June 25, 2025

Odia Express

Here, There and Everywhere

ରୁଟି ତିଆରି ସମୟରେ ଚୁଲା ଉପରେ ରଖିଦିଅନ୍ତୁ ଏହି ଜିନିଷ ଆଉ ଦେଖନ୍ତୁ କମାଲ…

ରୋଷେଇ ଘରେ ଆମେ ପ୍ରାୟ ଦୁଇ ବେଳା ରୋଷେଇ କରୁ। ରୁଟି ତ ଆମ ଘରେ ପାୟ ସବୁବେଳେ ତିଆରି ହୁଏ। ତେବେ ଆଜି ଆମେ ଆପଣଙ୍କ ଏପରି ଏକ ଉପାୟ ବିଷୟରେ କହିବୁ ଯାହା କରିବା ଦ୍ୱାରା ଆପଣଙ୍କ ଉପରେ ଧ୍ୟାନ ର ବର୍ଷା ହେବାକୁ ଯାଉଛି। ଏହି ଉପାୟ କୁ ଥରେ କରି ଦେଖନ୍ତୁ। କିପରି ଆପଣଙ୍କ ଜୀବନ ବଦଳିଯାଉଛି ଦେଖନ୍ତୁ। ଏହା ଅତି ସାଧାରଣ ଉପାୟ ଅଟେ। ତେବେ ଆର୍ଟିକଲେ ଟିକୁ ସମ୍ପୂର୍ଣ୍ଣ ପାଠ କରନ୍ତୁ।

ଯେତେବେଳେ ଆପଣ ଅଟା ବେଲି ରୁଟି କରୁଛନ୍ତି ଗୋଟିଏ କାମ କରନ୍ତୁ ଅଳ୍ପ କିଛି ଗଙ୍ଗା ଜଳ ମିଶେଇ ଏକ ଅଟା ର ଛୋଟିଆ ଗୁଳା କୁ ଚକଟି ଦିଅନ୍ତୁ ଏହାକୁ ମଧ୍ୟ ରୁଟି ପରି ବନେଇ ଦିଅନ୍ତୁ ଏହା ଉପରେ ଅଳ୍ପ କିଛି ଲୁଣ ଛିଞ୍ଚି ଦେଇ ଏହାକୁ ଗ୍ୟାସ ଚୁଲା ଉପରେ ରଖି ଦିଅନ୍ତୁ। ତାପରେ ଆପଣ ନିଜର ରୋଷେଇ କାର୍ଯ୍ୟ କରନ୍ତୁ ଏବେ ଏହି ରୁଟି କୁ ପୁରା ରାତି ପାଇଁ ସେଇ ରୋଷେଇ ଘରେ ଛାଡ଼ି ଦିଅନ୍ତୁ। ସକାଳ ହେବା କ୍ଷଣୀ ଆପଣ ଏହି ଛୋଟିଆ ରୁଟି କୁ ନେଇ ବାହାରେ କୁକୁର କିମ୍ବା କାଉ କୁ ଖାଇବାକୁ ଦେଇ ଦିଅନ୍ତୁ।

ଏହା ଦ୍ୱାରା କଣ ହେବ ଘରେ ଯଦି କିଛି କିଛି ନକରାତ୍ମକ ଶକ୍ତି ଉର୍ଯା ଥିବ ତେବେ ଏହା ତୁରନ୍ତ ଘରୁ ଚାଲିଯିବ। ଅନେକ ଥର ଆମେ ବାହାରକୁ ଯାଉ ଆମ ଶରୀର ସମ୍ପତି ଉପରେ ଲୋକ ଦୁଷ୍ଟ ଶକ୍ତି ଖରାପ ନଜର ପକେଇ ଦିଅନ୍ତି କିମ୍ବା ଦୁଷ୍ଟ ଶକ୍ତି ଆମ ସହ ଘରକୁ ଚାଲି ଆସେ ଏହା ପରେ ଘରେ ନାନା ଅସୁବିଧା ଦେଖା ଯାଏ। ଏହି ଉପାୟ କୁ ଥରେ ମାତ୍ର ଘରେ ପ୍ରୟୋଗ କରି ଦେଖନ୍ତୁ ସବୁ ଖରାପ ନଜର ଖରାପ ଶକ୍ତି ଘରୁ ଚାଲିଯିବ।

Leave a Reply

Your email address will not be published. Required fields are marked *