June 29, 2025

Odia Express

Here, There and Everywhere

ପରିସ୍ରା କରିବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ – ନଚେତ ପସ୍ତେଇବାକୁ ପଡିବ..

1 min read

ପରିସ୍ରା କରିବା ସମୟରେ ଆମେ ଏପରି ଅନେକ ଭୁଲ କରିଥାଉ ଯାହା ର ପରିଣାମ ବହୁତ ଖରାପ ହୋଇଥାଏ। ଏହି କିଛି ସାଧାରଣ ଭୁଲ ହେବା ଦ୍ୱାରା ଏହା ଭବିଷ୍ୟତରେ ବହୁତ ଅସୁବିଧା ହୁଏ। ତେବେ ଆଜି ଆମେ ଜାଣିବା ଏହି ସାଧାରଣ ଭୁଲ ଗୁଡ଼ିକ ଯାହା ବହୁତ ଜଣ ଲୋକ ନିତିଦିନ ପରିସ୍ରା କରିବା ସମୟରେ କରିଥାନ୍ତି।ପୁରୁଷ ମାନେ ଛିଡା ହୋଇ ପରିସ୍ରା କରିବା ;- ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ଛିଡା ହୋଇ ପରିସ୍ରା କରିବା ଦ୍ୱାରା ଆମ ମୂତ୍ର ନଳୀ ଉପରେ ଅଧିକ ଚାପ ପଡ଼େ। ଏହା ଭବିଷ୍ୟତରେ ଦୁର୍ବଳ ହୋଇଯାଏ। ଏବଂ ପୁରୁଷ ଙ୍କ ଶକ୍ତି ବହୁତ ଶୀଘ୍ର କମିଯାଏ। ତେଣୁ ଆଗ କାଳରେ ଲୋକ ମାନେ ବସି କରି ପରିସ୍ରା କରୁଥିଲେ।

ପ୍ରେସର ଦେଇ ଜୋରେ ପରିସ୍ରା କରିବା;- ଏହା ମଧ୍ୟ ଏକ ଭୁଲ ଅଟେ। ଯଦି ଆମେ ପ୍ରେସର ଦେଇ ପରିସ୍ରା କରିବା ଦ୍ୱାରା ଏହି ପ୍ରଭାବ ଆମର ଆଣ୍ଡି ବା ମୂତ୍ରା ଶୟ ଉପରେ ପଡ଼ିଥାଏ। ଏହି ମୂତ୍ରାଶୟରେ ମୂତ୍ର ଷ୍ଟୋର ହୋଇ ରହିଥାଏ। ଯଦି ଏହା ଦୁର୍ବଳ ହୋଇଯାଏ ତେବେ ଭବିଷ୍ୟତ ରେ ମୂତ୍ର ରୋଗ ଆଦି ଦେଖା ଦିଏ।

ମୂତ୍ର ବେଗ କୁ ରୋକିବା;-  ବେଳେ ବେଳେ ଆମେ କ୍ଲାସ ବା କାମ କଲା ସମୟରେ ମୂତ୍ର ବେଗ କୁ ଶରୀର ମଧ୍ୟରେ ଅଟକାଇ ରଖିଥାଉ। କିନ୍ତୁ ଏହା ଅନ୍ୟ ଏକ ଭୁଲ ଅଟେ ଆଉ ସବୁଠାରୁ ବଡ଼ ଭୁଲ ମଧ୍ୟ ଅଟେ। ଯଦି ଆପଣ ଅଧିକ ସମୟ ମୂତ୍ର ଶରୀର ରେ ରଖିବେ ତ ଏଥିରେ ଥିବା ଟୋସିକ୍ସ (toxic ) ପଦାର୍ଥ ଶରୀର ମଧ୍ୟରେ ଅସୁବିଧା ସୃଷ୍ଟି କରିବ।

ଏବଂ ଏହା ଦ୍ୱାରା ମୂତ୍ରାଶୟ ଉପରେ ପ୍ରେସର ପଡିଥାଏ।ଯଦି ଏହା ପ୍ରସାରିତ ଅଧିକ ହୁଏ ତେବେ ଡ୍ୟାମେଜ ହେବାର ମଧ୍ୟ ସମ୍ଭାବନା ଥାଏ। ତେଣୁ ମୂତ୍ର ବେଗ କୁ ରୋକି ରଖିବା ଅନୁଚିତ। ଏହାକୁ ତୁରନ୍ତ ନିଷ୍କାସନ କରନ୍ତୁ। ଅଧିକ ରୁ ଅଧିକ ପାଣି ପିଅନ୍ତୁ ଏହା ଦ୍ୱାରା ମୂତ୍ରାଶୟ ସଫା ରୁହେ ଏବଂ କିଡନୀ ମଧ୍ୟ ସୁସ୍ଥ ରୁହେ।

Leave a Reply

Your email address will not be published. Required fields are marked *