June 24, 2025

Odia Express

Here, There and Everywhere

କେବଳ ଥରେ ରାତିରେ କିମ୍ବା ଦିନରେ ପିଅନ୍ତୁ ଏବଂ ପଥରି କୁ ସବୁବେଳେ ପର୍ଯ୍ୟନ୍ତ ଟା ଟା କୁହନ୍ତୁ…

1 min read

ଆମ ଶରୀର ଅତି ସମ୍ବେଦନଶୀଳ ଅଟେ ଏହାର ଉପଯୁକ୍ତ ଯତ୍ନ ନ ନେଲେ ବିଭିନ୍ନ ପ୍ରକାରର ରୋଗ ଶରୀରରେ ଉତ୍ପନ୍ନ ହୋଇଥାଏ। ଆଉ ଏହି ରୋଗ କେତେ ବେଳେ କାହା ଜୀବନ ନେଇଯାଉଛି କେହି ଜାଣିନାହାନ୍ତି। ଆସ ବନ୍ଧୁଗଣ ଜାଣିବା କି କେମିତି ପିଆଜ ଦ୍ୱାରା ପେଟରେ ଥିବା ପଥର କୁ କେମିତି କାଢ଼ିଆ ସେ ବିଷୟରେ ଜାଣିବା।ଆଜି କାଲି ପିଆଜ ଖାଇବା ପିବାରେ ବହୁତ ବ୍ୟବହାର ହେଉଛି। ଖାଦ୍ୟ ପେୟର ବହୁତ ଖରାପ ଅପ ବ୍ୟବହାର ଯୋଗୁଁ ଶରୀରରେ ପଥର ଉତ୍ପନ ହେଉଛି ଅଧିକାଂଶ ଲୋକ ଯକୃତର ପଥର,ମୂତ୍ରାସାୟାରେ ପଥର,କିଡିନି ରେ ପଥର ଅଭିଯୋଗ ବେସି ଆସିଥାଏ।

ସ୍ତ୍ରୀ ଲୋକଙ୍କ ସାଧାରଣ ତ ପଥର ଗର୍ଭାଶୟ ରେ ହୋଇଥାଏ ଯାହା ସେମାନଙ୍କୁ ବହୁତ କଷ୍ଟ ଦେଇଥାଏ। ଖାଦ୍ୟପେୟର ଅପ ବ୍ୟବହାର ଖାଦ୍ୟ ନ ଖାଇ ଉପାସ ରହିବା ମୁଖ୍ୟ କାରଣ ପେଟରେ ପଥର ହେବାର। କିଛି ଲୋକ କଷ୍ଟ କମ କରିବା ଓ ପଥର ବାହାର କରିବା ପାଇଁ ରାସାୟନିକ ଔଷଧର ବ୍ୟବହାର କରୁଛନ୍ତି ତ ଆଉ କିଛିଲୋକ ଏହାର ଅପରେସନ ମଧ୍ୟ କରାଉଛନ୍ତି।’

ଆପଣଙ୍କ ଶରୀରରେ ହେଉଥିବା ପଥର କୁ ବିନା ମେଡ଼ିସିନ ରେ ଭଲ କରିବା ପାଇଁ ଭାରତରେ ବିଭିନ୍ନ ପ୍ରକାରର ଔଷଧୀୟ ଉପଚାର ରହିଅଛି ଯାହାକୁ ଆପଣ ବ୍ୟବହାର କଲେ ଆପଣ ଅପଣଙ୍କ ପଥରରୁ ରକ୍ଷା ପାଇବେ। ସବୁ ଲୋକଙ୍କ ଶରୀରରେ ପଥର ର ପରିମାପ ସମାନ ହୋଇନଥାଏ କାହା ଶରୀରରେ ୧ମିଲି ମିଟର ରୁ ୩ମିଲି ମିଟର ପର୍ଯ୍ୟନ୍ତ ହୋଇଥାଏ ତ ଆଉ କିଛି ଲୋକଙ୍କୁ ୮ ମିଲି ମିଟର ଅଧିକ ବଡ ପଥର ହୋଇଥାଏ।

ସାଙ୍ଗମାନେ ଆମେ ଜାଣିବା କି କେମିତି ପଥର ଉପଚାର ଘରୋଇ ଉପାୟ ଦ୍ୱାରା କରାଯାଇଥାଏ।ସେଥିପାଇଁ ଆପଣଙ୍କୁ ଗୋଟେ ପିଆଜ ନବ ତାପରେ ଗୋଟେ ସଫା ସୁତରା ଗିନା ନେବା ତାପରେ ପିଆଜ ର ଚୋପା ଅଲଗା କରିଦେବା। ଯେତେବେଳେ ତା ଚୋପା ଅଲଗା ହେଆଇଯିବ ତାପରେ ପିଆଜକୁ ଛୁରୀ ସାହାର୍ଯ୍ୟ ରେ ଛୋଟଛୋଟ ପିସ କରି କାଟିନେବେ।ତାପରେ ସେ ସଫା ପାତ୍ରରେ ଗୋଟେ ଗିଲାସ ପାଣି ନେଇ ତା ଭିତରେ ପିଆଜ ପକେଇବା ତାପରେ ଗ୍ୟାସ କୁ ଖୋଲି ସେ ପିଆଜକୁ ପାଞ୍ଚ ମିନିଟ ପାଇଁ ଭଲ କି ଶିଝେଇବା ତାପରେ ଗ୍ୟାସ ରୁ ଓହ୍ଲେଇ ଦେବେ ଓ ତାକୁ ଥଣ୍ଡା କରିବେ।ଥଣ୍ଡା ହେଇ ସରିବା ପରେ ତା ସହିତ ଭଲ ଖଣ୍ଡ ମିଶ୍ରି ମିଶାଇବା। ମିଶ୍ରି ମିଶାଇବା ପରେ ତାକୁ ଭଲ ଭାବରେ ତାର ଗୋଟେ ପେଷ୍ଟ ବନାଇ ଦେବେ।

ପେଷ୍ଟ ବନାଇ ସରିବା ପରେ ଯେକୌଣସି ଛଣା ଦ୍ୱାରା ସେ ପେଷ୍ଟ କୁ ଭଲଭାବରେ ଛାଣି ଦେବା।ତାପରେ ସେଥିରେ ଯେଉଁ ଯୁସ ବାହାରିବା ତାକୁ ଆମେ ଗୋଟେ ସଫା ପତ୍ରରେ ଆଣି ରଖିବା।ଏତିକି କରିସାରିବା ପରେ ଆପଣଙ୍କୁ ଗୋଟେ ଲେମ୍ବୁ ନବାରଅଛି ତାପରେ ସେ ଲେମ୍ବୁକୁ ଦୁଇଭାଗ କରି କଟିନେବା।ଲେମ୍ବୁ କାଟିସରିବା ପରେ ତାଭିତରେ ଥିବା ମଞ୍ଜି କୁ ଅଲଗା କରିଦେବା।ତାପରେ ସେ ଗୋଟା ଲେମ୍ବୁକୁ ସେ ଯୁସ ରେ ଚୁପୁଡି ଦେବେ।

ଆମେ ଏଥିରେ ଏଇଠି ପାଇଁ ମିଶଗଲା ଲେମ୍ବୁରସ କାରଣ ଲେମ୍ବୁରସ ରେ ସାଇଟ୍ରିକ ଏସିଡ ଅଛି ଯେଉଁଟାକି ଶରୀରରେ କ୍ୟାଲସିୟମ।ମାତ୍ର ବଢେ଼ଇବାରେ ଅଟକେଆଇ ଥାଏ।କଷ୍ଟହେଉଥିବା ବେଳେ ଆମେ ଲେମ୍ବୁପାଣି ପିଇବାଦ୍ୱାର ଆମକୁ କଷ୍ଟରୁ ନିବାରଣ ମିଳିଥାଏ।ଆମେ ଏ ପାନୀୟର ପିଆଜ ଏଥିପାଇଁ ମିସେଆଇଲୁ କରଣ ଏଥିରେ ଭିଟାମିନ-ବି ଓ ପୋଟାସୀୟମ ଥାଏ ଯେଉଁଟାକି ସେ ପଥର ବଡ ହେବାକୁ ଦେବା ନାହିଁ। ତାପରେ ଏ ମିଶ୍ରଣ ଭଲଭାବରେ ମିଶାଇବା ତାପରେ ଦିନରେ ଯେତେବେଳେ ସମୟ ମିଳିବ ସେତେବେଳେ ଆପଣଙ୍କୁ ପୁରା ଅଧାଗିଲାସ ପିଇବ। ଗୋଟେ ସପ୍ତାହ ରେ ୩-୪ ସେବନ କଲେ ସେ ପଥର କୁଆଡେ ମିଳେଇଯିବ।

Leave a Reply

Your email address will not be published. Required fields are marked *