June 22, 2025

Odia Express

Here, There and Everywhere

IAS ଇଣ୍ଟରଭିଉରେ ପଚରାଗଲା – ଯଦି ଆମେ ଆପଣଙ୍କୁ ଲାଞ୍ଚ ମାଗିବୁ ତାହାଲେ ଆପଣ କଣ କହିବେ – ଉତ୍ତର ଶୁଣିବା ପରେ ଚାକିରୀ ହେଇଗଲା…

1 min read

ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ବି ଆମେ ଆପଣଙ୍କ ପାଇଁ ଏକ ଲେଖା ନେଇକି ଆସିଛି ଏହାକୁ ଭଲ ଭାବରେ ପଢନ୍ତୁ।ଆଜି ଆମେ ନେଇକି ଆସିଛୁ IAS ରେ ପଚରାଯାଇଥିବା କିଛି ପ୍ରଶ୍ନ ଓ ଉତ୍ତର।ତେବେ ଯଦି ଆପଣାକୁ ଏହି ଲେଖା ଭଲ ଲାଗୁଚି ତେବେ ନିଶ୍ଚୟ ନିଜ ସାଙ୍ଗ ମାନକ ସହ ସେୟାର କରିବେ ଓ ସେମାନଙ୍କ ଜ୍ଞାନ କୁ ବଢେଇବାରେ ସାହାଯ୍ୟ କରିବେ

ପ୍ରଶ୍ନ୧-ମାନି ନିଅନ୍ତୁ ଆପଣଙ୍କୁ କାଶ୍ମୀରରେ କଲେକ୍ଟର କରିଦିଆଯାଇଛି ଓ ଆପଣଙ୍କ ଉପରକୁ ଆତଙ୍କବାଦୀ ମାନେ ଆକ୍ରମଣ କରିବେ ତ ଆପଣ କଣ କରିବେ?

ଉତ୍ତର-ସର୍ଵ ପ୍ରଥମେ ମୁଁ ନିଶ୍ଚିତ କରିବି ଏହି ଆକ୍ରମଣରେ ସେଠିକାର ଲୋକଙ୍କର ଅଶୁବିଧା ଯେପରି ନହେବ।ଏହା ପରେ କଣ୍ଟ୍ରୋଲ ରୁମ କୁ ଫୋନ କରି ଏକ୍ସଟ୍ରା ସୈନ୍ୟ ଆଣିବି।ଓ ଚେଷ୍ଟା କରିବି ସେହି ଆତଙ୍କବାଦୀମାନଙ୍କୁ ବଂଚିବା ଅବସ୍ଥାରେ ଧରିବାକୁ ଯାହା ଦ୍ଵାରା ସେମାନଙ୍କ ସମସ୍ତ ମେମ୍ବର ଙ୍କୁ ଯେପରି ଧରିହେବ।ଓ ସେମାନଙ୍କୁ କାନୁନ ଅନୁସାରେ ସଜା ଯେପରି ମିଳିବ।

ପ୍ରଶ୍ନ୨-ଦେଖାଯାଇଛି ସାଧାରଣ ଲୋକ ମାନେ ପୋଲିସ ପାଖୁ ଯିବାକୁ ଡରିଥାନ୍ତି।ପୋଲିସଙ୍କୁ ଦେଖ ଅସୁରକ୍ଷିତ ଭାବନା ଆସିଥାଏ।ଏକ IAS ଅଧିକାରୀ ରୂପରେ ଆପଣ ଲୋକ ମାନଙ୍କ ମନରୁ ଏହି ଡର କିପରି ବାହାର କରିବେ?

ଉତ୍ତର-ସର୍ଵ ପ୍ରଥମେ ମୁଁ ସବୁ ଥାନାକୁ ଏହି ଖବର ଦେବୀ କି ଅଭିଯୋଗ ଆଣୁଥିବା ଲୋକଙ୍କ ସହ ଭଲ ବ୍ୟବହାର କରିବେ।ବିନା କାରଣ ରେ ବି ଲୋକ ମାନଙ୍କ ପାଖୁ ଯାଇ ତାଙ୍କ ଦୁଃଖ ସୁଖ ପଚାରିବେ।ଲୋକ ମାନଙ୍କ ସହିତ ଖୋଲିକି କଥା ହୁଅନ୍ତୁ।ଏହା ଛଡା ସୋସିଆଲ ମିଡିଆରେ ଲୋକଙ୍କ ସହିତ ସମ୍ପର୍କ ରଖନ୍ତୁ।ଏହା ଦ୍ବାରା ଲୋକଙ୍କ ମନରେ ପୋଲିସଙ୍କ ପ୍ରତି ଡର ବହାରିଯିବ।

ପ୍ରଶ୍ନ୩-ଆପଣ IAS ହୋଇଯିବେ ତ ଆପଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ମିଳିପାରିବ।ଏହା ଏଥିପାଇଁ ହେବ କାରଣ ଆପଣଙ୍କୁ ଆମେ ବାଛିଛୁ।ଭବିଷ୍ୟତରେ ଆପଣ କୋଟି କୋଟି ଟଙ୍କା କମେଇବେ ତ ଆମକୁ ଏବେ କିଛି ମିଳିବା କଥା ନୁହେଁକି?

ଉତ୍ତର-ମତେ କ୍ଷମା କରିବେ ସାର କିନ୍ତୁ ମୋର IAS ହେବାର ଅର୍ଥ କେବଳ କେବଳ ଦେଶର ସେବା କରିବା ଓ ଲୋକଙ୍କ ସୁବିଧା ଅଶୁବିଧା ବିଝିବା।ଯଦି ମୁଁ ନିଜେ ଭଲ କରିବି ତ ଆଗକୁ ଲୋକଙ୍କୁ କିପରି ଭୁଲ କରିବାରୁ ଅଟକେଇବି।ସାର ଯଦି ମୋର IAS ହେବାକୁ ଏହି ଉପାୟ ଅଛିତ ମତେ କ୍ଷମା କରିବେ ମୋର IAS ହେବା ଆବଶ୍ୟକ ନାହିଁ।

ଯଦି ଆପଣଙ୍କୁ ଏହା ପସନ୍ଦ ଆସୁଛି ଏହାକୁ ଲାଇକ କରନ୍ତୁ ଓ ସେୟାର ବି କରନ୍ତୁ।ଆଗକୁ ଆମେ ଆପଣଙ୍କ ପାଇଁ ଏହି ଭଳି ଲେଖା ନେଇକି ଆସିବୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *