଭଲ ଭାବରେ ଗୋଳେଇବେ ତାପରର ନେବା ଗୋଟେ ପିଆଜ, ପିଆଜରୁ ପାଉଥିବା ତତ୍ୱ ସାଙ୍ଗମାନେ ଆମ ଫୁସଫୁସରେ ହେଇଥିବା କୌଣସି ପ୍ରକାର ଜଳା ପୋଡା,ଫୁଲା ଆଦିକୁ କମ କରିଥାଏ। ତାସହିତ ଆମ ଫୁସଫୁସକୁ ସଂକ୍ରମଣରୁ ବଞ୍ଚେଇ ଥାଏ ଯାହା ଫଳରେ ଆପଣ ମାନେ ବହୁତ ସୁସ୍ଥ ବାନ ହେଇ ରହିବେ।

ଏବେ ଆପଣ ଚୋପା ଛଡେ଼ଇ ଛୋଟ ଛୋଟ ପିସ କରି ତାକୁ ନେବା ଓ ତାପରେ ଆମେ ସେ ଗୋଟେ ଲିଟର ପାଣିରେ ପକାଇ ଭଲ ଭାବରେ ଗରମ କରିବା,ଆପଣ ତାକୁ ସେ ପର୍ଯ୍ୟନ୍ତ ଗରମ କରିବେ ଯେ ପର୍ଯ୍ୟନ୍ତ ଆପଣଙ୍କ ପାଣି ଅଧା ନ ହୋଇଯିବ ଓ ଏହା ପରେ ଆମର ପ୍ରସ୍ତୁତ ହୋଇଯିବ ଓ ଗୋଟେ ଲିଟରୁ ଅଧା ଲିଟର ପାଣି ରହିଯିବ। ଆପଣ ଚାହିଁବେ ତ ଏଥିରେ ମହୁ ମଧ୍ୟ ପକେଇ ପାରିବେ ଆପଣ ଗୋଟେ ଚାମୁଚ ମହୁ ପକେଇ ସେଥିରେ ମିଶେଇ ଗୋଳେଇ ଦେବେ।

ଆସନ୍ତୁ ଜାଣିବା କିପରି ଗ୍ରହଣ କରିବା ଏହାକୁ ଦିନକୁ ଥରେ ନେବା ପରେ ଆପଣ ଦିନ ଯାକ ପ୍ରଚୁର ମାତ୍ରରେ ପାଣି ପିଇବା ଆବଶ୍ୟକ କାହିଁକି ନା ଯେତେ ପାଣି ଆମେ ପିବା ଆମ ଫୁସଫୁସ ସେତେ ସଫା ହେବ। ଏହି ପାନୀୟକୁ ଦୁଇଥର ନେବା କିନ୍ତୁ ଗୋଟେ ନବାର ୧୫ ଘଣ୍ଟା ପରେ ଓ ୧୦ ଦିନରେ ୨ଥର ନେବେ ଯାହା ଆପଣଙ୍କ ଫୁସଫୁସ ସମସ୍ୟାକୁ ଦୁରେଇଥାଏ।
ଏହାକୁ ଅଧିକ ରୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *