June 29, 2025

Odia Express

Here, There and Everywhere

ଯକୃତରେ ଉପସ୍ଥିତ ଥିବା ଅଳିଆକୁ କିପରି ସଫା କରିବା – ଜୀବନସାରା ରହିବେ ସୁସ୍ଥ ଓ ସତେଜ…

1 min read

ନମସ୍କାର ବନ୍ଧୁଗଣ ଆମ ଶରିରର ଏକ ମହତ୍ତ୍ୱ ପୁର୍ଣ୍ଣ ଅଙ୍ଗ ଯାହାର ନାମ ଅଟେ ଯକୃତ ଆମର ଖାଦ୍ୟକୁ ହଜମ କରିବାରେ ବହୁତ ମୁଖ୍ୟ ଭୂମିକା ରହି ଅଛି।ଯକୃତ ରେ ଜମା ରହିଥିବା ଆବର୍ଜନା କୁ ସଫାକରି ବହୁତ ଶୀଘ୍ର ଆମ ଶରୀରରେ ରକ୍ତ ଓ ଭୋକ ବଢ଼ାଇ ଥାଏ ଏ ଜିନିଷ ଖାଦ୍ୟ ପେୟ ସହ ଯୋଡି ହୋଇଥିବା ଏ ଖରାପ ଅଭ୍ୟାସ ଜୀବନ ଶୈଳୀ ପାଇଁ ଲୋକଙ୍କ ଯକୃତ ଦୁର୍ବଳ ହେବାକୁ ଲାଗିଛି ଆପଣଙ୍କୁ ଭୋକ କମ ଲାଗୁଛି କୋଷ୍ଟକାଠିନ୍ୟ ରହୁଛି ଥକାପଣ ଓ ଦୁର୍ବଳତା ଜାଣି ପାରନ୍ତି ଓ ଶରୀର ଆଖିରେ ହଳଦିଆ ପଣ ଜାଣିପାରନ୍ତି ଏହା ଯକୃତ ଦୁର୍ବଳ ହେବା କାରଣରୁ ହୋଇଥାଏ ଏଥିପାଇଁ ହୁଏକି ତାମଧ୍ୟରେ ବହୁତ ଖରାପ ପଦାର୍ଥ ଜମା ହେବାକୁ ଲାଗିଥାଏ।ଯକୃତ ଶରୀର ବହୁତ ବଡ଼ ବଡ଼ କାମ କରିଥାଏ ଯେମିତିକି ରକ୍ତ ବଢ଼େଇବା ଓ ସଫା କରିବା,ହଜମ,ମେଟାବୋଲିସିମ ବଢେ଼ଇବା ଆଦି ମିଶିକି ଥାଏ ଏହା ବ୍ୟତୀତ ଏ ବହୁତ ପ୍ରକାରର ରାସାୟନିକ ପଦାର୍ଥ ନିର୍ଗତ କରିଥାଏ ଏହାର ଆଧାର ପାଇଁ ଶରୀରର ବିଭିନ୍ନ ଅଙ୍ଗ କାର୍ଯ୍ୟକାରୀ ହୋଇଥାଏ।

ଏହି କାରଣ ଅଟେକି ଯକୃତର ସଫାଇ ବହୁତ ଜରୁରୀ ଅଟେ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଯକୃତର ସଫେଇ କରିବାର ଉପାୟ ଭୋଜନହିଁ ଅଟେ।ଆଜି ଆମେ ଏମିତି କିଛି କହିବାକୁ ଯାଉଛୁକି ଯାହା ଅପଣଙ୍କ ଯକୃତକୁ ସଫାକରିବାରେ ଓ ସୁସ୍ଥ କରିବାରେ ସାହାଯ୍ୟ କରେ।

ଅଖରୋଟ ସାଧାରଣତ ଆମ ହୃଦୟ ପାଇଁ ବହୁତ ସୁସ୍ଥ କାରୀ ବୋଲି ମାନିଥାଉ ଏଥିରେ ଅର୍ଜିମିନ ନାମକ ଏକ ଖାସ ଏମିନୋଏସିଡ ଥାଏ କି ଯିଏ ଯକୃତର ସଫେଇ କରିଥାଏ ଏହାବ୍ୟତୀତ ଏଥିରେ ଓମେଗା-୩ ଓ ଫ୍ୟାଟି ଏସିଡ ମଧ୍ୟ ରହିଥାଏ,ଯାହା ଆମକୁ ହୃଦ୍ଘାତ ଓ ହୃଦୟ ରୋଗରୁ ବଞ୍ଚେଇବାରେ ସାହାର୍ଯ୍ୟ କାରୀ ହୋଇଥାଏ।ଆପଣ ଗୋଟେ ଦିନରେ ୨-୩ ଟି ଅଖରୋଟ ଖାଇ ପାରିବେ ଏହାକୁ କେବଳ ସକାଲୁ ଖାଇବା ଉଚିତ ଯକୃତ ଭଲ କାର୍ଯ୍ୟକଳାପ ପାଇଁ ଆମକୁ ଆବୁଜ ଚା ପିବା ଆବଶ୍ୟକ ସାଧାରଣ ଚା ଓ କଫି ଆମ ଶରୀର ପାଇଁ କ୍ଷ୍ୟତିକାରକ ହୋଇଥାଏ ଏହାକୁ ସୀମିତ ମାତ୍ରାରେ ପିବା ଆବଶ୍ୟକ ଓ ଅଳ୍ପମାତ୍ରାରେ ଏବଂ ବିନା ଚିନିରେ ପିଇବା ଆବଶ୍ୟକ।

ହଲଦୀକୁ ଔଷଧର ଭଣ୍ଡାର ବୋଲି କୁହାଯାଏ ଏହାର କାରଣ ଏହା ମଧ୍ୟରେ ଆମେ ପାଉଥିବା ତତ୍ୱ ଅଟେ ଏହା ଶରୀର ଏମିତି ତତ୍ୱକୁ ବଢ଼ାଇଥାଏ ଯାହା ଆମ ଶରୀରରେ ଥିବା ଯକୃତକୁ ଠିକ କରିଥାଏ।ଏହା ବ୍ୟତୀତ ହଳଦୀ କ୍ଷତି କାରକ କୋଷର ମରାମତି କରିଥାଏ।ଆପଣ ସକାଳୁ ଉଠିଲା ବେଳେ ହଳଦୀ ବଲା ପାଣି ଓ ରାତିରେ ଶୋଇଲା ବେଳେ ହଳଦୀ ବାଲା କ୍ଷୀର ପିବା ଉଚିତ ପୁରୁଷ ଏହି ହଳଦୀ କୁ ବେସି ପିବା ଅନୁଚିତ କାରଣ ଆମ ଶରିରରେ ଥିବା ପୁରୁଷତ୍ୱ ହରମୋନ ଟେଷ୍ଟଷ୍ଟିରନର ନିର୍ଗତ କମିଥାଏ।ସବୁଜ ପନୀପରିବାର ସେବନ କରିବା ଆବଶ୍ୟକ ଯେମିତିକି ପତ୍ରବାଲା ପନିପରିବା ଶରୀର ପାଇଁ ଲାଭଦାଇ ହୋଇଥାଏ।

ଏସବୁ ତତ୍ୱ ଆପଣଙ୍କୁ ଗମ୍ଭୀର ରୋଗରୁ ବଞ୍ଚାଇଥାଏ ଯେମିତି ପାଳକ ଧନିଆ,ଶାଗ,ମେଥି ଆଦିର ସେବନରେ ଯକୃତ ଭଲଭାବରେ ସଫା ହୋଇଥାଏ।ବିଟ ଖାଆନ୍ତୁ ଏହା ନା କେବଳ ଆପଣଙ୍କ ଶରୀରରେ ରକ୍ତ ବଢ଼ାଇଥାଏ ଯକୃତକୁ ସୁସ୍ଥ ରଖିଥାଏ ବିଟରେ ବିଟା କ୍ୟାରୋଟିନ ଓ କ୍ୟାରୋନାଇଡ଼ ଥାଏ ଯାହା ଲିଭର୍ କାର୍ଯ୍ୟକ୍ରମକୁ ଭଲ କରିଥାଏ।ଏହି ଭଳି ଆମେ ଆମ ଯକୃତକୁ ଠିକ କରିପାରିବା।

Leave a Reply

Your email address will not be published. Required fields are marked *