ବାଛନ୍ତୁ ଏକ କୃଷ୍ଟଲ ବଲ ଏବଂ ନିଜ ଅସୁବିଧାକୁ ଦୁର କରନ୍ତୁ – ସମସ୍ତେ ନିଶ୍ଚୟ ବାଛନ୍ତୁ ଓ ଜାଣିରଖନ୍ତୁ
1 min read
ବନ୍ଧୁଗଣ କେତେବେଳେ ମଧ୍ୟ ଏମିତି ମୋଡ଼ ଜୀବନରେ ଆସିଥାଏ ଯେଉଁଠି ଆପଣ ବହୁତ ଅସୁବିଧାର ସାମ୍ନା କରନ୍ତି। ଲଗାତାର ପ୍ରୟାସ ପରେ ମଧ୍ୟ ଯଦି କଷ୍ଟର ବୋଝ କମିନଥାଏ। ଏମିତି ପରିସ୍ଥିତିରେ ଆପଣମାନେ କେବେ ଭାବିଛନ୍ତି କି ଏତେ ଚେଷ୍ଟା କଲା ପରେ ମଧ୍ୟ ଅସୁବିଧା କାହିଁକି ଯାଉ ନାହିଁ। ଏହି ଫୋଟ ରେ ତିନୋଟି କୃଷ୍ଟଲ ବଲ ଦେଖାଦେଉଛି। ଯେଉଁ କୃଷ୍ଟଲ ବଲ କୁ ଆପଣ ବାଛିବେ ତାହା ପୂର୍ବ ଜନ୍ମ ସହିତ ଯୋଡ଼ା ହୋଇଥାଏ। ଆପଣଂକୁ କେବଳ ଏହି ତିନୋଟି କୃଷ୍ଟଲ ବଲ ମଧ୍ୟରୁ ଯେଉଁ ବଲ ସବୁଠୁ ଅଧିକ ଭଲ ଲାଗୁଛି ସେହି ଗୋଟିଏ ବାଛନ୍ତୁ। ତେବେ ଜୀବନର ଅସୁବିଧା ଏବଂ ଏହାକୁ କେମିତି ଦୁର କରିପାରିବେ ଆମେ ଆପଣଂକୁ ଜଣାଇବୁ। ତେବେ ଡେରି ନ କରି ଆପଣ ଗୋଟିଏ ବଲ ବାଛନ୍ତୁ।
ପ୍ରଥମ କୃଷ୍ଟଲ ବଲ:- ଆପଣଙ୍କର ପୂର୍ବ ଜୀବନରେ ଲୋକମାନେ ଆପଣଂକୁ ଏକା ଛାଡ଼ିଦେଉଥିଲେ। ଏଥିପାଇଁ ସେହି ଜୀବନରେ ପ୍ରାୟ ବହୁତ ସମୟ ଆପଣ ଏକୁଟିଆ ହିଁ ବିତେଇଛନ୍ତି। ଆପଣ ଏମିତି ବ୍ୟକ୍ତି ଯିଏକି ନିଜ ସମ୍ପର୍କକୁ ବଞ୍ଚେଇବା ପାଇଁ କୌଣସି ବି ପରିସ୍ଥିତିକୁ ଯାଇପାରେ। ପୂର୍ବ ଜନ୍ମରୁ ନେଇ ଆପଣଙ୍କ ମନରେ ସମ୍ପର୍କ ଭାଙ୍ଗିଯିବାର ଡର ଏବେ ମଧ୍ୟ ଅଛି। ଯେତେବେଳେ ଏହି ଭଳି ସମ୍ପର୍କ ଭାଙ୍ଗିବା ପରିସ୍ଥିତି ଆସୁଛି ଏହାକୁ ଆପଣ ନ ଡରି ସାମ୍ନା କରନ୍ତୁ।
ଦ୍ୱିତୀୟ କୃଷ୍ଟଲ ବଲ:- ପୂର୍ବ ଜୀବନରେ ଆପଣ କିଛି ଏମିତି ନିଷ୍ପତ୍ତି ନେଇଛନ୍ତି ଯାହାର ପରିଣାମ ବହୁତ ଖରାପ ହୋଇଛି। ଏହି ସବୁ କାରଣରୁ ଆପଣ ଶାରୀରିକ ,ମାନସିକ ଏବଂ ଆର୍ଥିକ ସଂକଟରେ ପଡି ପାରନ୍ତି। ସେଥିପାଇଁ ସବୁବେଳେ ସଜାଗ ରୁହନ୍ତୁ। ସବୁ ପରିସ୍ଥିତିରୁ ମୁକୁଳିବା ପାଇଁ ଆପଣ ନିଜେ ସବୁ ଜିନିଷକୁ ବୁଝିବା ଦରକାର ଏବଂ ଭଲ ଭାବରେ ବୁଝି ନିର୍ଣ୍ଣୟ ନେବା ଆବଶ୍ୟକ ଅଟେ। ବଡ଼ ବଡ଼ ନିଷ୍ପତ୍ତି ନେବା ପାଇଁ କିଛି ସମୟ ନିଅନ୍ତୁ ଏବଂ ନିଜ ଉପରେ ଭରସା କରିବା ଶିଖନ୍ତୁ। ସବୁବେଳେ କିଛି ଲୋକଙ୍କ ମତରେ କାମ କରିବା ଠିକ ହୋଇନଥାଏ। ନିଜ ଉପରେ ହିଁ ଭରସା କରନ୍ତୁ।
୩ୟ କୃଷ୍ଟଲ ଫଳ:- ଆପଣ ମଧ୍ୟ ନିଜ ପୂର୍ବ ଜନ୍ମରେ ବହୁତ ଧୋକା ଖାଇଛନ୍ତି। ଠିକ ଏହି କାରଣରୁ ଆପଣ କାହା ଉପରେ ବିଶ୍ୱାସ କରିବା ପାଇଁ ଡରୁଛନ୍ତି। ଏମିତି ପରିସ୍ଥିତିରେ କେବଳ ନିଜ ମନର ଶବ୍ଦ ଶୁଣନ୍ତୁ ଏବଂ ତାହା ଉପରେ ଭରସା କରିବା ଶିଖନ୍ତୁ। ଆପଣଂକୁ ଏମିତି ସଂକେତ ମିଳିବ ଯାହା ଫଳରେ ଆପଣ କଠିନ ରୁ କଠିନ ପରିସ୍ଥିତିରେ ନିଜକୁ ବାହାର କରିପାରିବେ। ଲୋକମାନଙ୍କ ଉପରେ ଭରସା କରିବା ପୂର୍ବରୁ ୨ ରୁ ୩ ମାସର ସମୟ ନିଅନ୍ତୁ ଏବଂ ତାଙ୍କୁ ଜାଣନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଭିତରେ ଯେଉଁ ଅବିଶ୍ୱାସର ଭାବନା ଅଛି ତାହା ଧୀରେ ଧୀରେ ଶେଷ ହେବ। ଯାହା ଫଳରେ ଆପଣ ଲୋକଙ୍କୁ ଜାଣିପାରିବେ ଯେ କିଏ କେମିତିକା ଅଟନ୍ତି ଏବଂ ନିଜ ଉପରେ ମଧ୍ୟ ଭରସା କରିବେ।